ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ସ୍ଵୀଗୀ ବଏ ପତିତ ପାବନ ଅ-ପ-ହ-ର-ଣ କଥା ନିଶ୍ଚୟ ଜାଣିଥିବେ , ତେବେ ପତିତ ପାବନ ତାର ପତ୍ନୀ ଙ୍କୁ ଏକ ଭଏସ ମେସେଜ କରିଥିଲା ଓ ଏହି ଭଏସ ମେସେଜ ରେ ପତିତ କହିଥିଲା ଯେ ମୋତେ ଅପହରଣ କରି ଡାଲା ଅଟୋ ରେ ନଉଛନ୍ତି ଓ ଛୁ-ରି ମଧ୍ୟ ଭୁଶି ଦେଇଛନ୍ତି । ଏହି ଭଳି କିଛି କହିଥିଲା ଧଉଳି ଥାନା ର ନୂଆଁଗାଁ ବିଜୟ ବିହାର 2 ସ୍ଥାନ ରେ ରହୁଥିବା ସ୍ଵିଗି ବଏ ପତିତ ପାବନ ପୃଷ୍ଟି ।
ତେବେ ବନ୍ଧୁଗଣ ପରବର୍ତ୍ତୀ ସମୟ ରେ ଦୟାନଦୀ କୁଳ ରୁ ପତିତ ପାବନ ଙ୍କ ବ୍ୟାକ , ଗଞ୍ଜି,ଚପଲ, ଓ ଏକ ନୂଆ ଛୁ-ରି ପଡିଥିଲା । ତେବେ ଏହି ମାମଲା ରେ ଆସିଛି ଏକ ବଡ ଖବର ଯେ ସ୍ଵିଗି ବଏ ପତିତ ପାବନ ଅ-ପ-ହ-ର-ଣ ହୋଇନାହିଁ ସେ ନିଜ ପ୍ରେମିକା ସହିତ ଯିବା ପାଇଁ ଯୋଜନା କରିଥିଲା କିନ୍ତୁ ଯାଉଥିବା ସମୟ ରେ ଧରା ପଡିଛି ମଧ୍ୟ ପ୍ରଦେଶ ରେ , ଷ୍ଟେସନ ରେ ରେଲୱେ ପୋଲିସ କୁ ଏହି ସୂଚନା ଟି ଦବା ପରେ ଏହି ଦୁଇ ଯୋଡି ଙ୍କ ଫଟୋ ଛଡା ଯାଇଥିଲା ଓ ଏହି ଦୁଇ କୁ ରେଲୱେ ପୋଲିସ ଏହି ଦୁଇ ଙ୍କୁ ସେହିଠାରେ ଅଟକ ରଖିଛି ।
ତେବେ ବର୍ତ୍ତମାନ ସମୟ ରେ ଧଉଳି ଥାନା ଆଇଆଇସି ଓ ତାଙ୍କ ଟିମ ଯାଇଛନ୍ତି ମଧ୍ୟପ୍ରଦେଶ ଙ୍କୁ ଓ ସେମାନେ ଆସିବା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ ଯେ ଅ-ପ-ହ-ର-ଣ ପଛ ର ରହସ୍ୟ ଟି କଣ । ତେବେ ଏପଟେ ପତିତ ଙ୍କ ପତ୍ନୀ ଅହଲ୍ୟା କହିଛନ୍ତି ମୋ ସ୍ଵାମୀ ସେହିଭଳି ନୁହଁନ୍ତି ଓ ବିବାହ ପରେ ଅନ୍ୟ କାହା ସହିତ ସମ୍ପର୍କ ରଖିନଥିଲେ ଓ ସେ ଯାଇଥିବା ଯୁବତୀ ଙ୍କୁ ଭଉଣୀ ହିସାବ ରେ ଦେଖୁଥିଲେ । ତେବେ ସେହି ଝିଅ ଘର ଓ ଝିଅ ମୋ ସ୍ଵାମୀ ଙ୍କୁ ନେଇ ଯିବାର ଯୋଜନା କରିଥିଲା ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ