Breaking News

ଶାଶୁ ଘରେ କେମିତି ଅଛନ୍ତି ଅର୍ଚ୍ଚିତା (Archita)! ହଠାତ ଏମିତି କ’ଣ ଘଟିଲା… ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚିତା ସାହୁ ଙ୍କ ବିଷୟ ରେ ଜାଣିବା ଯେ ବର୍ତ୍ତମାନ ସମୟ ରେ ଅର୍ଚିତା ତାଙ୍କ ସାସୁ ଘରେ କେମିତି ଅଛନ୍ତି , ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଚୁଲବୁଲି ନାୟିକା ହେଉଛନ୍ତି ଅର୍ଚିତା । ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ରେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଅର୍ଚିତା ସାହୁ ସବ୍ୟସଚି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁ ଘରେ ବେଶ ଖୁସି ରେ ଅଛନ୍ତି । ହଁ ବନ୍ଧୁ ଏହି ଲୋକ ପ୍ରିୟ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବିବାହ କରିଥିଲେ । ବିବାହ ପରେ ଏହି ଦୁଇ ଯୋଡି ସାମାଜିକ କାମ ରେ ବ୍ୟସ୍ତ ରହୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ସବ୍ୟସଚି ବହୁ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ତାଙ୍କ ସାହାର୍ଯ୍ୟ ଆଜି ତାକୁ ବେଶ ଲୋକ ପ୍ରିୟତା କରି ପାରିଛି ଓ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ହିରୋ ବା ହିରୋଇନ ହୋଇଛନ୍ତି ବା ଦେବଦୂତ କହିଲେ ମଧ୍ୟ କମ ହବ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଅର୍ଚିତା ଙ୍କ ବହୁ ଗୁଡିଏ ଫଟୋ ବେସ ଭାଇରାଲ ହବ ରେ ଲାଗିଛି । ତେବେ ଏହି ଫଟୋ ରେ ଅର୍ଚିତା ତାଙ୍କ ଶାଶୁ ଓ ନଣନ୍ଦ ସହିତ ନଜର ଆସିଛନ୍ତି ଓ ଏହି ଫଟୋ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଅର୍ଚିତା ତାଙ୍କ ଶାଶୁ ଘରେ ବେସ ଖୁସି ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *