ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ଆମେ ଏମିତି ଦୁଇ ଯୋଡି ଏନକେ ବିଷୟ ରେ ଜାଣିବା ଯେଉଁମାନେ କି ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକ ପ୍ରିୟ ଯୋଡି ଭାବେ ବେସ ପରିଚିତ ହୋଇଥିଲେ କିନ୍ତୁ ଏହି ଏହି ଦୁଇ ଯୋଡି ଦୀର୍ଘ 3 ବର୍ଷ ହେଲା ଏକାଠି ହୋଇ କୌଣସି ଚଳଚିତ୍ର ରେ ନଜର ଆସି ନାହାଁନ୍ତି ଓ ଏହି ଦୁଇ ଯୋଡି ହଉଛନ୍ତି ବାବୁଷାନ ଓ ରିୟା ।
ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଏହି ଦୁଇ ଯୋଡି କଣ ପାଇଁ ଏକାଠି ହୋଇ ଅଭିନୟ କରୁ ନାହାଁନ୍ତି ।ସେଥିପାଇଁ ଆପଣ ମାନେ ଆମର ଏହି ପେଜ କୁ ସେସ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଆପଣ ମାନେ ଏହି ଦୁଇ ଯୋଡି ଙ୍କ ବହୁ ଗୁଡିଏ ଚଳଚିତ୍ର ରେ ଏକାଠି ହୋଇ ଜବରଦସ୍ତ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେମିତି କି ପ୍ରେମ ଅଢେଇ ଅକ୍ଷର , ତୁ ଯେ ସେଇ ,ଇଡିଅଟ ଭଳି ଅନେକ ସୁପର ହିଟ ଚଳଚିତ୍ର ରେ ଅଭିନୟ କରିଛନ୍ତି , କିନ୍ତୁ ଏହି 3 ବର୍ଷ ହେବ ଏହି ଦୁଇ ଯୋଡି ଆଉ ଏକାଠି ହୋଇ ଅଭିନୟ କରୁ ନାହାଁନ୍ତି । ତେବେ ବନ୍ଧୁଗଣ ବାବୁଷାନ କିନ୍ତୁ ଅନ୍ୟ ହିରୋଇନ ମାନ ଙ୍କ ସହିତ ଅଭିନୟ ଜାରି ରଖିଛନ୍ତି ।
ରିୟା ମଧ୍ୟ ବହୁ ରିଆଲିଟି ସୋ ରେ ମୁଖ୍ୟ ଜଜ ଭାବେ ନଜର ଆସୁଛନ୍ତି । ତେବେ ଏହି ଦୁଇ ଯୋଡି ଏନକେ ପ୍ରଶଂସକ ମାନେ ବେସ ଇଚ୍ଛୁକ ଅଛନ୍ତି ଏହି ଦୁଇ ଯୋଡି ଙ୍କୁ ଚଳଚିତ୍ର ରେ ଏକାଠି ଦେଖିବା ପାଇଁ କିନ୍ତୁ ଏହି ଦୁଇ ଯୋଡି ତାଙ୍କ ପ୍ରଶଂସକ ମାନ ଙ୍କୁ କହିଛନ୍ତି ଯେ ପୂର୍ବ ଚଳଚିତ୍ର ଭଳି ଷ୍ଟୋରି ଓ ଭଲ ଡାଇରେକ୍ଟର ମିଳିଲେ ସେମାନେ ନିଶ୍ଚୟ ଚଳଚିତ୍ର ରେ ନଜର ଆସିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ