ଦର୍ଶକ ବନ୍ଧୁ ପୁଣି ଥରେ ମନେ କିଣିଲେ ସବ୍ୟ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆ ସୋସିଆଲ ମିଡିଆ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଆସନ୍ତୁ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମେ ନିଜ ଅଭିନୟ କ୍ଯାରିଅର ଆଲବମ ଜଗତ ରୁ ଆରମ୍ଭ କରିଥିଲେ ।
ତେବେ ପରବର୍ତ୍ତୀ ସମୟ ରେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଲୋକ ମାନ ଙ୍କୁ ବେସ ମନୋରଞ୍ଜନ କରାଇବା ସହିତ ସବ୍ୟସାଚୀ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଛନ୍ତି ଓ ଏହାର କାରଣ ହେଲା ସେ ବର୍ତ୍ତମାନ ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ବହୁ ଲୋକ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇଥିଲେ ।
ତେବେ ବର୍ତ୍ତମାନ ସମୟ ରେ କରୋନା କମିଯାଇଥିଲେ ମଧ୍ୟ ସେ ତାଙ୍କ ସାହାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ବର୍ଷା ହେଉଛି ଓ ସବ୍ୟସାଚୀ କରୋନା ରେ ପୀଡିତ ଥିବା ପରିବାର ଲୋକ ଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ନେଇ ସେମାନ ଙ୍କ ଘରେ ଦେଇ ଆସୁଛନ୍ତି ଓ ଏହି ଦୃଶ୍ୟ ଟି ବର୍ତ୍ତମାନ ସମୟରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ