Breaking News

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ମାନ ଙ୍କ ପାଇଁ ରିଲିଆନ୍ସ ଜିଓ ଏକ ନୂଆ ପ୍ରିପେଡ ରିଚାର୍ଜ ଯୋଜନା ଆରମ୍ଭ କରିଛି ଓ ଏହି ଯୋଜନା ଟି ହଉଛି ସବୁଠାରୁ କମ ମୂଲ୍ୟ ର ଯୋଜନା । ତେବେ ଏହି ନୂତନ ଜିଓ ରିଚାର୍ଜ ରେ 75 ଟଙ୍କା ରହିଛି , ହଁ ବନ୍ଧୁ ଟେଲିକମ ମାଷ୍ଟର 39 ଓ 69 ଟଙ୍କା ର ରିଚାର୍ଜ ବନ୍ଦ କରିବା ପରେ ଏହି ଯୋଜନା ଟି ଘୋଷଣା କରିଛି । ତେବେ ଏହି ଦୁଇ ଟି ରିଚାର୍ଜ ବର୍ତ୍ତମାନ ସମୟ ରେ My jio ଆପ ରେ ରହିବ ନହିଁ । ତେବେ ଏହି 75 ଟଙ୍କା ରେ ଯେ କୌଣସି ନେଟୱର୍କି କୁ ଆସିମୀତ କଲ ,200 ଏମବି ବୁଷ୍ଟର ସହୁତ ମାସ କୁ 3ଜିବି 4ଜି ଡାଟା ଆସିଥାଏ ।


ଏହି ରିଚାର୍ଜ ରେ ପ୍ରତିଦିନ 50 ଏସଏମଏସ ଦେଇଥାଏ JioTV, JioCinema, JioNews, JioSecurity, ଏବଂ JioCloud ସମସ୍ତ ଜିଓ ଆପ କୁ ପ୍ରବେଶ କରାଇ ଥାଏ | ତେବେ ପୂର୍ଣ ରୁ ଥିବା ରେଚର୍ଜ 39 ଓ 69 ଟଙ୍କା ରେ 14 ଦିନ ବୈଧତା ଥିଲା , ତେବେ 39 ଟଙ୍କା ରେ ଆସିମୀତ କଲଲିଙ୍ଗ ସହିତ ପ୍ରତ୍ଯେକ ଦିନ 100 ଏସଏମଏସ ଓ ପ୍ରତ୍ଯେକ ସିଁ 100 ଏମବି ଠିକ ସେହିପରି 69 ରେ କେବଳ ଦିନ କୁ 0.5 ଜିବି ସହିତ ଅନ୍ୟ ରିଚାର୍ଜ ରେ ଥିବା ସୁବିଧା ରହିଛି ।

ତେବେ ଜିଓ ଆହୁରି ଘୋଷଣା କରିଛି ଯେ ନଭେମ୍ବର 14 ତାରିଖ ଦିନ ଦିବାଲି ରେ ଏକ ସ୍ମାର୍ଟଫୋନ ଲଞ୍ଚ କରିବ ଓ ଏହା ବର୍ତ୍ତମାନ ସମୟ ରେ ଉନ୍ନତ ପରୀକ୍ଷଣ ରେ ଅଛି ଓ ଏହା ଚଳିତ ବର୍ଷ ଦୀପାବଳି ରେ ପ୍ରସ୍ତୁତ ହେବ । ତେବେ ଜାରି ରହିଥିବା ବିଶ୍ଵ ଚିପ ଅଭାବ ହେତୁ ଜିଓ ଫୋନ ନେକ୍ସ୍ଟ ଲଞ୍ଚ ଘୋଷଣା ବିଳମ୍ବ ହୋଇଛି ବୋଲି ରିପୋର୍ଟ ରେ ଦର୍ଶଯାଇଛି । ତେବେ ଏହା ଜୁନ ମାସ ରେ ଗୁଗୁଲ ସହଯୋଗ ରେ ଅଲ୍ଟ୍ରା ସୁଲଭ ଅଣ୍ଡ୍ରୋଏଡେ ସ୍ମାର୍ଟଫୋନ ବିକଶିତ କରୁଛି ବୋଲି ରିଲିଆନ୍ସ ଜିଓ ଘୋଷଣା କରିଛି । ତେବେ ଏହାର ମୂଲ୍ୟ 3499 ଟଙ୍କା ହୋଇପାରେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *