Breaking News

ମାଳିକା କରିଲା ବଡ ଭବିଷ୍ୟବାଣୀ – ଇଂରେଜ ମାନେ ଚୋରି କରିଥିବା କୋଣାର୍କର ଚୁମ୍ବକ କୁ ଋଷିଆ ଭାରତକୁ ଫେରାଇବ

ଦର୍ଶକ ବନ୍ଧୁ ଆପଣ ମାନେ ସଦା ସର୍ବଦା ଆମର ଏହି ପେଜ ମାଧ୍ୟମ ରେ ମାଳିକା ବିଷୟ ରେ ଜାଣିବାକୁ ପାଉଥିବେ ଓ ଆଜି ମଧ୍ୟ ମାଳିକା ବିଷୟ ରେ ଜାଣିବା ଯେ ମହାପୁରୁଷ ଅରକ୍ଷିତ ଦାସ ଙ୍କ ରଚିତ ମହଗୁପ୍ତ ପଦ୍ମକଳ୍ପ ମାଳିକା ର ପଞ୍ଚମ ଅଧ୍ୟାୟ ବିଷୟ ରେ ଆଜି ଆମେ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅରକ୍ଷିତ ଦାସ ଙ୍କ ସମାଧି ପୀଠ ରହିଛି ଓଳାଶୁଣୀ ପର୍ବତ ରେ ।


ତେବେ ବନ୍ଧୁଗଣ ଏହି ମାଳିକା ରେ ରୁଷ ଦେଶ ସମ୍ପର୍କ ରେ ଲେଖା ହୋଇଛି , ହଁ ବନ୍ଧୁ ରୁଷିଆ ରେ ଯବଗନ୍ନାଥ ଙ୍କ ସହ ସମ୍ପର୍କ ଅଛି ମାନେ ରୁଷିଆ ହେଉଛି ଜଗନ୍ନାଥ ଙ୍କ ଭକ୍ତ । ତେବେ ରୁଷିଆ ଭାରତ ସହ ମିଶି ଇଂଲଣ୍ଡ ରୁ ମୟୂର ସିଂହାସନ ଆଣି ଭାରତ କୁ ଦେବ । ଖାଲି ସେତିକି ନୁହେଁ ବନ୍ଧୁଗଣ ବଡ ଦେଉଳ ରେ 22 ମହଣ ଚୁମ୍ବକ କୁ ଇଂରେଜ ମାନେ ତାଙ୍କ ଶାସନ ସମୟ ରେ ବ୍ରିଟିଶ ମାନେ ଏହି ଚୁମ୍ବକ କୁ ବିଲାତ ରେ ରଖିଛନ୍ତି ।

ତେବେ ରୁଷ ମଧ୍ୟ ଏହି ଚୁମ୍ବକ କୁ ଫେରାଇ ଆଣି ଓଡିଶା ରେ ପହଞ୍ଚିବ ଓ ଏହି କଥା ମହାପୁରୁଷ ତାଙ୍କ ମାଳିକା ରେ ଉଲ୍ଲେଖ କରିଛନ୍ତି । ଆହୁରି ଉଲ୍ଲେଖ ଅଛି ଯେ ରୁଷ ମହାପ୍ରଭୁ ଙ୍କ ଛେରାପହରା କରିବ । ତେବେ ବନ୍ଧୁଗଣ ଏହି କଥା ଟି ମାଳିକା ରେ ବର୍ଣ୍ଣିତ ଅଛି ଓ ବିଷୟ ଟି ହଉଛି ମହାଗୁପ୍ତ ପଦ୍ମକଳ୍ପ ମାଳିକା ପଞ୍ଚମ ଅଧ୍ୟାୟ ରେ ବର୍ଣ୍ଣିତ ଅଛି ଓ ଏହାକୁ ଲେଖିଛନ୍ତି ମହାପୁରୁଷ ଅରକ୍ଷିତ ଦାସ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ବର୍ଣ୍ଣିତ କାପ୍ତା ମଠ, ଆଗ କୁକଳ୍କୀଲୀଳା ସମୟରେ ଏହି ମଠର ମହିମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ମାଳିକା ରେ ବର୍ଣ୍ଣିତ ଥିବା କାପ୍ତା ମଠ ବିଷୟ ରେ ଜାଣିବା , …

Leave a Reply

Your email address will not be published. Required fields are marked *