Breaking News

ବହାଘରପରେ ପ୍ରଥମଥର ହନିମୁନ ପାଇଁ ହାଇଦ୍ରାବାଦ ଗଲେ ଅରବିନ୍ଦ ଓ ଜାଙ୍କଲିନ (Janklin) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏମିତି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଅଭିନୟ କରୁ କରୁ ଉଭୟ ଉଭୟ କୁ ଭଲ ପାଇ ବସନ୍ତି ଓ ପରବର୍ତ୍ତୀ ସମୟ ରେ ବିବାହ କରିଥାଆନ୍ତି । କିନ୍ତୁ କେତେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ବିବାହ ପରେ କିଛି ବିବାଦ ଯୋଗୁ ଅଲଗା ଅଲଗା ହୋଇ ଯାଇଥାନ୍ତି କିନ୍ତୁ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ତାଙ୍କ ଜୀବନ ରେ ବେଶ ଖୁସି ଥାଆନ୍ତି ।


ତାହେଲେ ବନ୍ଧୁଗଣ ଆଜି ଆମେ ସେହିଭଳି ଏକ ଯୋଡି ବିଷୟ ରେ ଜାଣିବା ଯିଏ କି ବିବାହ ପରେ ବେଶ ଖୁଶି ଥିବା ର ନଜର ଆସିଛନ୍ତି , ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଧାରାବାହିକ ଜଗତ ର ଜଣା ଶୁଣା ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଳିନୀ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ପରେ ବର୍ତମାନ ବେଶ ଖୁସିଥିବାର ନଜର ଆସିଛନ୍ତି , ହଁ ବନ୍ଧୁ ଏହିଦୁଇ ଯୋଡି ଦର୍ଶକ ମାନ ଙ୍କ ପାଇଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କିଛି ନା କିଛି ଫଟୋ ହଉବା ଭିଡିଓ ପୋଷ୍ଟ କରିଥାଆନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଓଡିଶା ଛାଡି ହାଇଦ୍ରାବାଦ ରେ ରହୁଛନ୍ତି ଓ ସେଠାରେ ରହି ମଧ୍ୟ ସେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ବନ୍ଧୁଗଣ ଏହି ଦୁଇ ଯୋଡି କେବେ ଓଡିଶା କୁ ଆସିବେ ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ । ତେବେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ହାଇଦ୍ରାବାଦ ରେ ଥିଲେ ମଧ୍ୟ ନିଜ ପ୍ରଶଂସକ ପାଇଁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ବହୁ ଗୁଡିଏ ଫଟୋ ବା ଭିଡିଓ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.