Breaking News

Papu Pom Pom ପପୁ ଙ୍କୁ ଚ୍ୟାଲେଞ୍ଜ କରି କହିଲେ ଏହି ଯାତ୍ରା ଅଭିନେତା – ପପୁ ଭାଇ ଙ୍କ ଟେଲେଣ୍ଟ ଠୁ ବି ମୋ ଟେଲେଣ୍ଟ କିଛି କମ ନୁହେଁ, ମୁଁ ବି ଦିନେ ପପୁ ଭାଇଙ୍କ ପରି ହେବି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ପପୁ ପମପମ କୁ ଜାଣିଥିବେ , ତାହେଲେ ଆଜି ଆମେ ଆଉ ଜଣେ ପପୁ ଙ୍କ ଭଳି ହାସ୍ୟ ଅଭିନେତା ଜଣକ ବିଷୟ ରେ ଜାଣିବା , ହଁ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରି ରେ ପପୁ ରାଜ କରୁଥିବା ସମୟ ରେ ଆଉ ଜଣେ ପପୁ ଓଡିଆ ଯାତ୍ରା ଜଗତ ରେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ଏହି ହାସ୍ୟ ଅଭିନେତା ଜଣକ ହଉଛନ୍ତି ଦିଲ୍ଲୀପ କୁମାର ଦାସ ,

ତେବେ ବନ୍ଧୁଗଣ ଆପଣ ଏହି ହାସ୍ୟ ଅଭିନେତା ଜଣକ ରାଜଧାନୀ ଅପେରା ରେ ସେ ରାଜଧାନୀ ଝିଅ ରାଜ ନନ୍ଦିନୀ ,ଭୁଲ କରିଛି ତୋରି ପାଇଁ ,ସୁଖ ପର ଏଠି ଦୁଃଖ ନିଜର ନାଟକ ରେ ଜବରଦସ୍ତ ଅଭିନୟ କରିବା ପରେ ପରବର୍ତ୍ତୀ ସମୟ ରେ ସ୍ଵପ୍ନ ମହଲ ରେ ଆସି ଅଭିନୟ କରିଥିଲେ । ତେବେ ସ୍ଵପ୍ନ ମହଲ ରେ ଅଭିନୟ କରିଥିବା ନାଟକ ହେଉଛି ସ୍ଵପ୍ନ ମହଲ ର ସ୍ଵପ୍ନା ,ବିଉଟିଫୁଲ ଝିଅ,ମୋନାଲିସା ର ମିଠା ହସ ଭଳି ଅନେକ ନାଟକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।


ତାହେଲେ ବନ୍ଧୁଗଣ ଦିଲ୍ଲୀପ ଓଡିଶାର କମେଡି କିଂ ପପୁ ପମ ପମ କହିବା ର କାରଣ ହେଉଛି ଯେ ଦିଲ୍ଲୀପି ଚାହୁଞ୍ଛନ୍ତି ଯେ ପପୁ ଙ୍କ ଭଳି ହବା ପାଇଁ , ହଁ ବନ୍ଧୁ ସେ ଏହି କଥା ଟି ଏକ ସାକ୍ଷାତ କାର ରେ ଆସି କହିଥିଲେ । ତେବେ ସେ ଆହୁରି କହିଛନ୍ତି ଯେ ପପୁ ଙ୍କ ସହିତ ସେ ପ୍ରଥମେ ଏକ ରିଆଲିଟି ସୋ ରେ ଅଭିନୟ କରୁଥିଲେ ଓ ଯାହାର ନାମ ଥିଲା ଯାହା କହିବି ସତ କହିବି ରେ । ତେବେ ସେ ବର୍ତ୍ତମାନ ସମୟ ରେ ପପୁ ଙ୍କ ଭଳି ଜବରଦସ୍ତ ଅଭିନୟ କରୁଛନ୍ତି ଓ ପପୁ ଙ୍କ ପାଖ ରେ ଥିବା ଟ୍ୟାଲେନ୍ଟ ମଧ୍ୟ ତାଙ୍କ ପାଖ ରେ ଅଛି ବୋଲି ସେ କହିଛନ୍ତି ଓ ଶେଷ କୁ କହିଥିଲେ ବଡ ବଡ ଅଭିନେତା ଙ୍କ ଷପୋର୍ଟ ପାଇଁ ସେ ଆଜି ଏତେ ଉପରକୁ ଉଠି ପାରିଛନ୍ତି ॥ ଏହା ସହ ଆହୁରି ମଧ୍ୟ କହିଛନ୍ତି ସେ ପପୁ ବି ତାଙ୍କୁ ଅନେକ ସାହାର୍ଯ୍ୟ କରିଛନ୍ତି ଓ ସେଥି ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *