Breaking News

ରାଜ୍ୟରେ ଲଗାଣ ବର୍ଷା ରେକର୍ଡ ଭାଙ୍ଗିଲା, ଫୁଣି ଆଉ ୧୭ ରେ ଆସୁଛି ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲାକୁ ହାଇଆଲର୍ଟ ଜାରି କରିଲା ପାଣିପାଗ ବିଭାଗ

ଦର୍ଶକ ବନ୍ଧୁ ଗତକାଲି ହୋଇଥିବା ବର୍ଷା ବହୁ ବର୍ଷ ର ରେକର୍ଡ ଭାଙ୍ଗିଛି , ହଁ ବନ୍ଧୁ ପୁରୀ ରେ 87 ବର୍ଷ ର ରେକର୍ଡ ଭାଙ୍ଗିଛି ଚଳିତ ବର୍ଷ ର ଲଘୁଚାପ ବର୍ଷା 341 ମିମି ବର୍ଷା ହୋଇଛି । ସେହିପରି ଭୁବନେଶ୍ବର ରେ 195 ମିମି ବର୍ଷା ହୋଇ 63 ବର୍ଷ ର ରେକର୍ଡ ଭାଙ୍ଗିଛି , ପାରାଦ୍ଵୀପ ରେ 219 ମିମି ବର୍ଷା ହୋଇଛି । ତେବେ ପୁରୀ ଜିଲ୍ଲା ରେ 5 ଟି ସ୍ଥାନ ରେ 300 ମିମି ରୁ ଅଧିକ ବର୍ଷା ହୋଇଛି ।

ତେବେ ଆଜି ରାଜ୍ୟ ରେ ଆଭ୍ଯନ୍ତରୀଣ ଓଡିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି , ସମ୍ବଲପୁର,ଦେବଗଡ ,ଅନୁଗୁଳ,ସୋନପୁର,ବରଗଡ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଓ ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ନାଲିଆ ଚେତାବନୀ ଦିଆଯାଇଛି । ଠିକ ସେହିପରି ଝାରସୁଗଡ଼ା,ସୁନ୍ଦରଗଡ,ବୌଦ୍ଧ,କେନ୍ଧୁଝର ,ଢେଙ୍କାନାଳ ଓ କଟକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଓ ଏଥି ପାଇଁ ଏହି ସମସ୍ତ ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଛି ।

ତେବେ ଠିକ ସେହିଭଳି ନୂଆପଡା,କଳାହାଣ୍ଡି,କନ୍ଧମାଳ,ନୟାଗଡ,ଖୋର୍ଦ୍ଧା ,କେନ୍ଦ୍ରପଡା,ଜଗତସିଂପୁର ବାଲେଶ୍ଵର ,ଭଦ୍ରକ ,ଯାଜପୁର,ଓ ମୟୂରଭଞ୍ଜ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ । ତେବେ ବନ୍ଧୁଗଣ 17 ତାରିଖ ରେ ଏକ ଘୂର୍ଣ୍ଣୀବଳୟ ବଙ୍ଗୋପସାଗର ରେ ସୃଷ୍ଟି ହବ ଓ ଏହା ଉତ୍ତର ଓ ପଶ୍ଚିମ ବାଟେ ଗତି କରି 18 ତାରିଖ ରେ ଉତ୍ତର ଓଡିଶା ଉପକୂଳ ନିକଟ ରେ ପହଞ୍ଚିବ ଓ 17 ରୁ ପୁଣି ଥରେ ରାଜ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *