ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ରିଲ ଲାଇଫ ରେ କାର୍ଯ୍ୟ କରୁଥିବା ସମୟ ରେ ହୁଅନ୍ତୁ ବା ରିଅଲ ଲାଇଫ ରେ କିଛି ବ୍ୟକ୍ତିଗତ ଜିବନ କୁ ନେଇ ହେଉନା କାହିଁକି କିଛି ନା କିଛି କାର୍ଯ୍ୟ ପାଇଁ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଏକ ଭିଡିଓ ବେସ ଭାଇରାଲ ହବା ରେ ଲାଗିଛି , ତାହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟ ରେ ,
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଅର୍ଚ୍ଚିତା ଙ୍କୁ ଜାଣିଥିବେ , ତେବେ ସେ ବହୁ କମ ବୟସ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି । ଆପଣ ମାନେ ତାଙ୍କୁ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତେବେ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକପ୍ରିୟ ଓ ଘରେ ଘରେ ପରିଚିତ । ତେବେ ଅର୍ଚ୍ଚିତା ସବ୍ୟସଚି ଙ୍କ ସହିତ ଅନେକ ଗୁଡିଏ ଚଳଚିତ୍ର ଅଭିନୟ କରିଛନ୍ତି । ତେବେ ଏହି ଦୁଇ ଯୋଡି ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ସୁପର ହିଟ କରାଇଥିଲେ ଓ ଦର୍ଶକ ମାନେ ମଧ୍ୟ ଏହି ଦୁଇଜୋଡି ଙ୍କୁ ବେସ ପସନ୍ଦ କରିଥିଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଗତ କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଅର୍ଚ୍ଚିତା ନିଜ ଶାଶୁଘର ର ସମସ୍ତ କାର୍ଯ୍ୟ କରିବା ସହିତ ସ୍ଵାମୀ ସବ୍ୟସଚି ଙ୍କୁ ସାମାଜିକ କାର୍ଯ୍ୟ ସାହାର୍ଯ୍ୟ କରୁଥିଲେ । ତେବେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ଅର୍ଚ୍ଚିତା ଙ୍କ ଶାଶୁଘରେ ଗତ ଦୁଇଦିନ ତଳେ ଷଷ୍ଠୀ ପୂଜା ପାଳନ ହୋଇଛି ଓ ଏହି ଷଷ୍ଠୀ ପୂଜା ରେ ଅର୍ଚ୍ଚିତା ଙ୍କୁ ତାଙ୍କ ଶାଶୁ ଝାଡି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ତାଙ୍କ ଝାଡିବା ବା ପରେ କାନ ରେ କିଛି କହୁଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ