Breaking News

ମାଡି ଆସୁଛି ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି କରିଲା ପ୍ରଶାସନ, ପବନର ବେଗ ୨୦୦ କିମି

ଉତ୍ତର ଫିଲଫାଇନ୍ସ ରେ ଲ୍ୟାଣ୍ଡ ଫଳ କରିଛି ସୁପର ଟାଇଫନ ଚାଣ୍ଠୁ ଓ ଏହି ଟାଇଫାନ ଟି ଲ୍ୟାଣ୍ଡଫଳ କରିବା ଦ୍ଵାରା ଦ୍ବୀପପୁଞ୍ଜ ରେ ଭୟଙ୍କର ପବନ ସହିତ ବର୍ଷା ହୋଇଛି । ତେବେ ଚାଣ୍ଠୁ ହଉଛି ଚଳିତ ବର୍ଷ ର ସବୁଠାରୁ ଶକ୍ତିଶାଳୀ ଝଡ ଓ ଏହା ଯେତେବେଳେ ଲ୍ୟାଣ୍ଡଫଳ କରିଥିଲା ସେତେବେଳେ ପବନ ର ବେଗ ଘଣ୍ଟାପ୍ରତି 200 କିଲୋ ମିଟର । ତେବେ ଏହି ଝଡ ଟି ଟାଇୱାନ ରେ ମୁହାଣିବ ର ସମ୍ଭାବନା ରହିଛି ।


ତେବେ ଫିଲଫାଇନ୍ସ ପାଣିପାଗ ବିଭାଗ ପିଏଜିଏସ ସୂଚନା ଅନୁସାରେ ସୁପର ଟାଇଫୁନ ଚାଣ୍ଠୁ ସ୍ଥାନୀୟ ଅଞ୍ଚଳ ସମୟ 8:30 ମିନିଟ ରେ ବାଟନେସ ଦ୍ଵିପ ରେ ଲ୍ୟାଣ୍ଡଫଳ କରିଥିଲା ଓ ଏହାର ପ୍ରଭାବ ରେ ବନ୍ୟା ସହିତ ଭୁସ୍କାଳନ ହବା ର ଆଶଙ୍କା ରହିଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହା ବର୍ତ୍ତମାନ ସମୟ ରେ ଫିଲଫାଇନିସ ରେ ଲ୍ୟାଣ୍ଡ କରି ସାରିଛି ଓ ଦ୍ଵିତୀୟ ରେ ଲ୍ୟାଣ୍ଡ ଫଳ କରିବ ତାଇୱାନ ରେ ।

ତେବେ ତାଇଵାନ ରେ ଲ୍ୟାଣ୍ଡଫଳ କଲେ ସେଠାରେ ମଧ୍ୟ ବହୁତ କିଛି ନଷ୍ଟ ହବ ଓ ଭୂସ୍କଳନ ହବା ର ସମ୍ଭାବନା ରହିଛି ଓ ପବନ ମଧ୍ୟ 200 କିଲୋ ମିଟର ରୁ ଅଧିକ ରହିବ , ତେବେ ଏହା ପରେ ସଙ୍ଘାଇ ସିଟି ରେ ତୃତୀୟ ଲ୍ୟାଣ୍ଡଫଳ କରିବ ଓ ସେଥିମଧ୍ୟ ତାର ତାଣ୍ଡବ ରଚିବ । ତେବେ ଏଥିପାଇଁ ପବନ ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବ ଓ ଏହାରି ଫଳ ରେ ଭୂ ଷ୍କଳନ ଓ ବନ୍ୟା ହବା ର ଆଶଙ୍କା ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ତାଲିବାନର ଏହି ସବୁ କୁ-କ-ର୍ମ ଦେଖନ୍ତୁ ଯାହାକୁ ଦେଖିଲେ ଆପଣ ବି ଡ-ରି ଯିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସମଗ୍ର ଆଫଗାନିସ୍ଥାନ ଙ୍କୁ କବଳିତ କରିଛି ତାଲିବାନ ଓ …

Leave a Reply

Your email address will not be published. Required fields are marked *