Breaking News

ଭିଡିଓ ଦେଖନ୍ତୁ – ଶୈଳେନ୍ଦ୍ର (Shailendra) ନିଜେ ଖୁଲାସା କରି କହିଲେ ତାଙ୍କ True Love କିଏ? ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ କମ ଅଭିନେତା ଅଛନ୍ତି ଯେଉଁମାନେ ପ୍ରଥମେ ଛୋଟ ପରଦା ରୁ ଅଭିନୟ ଆରମ୍ଭ କରି ଆଜି ବଡ ପରଦା ରେ କାମ କରି ବେସ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କିଛି ଲୋକପ୍ରିୟ ଅଭିନେତା ପ୍ରଥମେ ଆଲବମ ଜଗତ ରେ ଅଭିନୟ ଆରମ୍ଭ କରି ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଛନ୍ତି , କିନ୍ତୁ ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ଏ କହିବା କୁ ଯାଉଛୁ ଯାହାଙ୍କ ବୟସ ବହୁତ କମ ଅଟେ ଓ ସେ ପ୍ରଥମେ ତାଙ୍କର ଏକ ୟୁ ଟ୍ଯୂବ ଚ୍ଯାନେଲ ଖୋଲି ସେଥିରେ ତାଙ୍କ ଜବରଦସ୍ତ ନାଚ ଦେଖାଇ ବେସ ଲୋକପ୍ରିୟ ହୋଇପାରିଥିଲେ ଓ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ।


ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆଲବମ ର ସୁପର ଷ୍ଟାର ଶୈଳେନ୍ଦ୍ର ଙ୍କ ଯିଏ କି ବହୁ କମ ବୟସ ରୁ ଲୋକ ପ୍ରିୟ ଅଭିନେତା ହବା ସହିତ ଘରେ ଘରେ ପରିଚିତ , ସେ ବହୁ ଗୁଡିଏ ଆଲବମ ରେ ଜବରଦସ୍ତ ନାଚ ସହିତ ସେ ଓଡିଆ ଚଳଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିଛନ୍ତି ଓ ବହୁ ଗୁଡିଏ ରିଆଲିଟି ସୋ ରେ ମଧ୍ୟ ଜଜ ଭାବେ ନଜର ଆସିଥିଲେ ।


ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ଏକ ଇଣ୍ଟରଭ୍ୟୁ କୁ ଆସିଥିଲେ ଓ ତାଙ୍କୁକୁ ସେଠାରେ ପଚରା ଯାଇଥିଲେ ତାଙ୍କ ପ୍ରଥମ ପ୍ରେମ ବିଷୟ ରେ ଓ ତେବେ ଏହାର ଉତ୍ତର ରେ ସେ ପ୍ରତିକ୍ରିୟା ରଖିଥିଲେ ଯେ ସେ ପ୍ରଥମେ ନବମ ଶ୍ରେଣୀ ରେ ପଢୁଥିବା ସମୟ ରେ ତାଙ୍କ ଠାରୁ 1 ବର୍ଷ କମ ଥିବା ଝିଅ ସହିତ ହୋଇଥିଲା । ଆହୁରି ଶୈଳେନ୍ଦ୍ର ଙ୍କୁ ପଚାରି ଯାଇଥିଲା ଯେ କାହା ହୃଦୟ କେବେ ଭାଙ୍ଗିଚ ଓ ଏହାର ଉତ୍ତର ରେ ସେ ଦୁଃଖ ର ସହିତ କହିଥିଲେ ହଁ ସେମିତି ଗୋଟିଏ ଭୁଲ ହୋଇଯାଇଛି ବୋଲି କହିଥିଲେ ସେହି ଇଣ୍ଟରଭ୍ୟୁ ରେ । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ତାଙ୍କର କିଛି ଏକ୍ସ ମାନଙ୍କ ସହ ତାଙ୍କର ଆଜି ବି ଭଲ ସମ୍ପର୍କ ରହିଛି । ଏହା ସହ ତାଙ୍କର କିଛି ଅଭୂଲା ସ୍ମୃତିକୁ ସେ ବଖାଣି ଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *