Breaking News

ବିଜେଡି କୁ ଲାଗିଲା ବଡ ଝଟକା, ଏବେ ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଆସିଲା ବହୁତ ବଡ ଖବର

ଦର୍ଶକ ବନ୍ଧୁ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜଣେ ବିଜେଡି ର ଲୋକ ପ୍ରିୟ ନେତା ଙ୍କ ବିଷୟ ରେ ଜାଣିବା , ଯିଏ ବର୍ତ୍ତମାନ ସମୟ ରେ ଅସୁସ୍ଥ ହୋଇଥିବାରୁ ବିଜେଡି ଦଳ ପାଇଁ ଏକ ଦୁଖ ର ଖବର , ତେବେ ଆସନ୍ତୁ ଜାଣିବା ଏହି ନେତା ଜଣକ କିଏ ଓ ସେ କାହିଁକି ଅସୁସ୍ଥ ହୋଇଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶ ରେ ଅନେକ ମନ୍ତ୍ରୀ ରହିଛନ୍ତି ଯେଉଁମାନେ କି ରାଜ୍ୟ ଚଳାଉଛନ୍ତି , ହଁ ବନ୍ଧୁ ରାଜ୍ୟ ଉନ୍ନତି କରିବା ପାଇଁ ସରକାର ବହୁ ମନ୍ତ୍ରୀ ଙ୍କୁ ନିଯୁକ୍ତି କରିଥାନ୍ତି ଓ ସମସ୍ତ ମନ୍ତ୍ରୀ ଙ୍କୁ ଗୋଟିଏ ଗୋଟିଏ ଦାୟିତ୍ଵ ନେଇଥାନ୍ତି ଓ ନିଜ କାର୍ଯ୍ୟ ରେ ବ୍ୟସ୍ତ ରୁହନ୍ତି । ତେବେ ଆପଣ ମାନେ ଜାଣିଥିବେ ଆମ ଓଡିଶା ରାଜ୍ୟ ରେ ବହୁ ମନ୍ତ୍ରୀ ଓ ବିଧାୟକ ଅଛନ୍ତି ଓ ସେମାନେ ତାଙ୍କ କାର୍ଯ୍ୟ ରେ ବ୍ୟସ୍ତ ରୁହନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସଂସାର ଯେଉଁଭଳି ଭାବେ ଭଲ ,ମନ୍ଦ ଓ ସୁବିଧା ଅସୁବିଧା ରହିଛି ଠିକ ସେହିଭଳି ଏହି ନେତା ମାନ ଙ୍କୁ ମଧ୍ୟ ରୁ ବହୁ ନେତା ଭଲ ଅଛନ୍ତି ଓ ବହୁ ଖରାପ ନେତା ଅଛନ୍ତି । ତେବେ ସେମାନେ ନିଜ କାର୍ଯ୍ୟ ପାଇଁ ଲୋକମାନ ଙ୍କ ପାଖ ରେ ପରିଚିତ ହୋଇଛନ୍ତି ।


ତେବେ ଆଜି ଆମେ ଲୋକ ପ୍ରିୟ ନେତା ବା ଭଲ ରାଜ ନେତା ପ୍ରତାପ ଜେନା ଙ୍କୁ ଆପଣ ମାନେ ଜାଣିଥିବେ , ତେବେ ପ୍ରତାପ ଜେନା 1966 ମସିହା ରେ ଜୁନ 3 ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ପ୍ରତତପ ଜେନା ବିଜେଡି ଦଳ ର ଜଣେ ଲୋକ ପ୍ରିୟ ନେତା ଭାବେ ବେସ ପରିଚିତ , ତେବେ ବିଧାନସଭା ରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବେ କାର୍ଯ୍ଯକରୁଛନ୍ତି । ତେବେ ସେ 2000,2004,2009,2014,ଓ 2019 ମସିହା ରେ ବିଧାନସଭା ନିର୍ବାଚନ ରେ ସେ କିଶନନଗର ଓ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ 11ଶ ,12ଶ ,13ଶ ,14ଶ ,15 ଶ ଓଡିଆ ବିଧାନ ସଭା କୁ ନିର୍ବାଚିତ ହୋଇଥିଲେ ।

ତେବେ ସେ ବହୁ ଗୁଡିଏ ଭଲ କାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ , ତେବେ ସୂଚନା ରାଜ୍ୟ ନଗର ଉନ୍ନୟନ,ପଞ୍ଚାଯିତରାଜ ଓ ଆଇନିମନ୍ତ୍ରି ଭାବେ କାର୍ଯ୍ୟରତ ଥିଲେ , ତେବେ ବର୍ତ୍ତମାନ ସମୟ ରେ ତାଙ୍କ ଛତି ରେ ଯନ୍ତ୍ରଣା ହବା ରୁ ସେ ଭୁବନେଶ୍ବର ର ଆପୋଲୋ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ ହସ୍ପିଟାଲ ରେ ପରୀକ୍ଷା ନିରୀକ୍ଷା କରିବା ପରେ ଜଣା ପଡିଥିଲା ଯେ ତାଙ୍କର ଛାତି ରେ 2 ଟି ବ୍ଲକେଜ ରହିଛି ଓ ଏହାର ଚିତସା କରା ଯାଇ 2 ଟି ଷ୍ଟେଣ୍ଟ ଲଗାଯାଇଛି ଓ ବର୍ତ୍ତମାନ ସମୟ ରେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *