ଦର୍ଶକ ବନ୍ଧୁଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚିତା ସାହୁ ଙ୍କ ବିଷୟ ରେ ଜାଣିବା ଯେ ବର୍ତ୍ତମାନ ସମୟ ରେ ଅର୍ଚିତା ତାଙ୍କ ସାସୁ ଘରେ କେମିତି ଅଛନ୍ତି , ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଚୁଲବୁଲି ନାୟିକା ହେଉଛନ୍ତି ଅର୍ଚିତା । ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ରେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଅର୍ଚିତା ସାହୁ ସବ୍ୟସଚି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁ ଘରେ ବେଶ ଖୁସି ରେ ଅଛନ୍ତି । ହଁ ବନ୍ଧୁ ଏହି ଲୋକ ପ୍ରିୟ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବିବାହ କରିଥିଲେ । ବିବାହ ପରେ ଏହି ଦୁଇ ଯୋଡି ସାମାଜିକ କାମ ରେ ବ୍ୟସ୍ତ ରହୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ସବ୍ୟସଚି ବହୁ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ତାଙ୍କ ସାହାର୍ଯ୍ୟ ଆଜି ତାକୁ ବେଶ ଲୋକ ପ୍ରିୟତା କରି ପାରିଛି ଓ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ହିରୋ ବା ହିରୋଇନ ହୋଇଛନ୍ତି ବା ଦେବଦୂତ କହିଲେ ମଧ୍ୟ କମ ହବ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଅର୍ଚିତା ଙ୍କ ବହୁ ଗୁଡିଏ ଫଟୋ ବେସ ଭାଇରାଲ ହବ ରେ ଲାଗିଛି । ତେବେ ଏହି ଫଟୋ ରେ ଅର୍ଚିତା ତାଙ୍କ ଶାଶୁ ଓ ନଣନ୍ଦ ସହିତ ନଜର ଆସିଛନ୍ତି ଓ ଏହି ଫଟୋ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଅର୍ଚିତା ତାଙ୍କ ଶାଶୁ ଘରେ ବେସ ଖୁସି ରେ ଅଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ