Breaking News

ମା ଙ୍କ ଠାରୁ ମା-ଡ ଖାଇଲେ ଓଡିଆ ହିରୋ ସବ୍ୟସଚୀ (Sabyasachi) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମେ ପ୍ରତ୍ଯେକ ଦିନ ସୋସିଆଲ ମିଡିଆ ରୁ ଅନେକ କିଛି ଦେଖିବାକୁ ମିଳିଥାଏ ଓ ତେବେ ଆମେ ଦେଖିଥିବା ପ୍ରତ୍ଯେକ ଟି ଭିଡିଓ ସତ ବୋଲି ଆମେ କହି ପାରିବ ନହିଁ କାରଣ ଏହି ଭିଡିଓ ମଧ୍ୟ ରୁ ପ୍ରାୟ ଅଧିକ ଭିଡିଓ ମିଛ ହୋଇଥାଏ ଓ ଏହି ମିଛ ପାଇଁ ଏହା ବହୁ ପରିମାଣ ରେ ଭାଇରାଲ ହୋଇଥାଏ ଠିକ ସେହିଭଳି ଆଉ କିଛି ଭିଡିଓ ଅଛି ଯାହା କି ସତ ଅଟେ କିନ୍ତୁ ଏହି ସତ ପଛ ରେ ଥିବା ରହସ୍ୟ କୁ ସେ ଜଣାଇ ନଥାନ୍ତି ।

ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସବ୍ୟସଚି ମିଶ୍ର ତାଙ୍କ ମା ଙ୍କ ଠାରୁ ଛାଟ ରେ ମା-ଡ ଖାଇଛନ୍ତି , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଓ ଏହି ଖବର ଟି ମଧ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଳ ହବା ରେ ଲାଗିଛି , ତେବେ ବନ୍ଧୁଗଣ ଆଜି ଆମର ଏହି ପେଜ ରେ ଆମେ ଆପଣ ଙ୍କୁ କହିବୁ ମାଡ ଖାଇବାର ରହସ୍ୟ ବିଷୟ ରେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ଷଷ୍ଠୀ ପୂଜା ସାରି ଯାଇଛି ଓ ଏହି ପୂଜା ରେ ସମସ୍ତେ ଘର ର ସଦସ୍ୟ ମାନ ଙ୍କୁ ଝଡା ଯାଇଥାଏ ଠିକ ସେହିଭଳି ସବ୍ୟସଚି ତାଙ୍କ ମଧ୍ୟ ତାଙ୍କୁ ଝାଡି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ବନ୍ଧୁଗଣ ଏହି ଭିଡିଓ ଓ କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋସ୍ଟ କରି ଥିଲେ ଓ କହିଥିଲେ ଯେ ଓଡିଆ ର ପର୍ବ ପର୍ବାଣି ନିଆରା ଅଟେ ଓ ଏହି ପର୍ବ ଏହିଭଳି ଜୀବିତ ରହିଥିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.