Breaking News

ଅସୀମା ପଣ୍ଡା (Aseema Panda) ଙ୍କ ସହ ଗୀତ ଗାଉଥିବା ଏହି ଛୋଟ ଝିଅ ପୁରା ଅସୀମାଙ୍କ ପରି ଦେଖାଯାଉଛି, ଝିଅଟି ର ପରିଚୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମର ଏହି ପେଜ ରେ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ କଣ୍ଠଶିଳ୍ପୀ ଗାୟିକା ଙ୍କ ବିଷୟ ରେ ଜାଣିବା , ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି କିନ୍ତୁ ଆଜି ଆମେ ଯେଉଁ ଲୋକ ପ୍ରିୟ ଗାୟିକା ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ଗାୟିକା ଙ୍କ ସୁ ମଧୁର କଣ୍ଠ ରୁ ଜବରଦସ୍ତ ଗୀତ ଶୁଣିବା ପାଇଁ ଦର୍ଶକ ମାନେ ବେସ ଇଚ୍ଛୁକ ଥାଆନ୍ତି ।

ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ହଉଛନ୍ତି ଅସୀମା ପଣ୍ଡା , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଗାୟିକା ଜାଣିଥିବେ ସେ ବହୁଗୁଡିଏ ଭଜନ ରେ ଗୀତ ଗାଇବା ସହ ଆଲବମ ଓ ଚଳଚିତ୍ର ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ସ୍ରୋତା ମାନେ ବା ତାଙ୍କ ପ୍ରଶଂସକ ମାନେ ତାଙ୍କ ସୁ ମଧୁr କଣ୍ଠ ରୁ ଜବରଦସ୍ତ ଗୀତ ଶୁଣିବା ପାଇଁ ବେସ ଇଛୁକ ଥାଆନ୍ତି ।

ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଅସୀମା ପଣ୍ଡା ଙ୍କ ବହୁ ଗୁଡିଏ ଫଟୋ ଓ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି , ତେବେ ଏହି ଫଟୋ ଓ ଭିଡିଓ ରେ ଅସୀମା ପଣ୍ଡା ଙ୍କ ସହ ଆଉ ଜଣେ ଛୋଟ ଝିଅ ନଜର ଆସିଛନ୍ତି ଓ ଅସୀମା ଙ୍କ ସହ ଗୀତ ମଧ୍ୟ ଗାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହାକୁ ଦେଖି ବହୁ ଦର୍ଶକ ଭାବୁଛନ୍ତି ଯେ ଅସୀମା ଙ୍କ ଝିଅ ବୋଲି କିନ୍ତୁ ସତ କଥା ହେଲା ଯେ ଏହି କୁନି ଝିଅ ଜଣକ ହଉଛନ୍ତି ଅସୀମା ପଣ୍ଡା ଙ୍କ ସମ୍ପର୍କୀୟ , ତେବେ ଅସୀମା ପଣ୍ଡା ଙ୍କର କୌଣସି ପୁଅ ଓ ଝିଅ ନାହାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *