Breaking News

ଆଜି ଆହୁରି ବର୍ଷା ୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ସତର୍କ କରାଇଲା ପ୍ରଶାସନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଘନୀଭୂତ ହେଉଛି ଲଘୁଚାପ ଓ ଯାହାର ପ୍ରଭାବ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ତେବେ ବର୍ତ୍ତମାନ ସମୟ ରେ 17 ଜିଲ୍ଲା କୁ ନାଳିଆ ଚେତାବନୀ ଦେଇଛି ପାଣିପାଗ ବିଭାଗ । ତେବେ ବନ୍ଧୁଗଣ ବଂଗୋପସାଗର ରେ ଲଘୁଚାପ ପ୍ରଭାବ ଯୋଗୁ ସାରା ରାଜ୍ୟ ରେ 14 ତାରିଖ ଯାଏ ବର୍ଷା ହବା ର ସମ୍ଭାବନା ରହିଛି ।

ତେବେ ମତ୍ସଜୀବୀ ମାନ ଙ୍କୁ ସେପ୍ଟେମ୍ବର 12 ରୁ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତର କୁ ନଯିବା ପାଇଁ ମନା କରାଯାଇଛି ଓ ଗଭୀର ଆଞ୍ଚଲ ରେ ଥିବା ଲୋକ ମାନ ଙ୍କୁ ଆଜି ରାତି ସୁଦ୍ଧା ଉପକୂଳ କୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ବନ୍ଧୁଗ ଏହି ଲଘୁଚାପ ଫଳ ରେ ଘଣ୍ଟା ପ୍ରତି 45 ରୁ 55 କିଲୋମିଟର ରେ ପବନ ବୋହିବା ର ସମ୍ଭାବନା ଥିବା ନେଇ ସତର୍କ କରାଇଛି ଆଇଏମଡ଼ି , ତେବେ ନାଲିଆ ଚେତାବନୀ କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି ପୁରୀ,ଖୋର୍ଦ୍ଧା,କଟକ,ଜଗତସିଂପୁର,କେନ୍ଦ୍ରପଡା,ଢେଙ୍କାନାଳ,ଭଦ୍ରକ ଏବଂ ଯାଜପୁର ଜିଲ୍ଲା ତେବେ ଏହି ସମସ୍ତ ଜିଲ୍ଲା ରେ ଗୋଟିଏ ବା ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ।

ଠିକ ସେହିପରି ଅନୁଗୁଳ,ଦେବଗଡ,କେନ୍ଦୁଝର,ଝାରସୁଗଡ,ସମ୍ବଲପୁର,ସୁନ୍ଦରଗଡ,ବଲାଙ୍ଗିର,ବରଗଡ ଓସୋନପୁର ଜିଲ୍ଲା ରେ ଗୋତୋଏ ବା ଦୁଇ ଟି ସ୍ଥାନ ରେ ଅତି ପ୍ରବଳ ବର୍ଷା ହବା ସମ୍ଭାବନା ରହିଛି ଓ ସେଥିପାଇଁ ଏହି ଜିଲା ଗୁଡିକୁ ଅରେଞ୍ଜ ଚେତାବନୀ ଦିଆଯାଇଛି । ତେବେ ତଳିଆ ଅଞ୍ଚଳ ରେ ଚାଷ ବିଲ ର ଜଳମଗ୍ନ ହୋଇବ ଓ ମାଟି ରାସ୍ତା କ୍ଷତି ଗ୍ରସ୍ତ ହେବ ବୋଲି ସମ୍ଭାବନା ରହିଛି ,କଳାହାଣ୍ଡି,କନ୍ଧମାଳ,ବୌଦ୍ଧ,ନୂଆପଡା,କଟକ,ଯାଜପୁର ଢେଙ୍କାନାଳ, ମୟୂରଭଞ୍ଜ ଭଦ୍ରକ,ବାଲେଶ୍ଵର ଓ କେନ୍ଦ୍ରପଡା ଜିଲ୍ଲା କୁ ହଳଦିଆ ଚେତାବନୀ ଜାରି ରହିଛି । ତାହେଲେ ବନ୍ଧୁଗଣ ଆସନ୍ତା ସେପ୍ଟେମ୍ବର 18 ତାରିଖ ରେ ଆରମ୍ଭ ହବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *