Breaking News

ହେ ଭଗବାନ! କି ଯୁଗ ହେଲା- ଭାଣେଜୀ ର ଗୋଟିଏ ଜିଦ ସେ ମାମୁଁଙ୍କୁ ବାହା ହେବି, ଏହା ପଛର କାରଣ ଜାଣିଲେ ପାଦ ତଳୁ ମାଟି ଖସିଯିବ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ପ୍ରେମ କାହାଣୀ ଶୁଣିଥିବେ କିନ୍ତୁ ଆଜି ଆମେ ଯେଉଁ ପ୍ରେମ କାହାଣୀ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଛି ମାମୁଁ ଓ ଭାଣେଜୀ ଙ୍କ ପ୍ରେ-ମ କାହାଣୀ । ହଁ ବନ୍ଧୁ ଭାଣେଜୀ ଗୋଟିଏ ଜିଦ ସେ ମା-ମୁଁ କୁ ବିବାହ କରିବ ଓ ଏହି କଥା ଟି ପରିବାର ଲୋକ ମାନେ ଜାଣିବା ପରେ ତାଙ୍କୁ ବୁଝାଇଥିଲେ ମଧ୍ୟ ତାର ସେହି ଜିଦ ଟି ରହିଛି ସେ ମାମୁଁ ଙ୍କୁ ବିବାହ କରିବ । ତେବେ ଆସନ୍ତୁ ଏହି ଘଟଣା ଟି ପଛ ରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ପ୍ରେମ ପ୍ର-ତା-ର-ଣ ବିଷୟ ରେ ଶୁଣିଥିବେ , ତେବେ ସେହିଭଳି ପ୍ରେମ ପ୍ର-ତା-ର-ଣ ବିଷୟ ଭଳି ମାମୁଁ ଭାଣେଜୀ ଙ୍କ ସମ୍ପର୍କ । ହଁ ବନ୍ଧୁ ପ୍ରଥମେ ଭଲ ପାଇବା ନାଟକ କରି ଶା-ରୀ-ରି-କ ସମ୍ପର୍କ ରଖିଥିଲେ ଓ ପରେ ସମ୍ପର୍କୀୟ ଭାଣେଜୀ ଙ୍କୁ ବି-ବା-ହ ପ୍ରତିଶ୍ରୁତି ଦେଇ ବର୍ତ୍ତମାନ ସମୟ ରେ ଫେରାର ଅଛନ୍ତି । ହଁ ବନ୍ଧୁ ସେଥିପାଇଁ ବାଧ୍ୟ ହୋଇ ଭାଣେଜୀ ଥାନା ର ନିକଟସ୍ଥ ହୋଇଥିଲେ ଓ ଅଭିଯୋଗ ଦବା ପରେ ବର୍ତ୍ତମାନ ପୋଲିସ ତାର ତଦନ୍ତ କରୁଛି ।


ତେବେ ବନ୍ଧୁଗଣ ଅଭିଯୋଗ ଟି ହଉଛି ଯାଜପୁର ଜିଲ୍ଲା ବିଞ୍ଛାରପୁର ଥାନା ଅନ୍ତର୍ଗତ ପଇରଖ ଗ୍ରାମ ରୁ , ହଁ ବନ୍ଧୁ ଏହି ଗ୍ରାମ ର ଜିତେନ୍ଦ୍ର ପ୍ରଧାନ । ତେବେ ଜିତେନ୍ଦ୍ର ପ୍ରଧାନ ତାଙ୍କ ସମ୍ପର୍କୀୟ ଭାଣେଜୀ ଙ୍କୁ ଦୀର୍ଘ 7 ବର୍ଷ ହେଲା ବିବାହ ର ପ୍ରତିଶ୍ରୁତି ଦେଇ ଶା-ରୀ-ରି-କ ସମ୍ପର୍କ ରଖିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ମାନେ ଆଉ ଜଣେ ଯୁବତୀ ଙ୍କୁ ବିବାହ କରିବା କୁ ଯାଉଛନ୍ତି ଓ ଏହି କଥା ଟି ଜାଣିବା ପରେ ସେ ବାଧ୍ୟ ହୋଇ ଜିତେନ୍ଦ୍ର ଙ୍କ ନାମ ରେ ଅଭିଯୋଗ କରିଛନ୍ତି ଓ ପୋଲିସ ମଧ୍ୟ ତାର ତନାଘନା ଜାରି ରଖିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *