ଦର୍ଶକ ବନ୍ଧୁ ଆମେ ପ୍ରତ୍ଯେକ ଦିନ ସୋସିଆଲ ମିଡିଆ ରୁ ଅନେକ କିଛି ଦେଖିବାକୁ ମିଳିଥାଏ ଓ ତେବେ ଆମେ ଦେଖିଥିବା ପ୍ରତ୍ଯେକ ଟି ଭିଡିଓ ସତ ବୋଲି ଆମେ କହି ପାରିବ ନହିଁ କାରଣ ଏହି ଭିଡିଓ ମଧ୍ୟ ରୁ ପ୍ରାୟ ଅଧିକ ଭିଡିଓ ମିଛ ହୋଇଥାଏ ଓ ଏହି ମିଛ ପାଇଁ ଏହା ବହୁ ପରିମାଣ ରେ ଭାଇରାଲ ହୋଇଥାଏ ଠିକ ସେହିଭଳି ଆଉ କିଛି ଭିଡିଓ ଅଛି ଯାହା କି ସତ ଅଟେ କିନ୍ତୁ ଏହି ସତ ପଛ ରେ ଥିବା ରହସ୍ୟ କୁ ସେ ଜଣାଇ ନଥାନ୍ତି ।
ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସବ୍ୟସଚି ମିଶ୍ର ତାଙ୍କ ମା ଙ୍କ ଠାରୁ ଛାଟ ରେ ମା-ଡ ଖାଇଛନ୍ତି , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଓ ଏହି ଖବର ଟି ମଧ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଳ ହବା ରେ ଲାଗିଛି , ତେବେ ବନ୍ଧୁଗଣ ଆଜି ଆମର ଏହି ପେଜ ରେ ଆମେ ଆପଣ ଙ୍କୁ କହିବୁ ମାଡ ଖାଇବାର ରହସ୍ୟ ବିଷୟ ରେ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ଷଷ୍ଠୀ ପୂଜା ସାରି ଯାଇଛି ଓ ଏହି ପୂଜା ରେ ସମସ୍ତେ ଘର ର ସଦସ୍ୟ ମାନ ଙ୍କୁ ଝଡା ଯାଇଥାଏ ଠିକ ସେହିଭଳି ସବ୍ୟସଚି ତାଙ୍କ ମଧ୍ୟ ତାଙ୍କୁ ଝାଡି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ବନ୍ଧୁଗଣ ଏହି ଭିଡିଓ ଓ କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋସ୍ଟ କରି ଥିଲେ ଓ କହିଥିଲେ ଯେ ଓଡିଆ ର ପର୍ବ ପର୍ବାଣି ନିଆରା ଅଟେ ଓ ଏହି ପର୍ବ ଏହିଭଳି ଜୀବିତ ରହିଥିବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ