Breaking News

ଓଡିଆ ସିରିଏଲ ଅଭିନେତ୍ରୀ ଛନ୍ଦିତା ପାଢୀ (Chhandita Padhi) ଙ୍କ Life Style, ଘର, କାର ଓ Family

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଓଡିଆ ଧାରାବାହିକ ର ଜଣା ଶୁଣା ଅଭିନେତ୍ରୀ ଛନ୍ଦିତା ପାଢୀ ଙ୍କୁ ଜାଣିଥିବେ । ତାହେଲେ ଛନ୍ଦିତା ତାରା ତାରିଣୀ ଧାରାବାହିକ ରେ ମୋହନା ଚରିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ତାହେଲେ ଆଜି ଆମେ ଜାଣିବା ଯେ ମୋହନା ଙ୍କ ପରିବାର ଓ ତାଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ତାରା ତାରିଣୀ ରେ ମୋହନା ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ କିନ୍ତୁ ଏହି ଧାରାବାହିକ ଟି ବନ୍ଦ ହବା ପରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । କିନ୍ତୁ ଆଗାମୀ ଦିନ ମାନ ଙ୍କ ଭିତରେ ସିଦ୍ଧାର୍ଥ ଟିଭି ରେ ତାଙ୍କର ଏକ ନୂଆ ଧାରାବାହିକ ପ୍ରସାରିତ ହବା କୁ ଯାଉଛି ଓ ଏହି ଧାରାବାହିକ ଟି ର ନାମ ହଉଛି ମଙ୍ଗୁଳା କନ୍ୟା । ଏହି ଧାରାବାହିକ ରେ ଆପଣ ମାନେ ମୋହନା ଙ୍କୁ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବାର ନଜର ଆସିବେ ।

ତାହେଲେ ମୋହନା ବର୍ତ୍ତମାନ ସମୟ ରେ ଭୁବନେଶ୍ବର ରେ ରହୁଛନ୍ତି ଓ ତାଙ୍କର ପ୍ରକୃତ ଘର ହଉଛି କେନ୍ଦ୍ରାପଡ଼ା କିନ୍ତୁ ସେ ତାଙ୍କ ପରିବାର ସହିତ ଭୁବନେଶ୍ବର ରେ ରହୁଛନ୍ତି । ତେବେ ତାଙ୍କ ବାପା ହେଉଛନ୍ତି ସ୍କୁଲ ଶିକ୍ଷକ ଓ ମା ହେଉଛନ୍ତି ଗୃହୁଣୀ ଅଟନ୍ତି , ତେବେ ଛନ୍ଦିତା ଭାଇ ଭଉଣୀ 4 ଜଣ ଓ ଛନ୍ଦିତା ଦ୍ଵିତୀୟ ସ୍ଥାନ ରେ ଅଛନ୍ତି , ତେବେ ସବୁଠାରୁ ବଡ କଥା ହେଲା ଯେ ତାଙ୍କ ବଡ ଭଉଣୀ ଓ ସାନ ଭଉଣୀ ବିବାହ କରି ସାରିଛନ୍ତି । ସାନ ଭାଇ ଜବ କରୁଛନ୍ତି ।


ଛନ୍ଦିତା ଚନ୍ଦନ କୁ ଭଲ ପାଉଥିଲେ ଓ 6 ବର୍ଷ ପର୍ଯ୍ୟନ୍ତ ରିଲେସନ ରେ ରହିବା ପରେ ଅଲଗା ହୋଇଯାଇଥିଲେ ବୋଲି ଲୋକମାନେ ଚର୍ଚା କରନ୍ତି କିନ୍ତୁ ସେମାନେ ତାଙ୍କ ରିଲେସନକୁ ନେଇ କେବେ ପ୍ରକାଶ କରି ନଥିଲେ  ଓ ଚନ୍ଦନ ମାହି ଙ୍କୁ ବିବାହ କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଛନ୍ଦିତା ଙ୍କ ଏକ ପ୍ଲାଟ ଭୁବନେଶ୍ବର ରେ ରହିଛି ଓ ସେହିଠାରେ ସେ ରହୁଛନ୍ତି ଓ ତାଙ୍କର ଦୁଇ ଟି କାର ମଧ୍ୟ ଅଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *