Breaking News

ଭିଡିଓ ଦେଖନ୍ତୁ – ପ-ର-କି-ୟା ପ୍ରୀତିରେ ଫେରାର ହୋଇଗଲା ମା, ରାଜଧାନୀରେ ଖୋଜୁଛି କୁ-ନି ପୁଅ, ଛୁଆଟିର ଦୁଃଖ ଦେଖିଲେ ଆଖିରୁ ଲୁହ ବାହାରିଯିବ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡିଆ ରେ ଅନେକ ଭିଡିଓ ଦେଖିଥିବେ ଯେ ଯେଉଁଥିରେ ମାଆ ମାନେ ନିଜ ଛୁଆ ମାନ ଙ୍କୁ ଅ-ମା[ନୁ-ଷି-କ ଭାବେ ମା-ଡ ମାରୁଥିବାର ଦୃଶ୍ୟ ଦେଖିବାକୁ ପାଇଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଜଣେ ମା, ପ-ର-କୀ-ୟା ପ୍ରୀତି ରେ ପାଗଳ ହୋଇ ନିଜ ଜୀବନ ସାଥି ଓ  ପୁଅ କୁ ଛାଡି ଅନ୍ୟ ଜଣେ ପୋଲିସ ସହ ପଳାଇଛି ।

ତେବେ ସ୍ଵାମୀ କୁ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ରାଜଧାନୀ ରେ ଲୁଛିକି ଅଛନ୍ତି , ତେବେ ସେଥିପାଇଁ କୁନି ପୁଅ ଙ୍କୁ ସାଥିରେ ଧରି ବର୍ତ୍ତମାନ ସମୟ ରେ ରାଜଧାନୀ ରେ ନିଜ ସ୍ତ୍ରୀ ଙ୍କୁ ଖୋଜୁଛନ୍ତି । ତେବେ ସ୍ଵାମୀ ଙ୍କ ନାମ ହଉଛି ବିଶ୍ଵନାଥ ନାୟକ ଘର ଢେଙ୍କାନାଳ ହିନ୍ଦୋଳ ରୋଡ ଓ କାର୍ଯ୍ୟ କହିଲେ ଡ୍ରାଇଭର , ତେବେ ନିଜ 7 ବର୍ଷ ପିଲା ଓ ସ୍ତ୍ରୀ ସହ ପୁରୀ ରହୁଥିଲେ । ତେବେ ଅଗଷ୍ଟ 12 ତାରିଖ ରେ ବାପଘର ଯିବା କୁ କହି ଯାଇଥିଲେ ଆଉ ଫେରି ନଥିଲେ ।

ତେବେ ସବୁଠୁ ବଡ କଥା ହେଲା ଯେ ବିଶ୍ଵନାଥ ନୂଆ ଗାଡି ପାଇଁ ରଖିଥିବା 5 ଲକ୍ଷ ଟଙ୍କା ଙ୍କୁ ନିଜ ସ୍ତ୍ରୀ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ପ-ର-କୀ-ୟା ପ୍ରୀତି ରେ ଏତେ ବୁଡିଯାଇଥିଲେ ଯେ ନିଜର ଜନ୍ମ କଲା ପୁଅ କୁ ଭୁଲି ଆଉ ଜଣକ ସହିତ ଫେରାର ହୋଇଯାଇଥିଲେ ଓ ଏହା ଏକ ଲଜ୍ୟାଜନକ ଖବର ଏହି ସମାଜ ପାଇଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *