Breaking News

ଆଜିର ରାଶିଫଳ : 12 ଫେବୃଆରୀ 2022 ଶନିବାର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ଆଜି ଆପଣ ଜଣେ ଏମିତି ବ୍ୟକ୍ତିନ୍କୁ ଦେଖା କରିବେ ଯିଏ ଆପଣଙ୍କୁ ନିଜର ଜୀବନଠୁ ବି ଅଧିକ ଭଲ ପାଇବେ |

ବୃଷ ରାଶି
ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି | ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ |

ମିଥୁନ ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ଆପଣଙ୍କ ପିଲା ମାନେ କୌଣସି ଖୁସି ଖବର ଆଣି ପାରନ୍ତି | ପ୍ରେମ ସମ୍ବନ୍ଧୀୟ କଥାରେ ତର-ବର କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ |

କର୍କଟ ରାଶି
ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ନିଜ ପରିବାରରେ ନିଜର ପ୍ରଭାବ ରଖିବା ପାଇଁ ନିଜର କ୍ରିୟାକଳାପ ଛାଡ଼ିବାର ସମୟ ଆସି ଯାଇଛି |

ସିଂହ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ ଅଟେ,କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ | ଆପଣ ଯାହାଙ୍କୁ ଭଲ ପାନ୍ତି, ଆଜି ତାଙ୍କ ସହିତ ସହିତ ଭୁଲ ବୁଝାମଣା ଦୂର ହୋଇ ପାରେ | ଆପଣଙ୍କୁ ନିଜ ଆଡୁ ସବୁଠୁ ଭଲ ବ୍ୟବହାର କରିବା ଦରକାର,ନଚେତ ଆପଣଙ୍କ ପ୍ରିୟାର ମନ ବହୁତ ଅନିଶ୍ଚିତ ରହିବ |

କନ୍ୟା ରାଶି
ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଯଦପି ଆପଣଙ୍କ ଆର୍ଥିକ ସ୍ତିଥିରେ ସୁଧାର ଆସିବ, ତଥାପି ପଇସା ଅବିରତ ପାଣି ପରି ବୋହି ଯିବ ଓ ଆପଣଙ୍କ ଯୋଜନାରେ ବାଧା ସ୍ତୃଷ୍ଟି କରି ପାରିବେ |

ତୁଳା ରାଶି
ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ | ଏହି ପରି ବିଚାର ଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଏହା ସମୟକୁ ନଷ୍ଟ କରେ ଓ ଅପାଙ୍କ କ୍ଷମମାତାକୁ କମ କରେ | ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ | ଆଜି ଆପଣଙ୍କୁ ଧନପ୍ରାପ୍ତି ହେଲେ ମଧ୍ୟ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ | ପାରିବାରିକ ଦାଇତ୍ୱ ଭାର ବଢ଼ିବ, ଯାହା ମାନସିକ ଯନ୍ତ୍ରଣା ଅନୁଭବ କରି ପାରନ୍ତି |

ବିଛା ରାଶି
ବେଶୀ କୋଲେଷ୍ଟ୍ରୋଲ ଥିବା ଖାଦ୍ୟ ପଦାର୍ଥକୁ ବର୍ଜନ କରନ୍ତୁ | ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି|

ଧନୁ ରାଶି
ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ,ନଚେତ ନେବା ଜାଗାରେ ଦେବାକୁ ପଡ଼ି ପାରେ | ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ନିଜର ପ୍ରିୟ ସହିତ ବୁଲା-ବୁଲିରେ ଯିବା ବେଳେ ଜୀବନକୁ ପୁରା ସମାପନ ସହିତ ବଞ୍ଚନ୍ତୁ |

ମକର ରାଶି
ବାହାରର ଓ ଖୋଲା ଖାଦ୍ୟ ଖାଇବା ବେଳେ ବିଶେଷ ରୂପରେ ନିଜକୁ ରାଗଠୁ ରକ୍ଷା କରନ୍ତୁ | ବିନା କୌଣସି କାରଣରୁ ଚାପ ନିଅନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ମାନସିକ କଷ୍ଟ ଦେଇ ପାରେ | ଯେଉଁ ବ୍ୟପାରୀ ମାନଙ୍କର ଅନ୍ତଃରାଷ୍ଟ୍ରୀୟ ବ୍ୟାପାର ଅଛି ସେମାନେ ବିଶେଷତଃ ବେଶୀ ସଂଯମତାର ସହିତ ଆଜି ଖର୍ଚ୍ଚ କରିବା ଉଚିତ କାରଣ ଆଜି ଧନ ହାନିର ସମ୍ଭାବନା ବହୁତ ଅଛି |

କୁମ୍ଭ ରାଶି
ସ୍ୱାସ୍ଥୟଠୁଁ ଜଡ଼ିତ ସଂଶୟ ଆପଣଙ୍କ ପାଇଁ ଅସୁବିଧାର କାରଣ ବନି ପାରେ | ଆପଣଙ୍କ ଚେଷ୍ଟା ଓ ପରିଶ୍ରମକୁ ଲୋକ ମାନେ ଗୁରୁତ୍ୱ ଦେବେ ଓ ତାହା ଯୋଗୁଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମଧ୍ୟ ମିଳି ପାରେ | ପାରମ୍ପରିକ ଅନୁଷ୍ଠାନ କିମ୍ବା କୌଣସି ପବିତ୍ର ଆୟୋଜନ ଘରେ କରା ଯିବା କଥା | ଆଜି ଆପଣ ଆପଣଙ୍କ ସର୍ବପ୍ରିୟ ସାଙ୍ଗକୁ ମନେ ପକେଇବେ ଓ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବେ |

ମୀନ ରାଶି
ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ଘର ଲୋକଙ୍କ ସହିତ ସମୟ ବିତାଇ ଖୁସି ଅନୁଭବ କରିବେ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | ସମୟ ଚକ୍ର ବହୁତ ଗତିଶୀଳ |

About odisha news

Check Also

ଆଜିର ରାଶିଫଳ 05 December 2022 ସୋମବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ସାଙ୍ଗ କିମ୍ବା ସହକର୍ମ୍ମର ସ୍ୱାର୍ଥ ବ୍ୟବହାର ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରି ପାରେ | ଉଦାସ …

Leave a Reply

Your email address will not be published.