Breaking News

ବିବାହ ପରେ ଓଡିଶା ଛାଡି ବିଦେଶ ରହୁଥିବା ଓଡିଆ ହିରୋଇନ ମାନେ ଜାଣନ୍ତୁ କିଏ କେଉଁ ଦେଶରେ ରହୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି, ତେବେ ଏହି ଲୋକ ପ୍ରିୟ ଅଭିନେତ୍ରୀ ନିଜ ଜବରଦସ୍ତ ଅଭିନୟ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବର୍ତ୍ତମାନ ସମୟ ରେ ପ୍ରାୟ ଅଭିନେତ୍ରୀ ବିବାହ କରି ଅଭିନୟ ଜାରି ରଖିଛନ୍ତି କିନ୍ତୁ ପ୍ରାୟ ଅଧିକ ଅଭିନେତ୍ରୀ ଯେଉଁମାନେ କି ବିବାହ ପରେ ଓଡିଆ ଇଣ୍ଡଷ୍ଟ୍ରି ଦୂରେଇ ଯାଇଛନ୍ତି ନିଜ ସ୍ଵାମୀ ଙ୍କ ସହିତ ଓଡିଶା ରେ , ଓଡିଶା ବାହାରେ ଅଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଏମିତି କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ବିବାହ ପରେ ନିଜ ସ୍ଵାମୀ ଙ୍କ ସହିତ ବିଦେଶ ରେ ରହୁଛନ୍ତି , ତାହେଲେ ଆସନ୍ତୁ ଜାଣିବା ।

ଈପ୍ସିତା ମହାନ୍ତି – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ବହୁ ପୁରୁଣା ଧାରାବାହିକ ତୁଲସୀ ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ପରବର୍ତ୍ତୀ ସମୟ ରେ ସେ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ଥିଲେ । ତେବେ ବର୍ତ୍ତମାନ ସମୟ ରେ ନିଜ ସ୍ଵାମୀ ରୋହିତ ଙ୍କ ସହିତ ଦୁବାଇ ରହୁଛନ୍ତି ଓ ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛି ।


ସୁନିତା ଗରବଡୁ – ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ବର୍ତ୍ତମାନ ସମୟ ରେ ସେ ବିବାହ କରି ନିଜ ସ୍ଵାମ ଙ୍କ ସହିତ ନେଦରଲ୍ୟାଣ୍ଡ ରେ ରହୁଛନ୍ତି ।


ଯଜ୍ଞସେନୀ ଜେନା – ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଲୋକ ପ୍ରିୟ ଧାରାବାହିକ ତୋ ପାଇଁ ମୁଁ ରେ ଜୟା ଭୂମିକା ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ , ତେବେ ବର୍ତ୍ତମାନ ସମୟ ରେ ସେ ତାଙ୍କ ସ୍ଵାମୀ ଙ୍କ ସହ ଦୁବାଇ ରେ ରହୁଛନ୍ତି ।


ଜାଙ୍କଲିନ – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ଙ୍କୁ ଜାଣିଥିବେ ସେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ସମୟ ରେ ନିଜ ସ୍ଵାମୀ ଙ୍କ ସହିତ ଜାଙ୍କଲିନ ହାଇଦ୍ରାବାଦ ରେ ରହୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *