ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏମିତି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଅଭିନୟ କରୁ କରୁ ଉଭୟ ଉଭୟ କୁ ଭଲ ପାଇ ବସନ୍ତି ଓ ପରବର୍ତ୍ତୀ ସମୟ ରେ ବିବାହ କରିଥାଆନ୍ତି । କିନ୍ତୁ କେତେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ବିବାହ ପରେ କିଛି ବିବାଦ ଯୋଗୁ ଅଲଗା ଅଲଗା ହୋଇ ଯାଇଥାନ୍ତି କିନ୍ତୁ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ତାଙ୍କ ଜୀବନ ରେ ବେଶ ଖୁସି ଥାଆନ୍ତି ।
ତାହେଲେ ବନ୍ଧୁଗଣ ଆଜି ଆମେ ସେହିଭଳି ଏକ ଯୋଡି ବିଷୟ ରେ ଜାଣିବା ଯିଏ କି ବିବାହ ପରେ ବେଶ ଖୁଶି ଥିବା ର ନଜର ଆସିଛନ୍ତି , ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଧାରାବାହିକ ଜଗତ ର ଜଣା ଶୁଣା ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଳିନୀ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ପରେ ବର୍ତମାନ ବେଶ ଖୁସିଥିବାର ନଜର ଆସିଛନ୍ତି , ହଁ ବନ୍ଧୁ ଏହିଦୁଇ ଯୋଡି ଦର୍ଶକ ମାନ ଙ୍କ ପାଇଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କିଛି ନା କିଛି ଫଟୋ ହଉବା ଭିଡିଓ ପୋଷ୍ଟ କରିଥାଆନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଓଡିଶା ଛାଡି ହାଇଦ୍ରାବାଦ ରେ ରହୁଛନ୍ତି ଓ ସେଠାରେ ରହି ମଧ୍ୟ ସେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ବନ୍ଧୁଗଣ ଏହି ଦୁଇ ଯୋଡି କେବେ ଓଡିଶା କୁ ଆସିବେ ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ । ତେବେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ହାଇଦ୍ରାବାଦ ରେ ଥିଲେ ମଧ୍ୟ ନିଜ ପ୍ରଶଂସକ ପାଇଁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ବହୁ ଗୁଡିଏ ଫଟୋ ବା ଭିଡିଓ ପୋଷ୍ଟ କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ