Breaking News

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି ଟଙ୍କା ପାଇଁ ହାଇଟେକ ମେଡିକାଲ ମୃତ ବ୍ୟକ୍ତି ଚିକିତ୍ସା ନା ରେ ରଖି ଟଙ୍କା ନେଉଥିଲେ । ଖାଲି ସେତିକି ନୁହେଁ ମୃତ ପରିବାର ଲୋକ ଙ୍କୁ ମେଡ଼ିସିନ ବିଲ ଦେଊଥିଲେ ଡାକ୍ତର ଓ କର୍ମଚାରୀ ମାନେ । କିନ୍ତୁ ଏପଟେ ଝିଅ ଅର୍ପିତା ଓ ପରିବାର ଲୋକ ଅଭିଯୋଗ କରିଛନ୍ତି ଟଙ୍କା ପାଇଁ ହାଇଟେକ ମେଡିକାଲ ମିଛ କହୁଛି ଓ ମୋ ବାପା 3 ଦିନ ହେଲା ମୃତ୍ୟୁ କରିସାରିଛନ୍ତି ।

ହଁ ବନ୍ଧୁ ସୂଚନା ଅନୁଯାୟୀ ପରିବାର ଲୋକ ସଂଜୀବ ଙ୍କୁ ଚିକିତ୍ସା ପାଇଁ ହାଇଟେକ ମେଡିକାଲ ରେ ଭର୍ତ୍ତି କରିଥିଲେ ଓ ସେହିଦିନ ଠାରୁ ତାଙ୍କ ଚିକିତ୍ସା ରେ ଅବହେଳା କରାଯାଉଥିଲା , ତେବେ ପରବର୍ତ୍ତୀ ସମୟ ରେ ତାଙ୍କ ଆଖି ରେ ପଟି ବନ୍ଧା ହୋଇଥିଲା ଓ ଏହି କଥା ପରିବାର ଲୋକ ପ୍ରଶ୍ନ କରିବାରୁ ମେଡିକାଲ ର କର୍ମଚାରୀ ମାନେ କହିଥିଲେ ଯେ ଆଇସିଇଉ ଚାମ୍ବର ଦେଖି ଡରି ଯାଇଛନ୍ତି ଓ ସେଥିପାଇଁ ତାଙ୍କ ଆଖିରେ ପଟି ବନ୍ଧା ହୋଇଛି ବୋଲି କର୍ମଚାରୀ ମାନେ କହିଥିଲେ ।

ତେବେ ଆଉ କେତେବେଳେ ମେଡିକାଲ ର କର୍ମଚାରୀ ମାନେ କହୁଥିଲେ ଯେ ସେ ସୁସ୍ଥ ହବା ପାଇଁ ଆଖିରେ ଜେଲ ପକା ଯାଇଛି ତ ଆଉ କେତେବେଳେ ଲିଭର କ୍ୟାନ୍ସର ଓ ବେଳେ କରୋନା ରେ ସଂକ୍ରମିତ ଅଛନ୍ତି ବୋଲି କହିଥିଲେ । ଅନେକ ସମୟ ରେ ଅନେକ କାରଣ ଦର୍ଶାଇ ଥିଲେ କର୍ମଚାରୀ ମାନେ । ତେବେ ପରବର୍ତ୍ତୀ ସମୟ ରେ ସୋମବାର ଦିନ କହିଥିଲେ ଯେ ସଂଜୀବ ଙ୍କ ମୃତ୍ୟୁ ହୋଇଛି ବୋଲି । ତେବେ ଟଙ୍କା ଦବା ପରେ ମୃତ ଶରୀର କୁ ନେଇପାରିବେ ବୋଲି କର୍ମଚାରୀ ମାନେ କହିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *