Breaking News

ତରଙ୍ଗ ଚ୍ୟାନେଲର ସବୁ ହିରୋଇନ ମାନଙ୍କ ଖରାପ ଗୁଣ, ଜାଣିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ସେମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ଆଜି ଆମର ଏହି ପେଜ ରେ ଏହି ଅଭିନେତ୍ରୀ ମାନ ଙ୍କ ଖରାପ ଗୁଣ ବିଷୟ ରେ ଜାଣିବା ଯାହା ଆପଣ ମାନେ ଆଗରୁ ଜାଣି ନଥିବେ କି ଶୁଣି ନଥିବେ , ତାହେଲେ ଆସନ୍ତୁ ଜାଣିବା ।

ଐଶ୍ଵରିୟା – ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ଝିଅ ଆମର ନୂଆ ରେ ଜବରଦସ୍ତ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖୁଥିବେ , ତେବେ ଏହି ଅଭିନେତ୍ରୀ ଜଣକ ଖରାପ ଗୁଣ ହେଉଛି ସେ ସବୁବେଳେ ଡେରି ଉଠନ୍ତି ଓ ଅଳସୁଆ ।

 

ଇତି- ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ସିନ୍ଦୁର ଅଧିକାର ରେ ନିଶ୍ଚୟ ଦେଖୁଥିବେ । ତେବେ ଏହି ଅଭିନେତ୍ରୀ ଙ୍କ ଖରାପ ଗୁଣ ହେଉଛି ସେ ହଠାତ ଅନ୍ୟ ଉପରେ ରାଗି ଯାଇଥାନ୍ତି ।


ତାରା – ତେବେ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ତାରିଣୀ ଆଖିରେ ତାରା ଧାରାବାହିକ ରେ ନିଶ୍ଚୟ ଦେଖୁଥିବେ । ତେବେ ଏହି ଅଭିନେତ୍ରୀ ଭଲ ଗୁଣ ଯେ ସେ ସଦା ସର୍ବଦା ବହୁତ ଗପିଥାନ୍ତି ଓ ଯାହାଫଳ ରେ କି ପାଖ ରେ ଥିବା ବ୍ୟକ୍ତି ବହୁତ ରାଗିଯାଇଥାଏ ।


ମଙ୍ଗଳା- ତେବେ ମଙ୍ଗଳା ଚରଣ ଧାରାବାହିକ ରେ ଅଭିନୟ କରୁଥିବା ମଙ୍ଗଳା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ଶାନ୍ତସରଳ ଭଳି ଦେଖା ଯାଉଥିଲେ ମଧ୍ୟ ସେ ହଠାତ ସମସ୍ତ ଙ୍କ ଉପରେ ରାଗି ଯାଇଥାନ୍ତି ।


ତାରିଣୀ – ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ତାରିଣୀ ଆଖିରେ ତାରା ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଜବରଦସ୍ତ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖୁଥିବେ , ତେବେ ଏହି ଅଭିନେତ୍ରୀ କୌଣସି ହରପ ଗୁଣ ଏପର୍ଯ୍ଯନ୍ତ ଜଣା ପଡି ନହିଁ ।


ଶ୍ରଦ୍ଧା – ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ କୁଆଁରୀ ବୋହୁ ରେ ଅଭିନୟ କରୁଥିବାର ନିଶ୍ଚୟ ଦେଖୁଥିବେ ,ତେବେ ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫ ଖରାପ ଗୁଣ ଜଣା ପଡି ନାହିଁ ।


ରୁଦ୍ରୀ – ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫ ରେ ବହୁତ ଅଳସୁଆ ଅଟନ୍ତି ଓ ଖାଲି ଶୋଇବା ପାଇଁ ଇଚ୍ଛୁକ ଥାଆନ୍ତି ।


ପୂଜା – ତେବେ ଏହି ଅଭିନେତ୍ରୀ ଜଣକ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ରେ ବହୁତ ଅଲଗା , ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ବହୁ ସ୍ପିଡ ରେ କଥା ହୋଇଥାନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *