Breaking News

ପ୍ରଥମ ଥର ପାଇଁ ସୋମାଲି (Somalin Parida) ହ-ଟ ଲୁକରେ ନଜର ଆସିଲେ, ଦେଖିଲେ ଆଖି ଝଲସି ଯିବ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେଉଁମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ସିଷ୍ଟର ଭାବେ ବେସ ପରିଚିତ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ଦିନ ରେ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସବୁଠୁ ବଡ କଥା ହେଲା ଯେ ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଦୁଇ ଭଉଣୀ ଅଟନ୍ତି । ତେବେ ଏହି ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ବା ଦୁଇ ଭଉଣୀ ହଉଛନ୍ତି ଜାଙ୍କଲିନ ଓ ସୋମଲିନ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଅଭିନେତ୍ରୀ ବା ଦୁଇ ଭଉଣୀ ବହୁତ ଲୋକପ୍ରିୟ ଅଟନ୍ତି , ହଁ ବନ୍ଧୁ ଗତ କିଛି ଦିନ ତଳେ ଜାଙ୍କଳିନୀ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ଭଲ ପାଇ ବିବାହ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଙ୍କ ବିବାହ ପରେ ଅରବିନ୍ଦ ଙ୍କ ସହ ହାଇଦ୍ରାବାଦ ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଦୁଇ ଭଉଣୀ ଏକ ରିଆଲିଟି ସୋ ରେ ଭାଗ ନେଇଥିଲେ ଓ ତେବେ ଏହି ରିଆଲିଟି ସୋ ରେ ଜାଙ୍କଳିନୀ ବିଜେତା ହୋଇଥିଲେ । ତେବେ ବିଜେତା ହବା ପରେ ଜାଙ୍କଳିନୀ ଓ ସୋମଳିନ ଏକ ଧାରାବାହିକ ରେ ଏକାଠି ହୋଇ ଅଭିନୟ କରିଥିଲେ ଓ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଳିନୀ ଙ୍କ ବହୁ ଗୁଡିଏ ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଫଟୋ ରେ ସୋମାଳିନୀ ପୁରା ହ-ଟ ଲୁକ ରେ ନଜର ଆସିଛନ୍ତି , ତେବେ ଆପଣ ମାନେ ଏହି ହ-ଟ ଲୁକ ର କିଛି ଫଟୋ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *