Breaking News

ଫୁଣି ଥରେ ଫେରୁଛନ୍ତି ଓଡିଶାର ଲୋକପ୍ରିୟ କଳକାର ଯୋଡି ତୁଲସୀ, ଚନ୍ଦନ ଓ ଲିସା, ଏକାଠି ଏହି ସିରିଏଲରେ ନଜର ଆସିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇଥାନ୍ତି ଓ ଯେତେବେଳେ ଏହି ଧାରାବାହିକ ଟି ସରିଯାଇ ଥାଏ ଏହି ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥାଏ , ଯାହାଫଳ ରେ ଦର୍ଶକ ମାନ ଙ୍କ ମନ ଦୁଃଖ ନିଶ୍ଚିନ୍ତ ହୋଇଥାଏ । ତାହେଲେ ଆଜି ଆମେ ଆପଣ ପାଇଁ ନେଇ ଆସିଛୁ ଏକ ଖୁସି ଖବର , ତାହେଲେ ଆସନ୍ତୁ ଜାଣିବା ଏହି ଖୁସି ଖବର ଟି କଣ ରହିଛି

ତାହେଲେ ବନ୍ଧୁଗଣ ଆପଣ ମାନେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ତୋ ଅଗଣା ର ତୁଲସୀ ମୁଁ , ତେବେ ଏହି ଧାରାବାହିକ ରେ ଆପଣ ମାନେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରଥମେ ନଜର ଆସୁଥିବା ତୁଲସୀ ଯାହାଙ୍କ ନାମ ଅଛି ସ୍ବେତାଳୀନ ଭଟାଚର୍ଯ୍ଯ ଓ ମୁଖ୍ୟ ଅଭିନେତା ଚନ୍ଦନ ,ଏବଂ ଏହି ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ଛନ୍ଦିତା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ସେମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ଏହି ଧାରାବାହିକ ଟି ବନ୍ଦ ହବା ପରେ ସେମାନ ଙ୍କ ବହୁ ପ୍ରଶଂସକ ମାନେ ଚାହୁଁଥିଲେ ଯେ ସେମାନ ଙ୍କୁ ଏକାଠି ପୁଣି ଆଉ ଏକ ଧାରାବାହିକ ରେ ଦେଖିବାକୁ ।

ତେବେ ବର୍ତ୍ତମାନ ସମୟ ରେ ଏହି 3 ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ସେପ୍ଟେମ୍ବର 27 ତାରିଖ ରେ ଏକ ଧାରାବାହିକ ପ୍ରସାରିତ ହବା କୁ ଯାଉଛି ଓ ଏହି ଧାରାବାହିକ ର ନାମ ରହିଛି ମଙ୍ଗୁଳା କନ୍ୟା । ତେବେ ଏହି ଧାରାବାହିକ ଟି ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହବା କୁ ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *