Breaking News

ଚାଞ୍ଚଲ୍ୟକର ଖୁଲାସା ହେଲା ସ୍ଵୀଗୀ ବୟ ପତିତ ପାବନ ନିଜେ ପ୍ରେମିକା ସହ ଫେରାର ହେବା ଅ-ପ-ହ-ର-ଣ ର ନାଟକ ରଚିଥିଲା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ସ୍ଵୀଗୀ ବଏ ପତିତ ପାବନ ଅ-ପ-ହ-ର-ଣ କଥା ନିଶ୍ଚୟ ଜାଣିଥିବେ , ତେବେ ପତିତ ପାବନ ତାର ପତ୍ନୀ ଙ୍କୁ ଏକ ଭଏସ ମେସେଜ କରିଥିଲା ଓ ଏହି ଭଏସ ମେସେଜ ରେ ପତିତ କହିଥିଲା ଯେ ମୋତେ ଅପହରଣ କରି ଡାଲା ଅଟୋ ରେ ନଉଛନ୍ତି ଓ ଛୁ-ରି ମଧ୍ୟ ଭୁଶି ଦେଇଛନ୍ତି । ଏହି ଭଳି କିଛି କହିଥିଲା ଧଉଳି ଥାନା ର ନୂଆଁଗାଁ ବିଜୟ ବିହାର 2 ସ୍ଥାନ ରେ ରହୁଥିବା ସ୍ଵିଗି ବଏ ପତିତ ପାବନ ପୃଷ୍ଟି ।


ତେବେ ବନ୍ଧୁଗଣ ପରବର୍ତ୍ତୀ ସମୟ ରେ ଦୟାନଦୀ କୁଳ ରୁ ପତିତ ପାବନ ଙ୍କ ବ୍ୟାକ , ଗଞ୍ଜି,ଚପଲ, ଓ ଏକ ନୂଆ ଛୁ-ରି ପଡିଥିଲା । ତେବେ ଏହି ମାମଲା ରେ ଆସିଛି ଏକ ବଡ ଖବର ଯେ ସ୍ଵିଗି ବଏ ପତିତ ପାବନ ଅ-ପ-ହ-ର-ଣ ହୋଇନାହିଁ ସେ ନିଜ ପ୍ରେମିକା ସହିତ ଯିବା ପାଇଁ ଯୋଜନା କରିଥିଲା କିନ୍ତୁ ଯାଉଥିବା ସମୟ ରେ ଧରା ପଡିଛି ମଧ୍ୟ ପ୍ରଦେଶ ରେ , ଷ୍ଟେସନ ରେ ରେଲୱେ ପୋଲିସ କୁ ଏହି ସୂଚନା ଟି ଦବା ପରେ ଏହି ଦୁଇ ଯୋଡି ଙ୍କ ଫଟୋ ଛଡା ଯାଇଥିଲା ଓ ଏହି ଦୁଇ କୁ ରେଲୱେ ପୋଲିସ ଏହି ଦୁଇ ଙ୍କୁ ସେହିଠାରେ ଅଟକ ରଖିଛି ।

ତେବେ ବର୍ତ୍ତମାନ ସମୟ ରେ ଧଉଳି ଥାନା ଆଇଆଇସି ଓ ତାଙ୍କ ଟିମ ଯାଇଛନ୍ତି ମଧ୍ୟପ୍ରଦେଶ ଙ୍କୁ ଓ ସେମାନେ ଆସିବା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ ଯେ ଅ-ପ-ହ-ର-ଣ ପଛ ର ରହସ୍ୟ ଟି କଣ । ତେବେ ଏପଟେ ପତିତ ଙ୍କ ପତ୍ନୀ ଅହଲ୍ୟା କହିଛନ୍ତି ମୋ ସ୍ଵାମୀ ସେହିଭଳି ନୁହଁନ୍ତି ଓ ବିବାହ ପରେ ଅନ୍ୟ କାହା ସହିତ ସମ୍ପର୍କ ରଖିନଥିଲେ ଓ ସେ ଯାଇଥିବା ଯୁବତୀ ଙ୍କୁ ଭଉଣୀ ହିସାବ ରେ ଦେଖୁଥିଲେ । ତେବେ ସେହି ଝିଅ ଘର ଓ ଝିଅ ମୋ ସ୍ଵାମୀ ଙ୍କୁ ନେଇ ଯିବାର ଯୋଜନା କରିଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କାଲି ଲଗଣା ବର୍ଷା ପୋଛିଦେଲା ସିନ୍ଦୁର, ଏମିତି ଏକ ଘଟଣା ଶୁଣିଲେ ଆଖିକୁ ଲୁହରେ ଭିଜେଇ ଦେବ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରବିବାର ଦିନ ଠାରୁ ରାଜ୍ୟ ରେ ବର୍ଷା ପ୍ରବଳ ରୁ ଅତି ପ୍ରବଳ …

Leave a Reply

Your email address will not be published. Required fields are marked *