ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେଉଁମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ସିଷ୍ଟର ଭାବେ ବେସ ପରିଚିତ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ଦିନ ରେ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସବୁଠୁ ବଡ କଥା ହେଲା ଯେ ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଦୁଇ ଭଉଣୀ ଅଟନ୍ତି । ତେବେ ଏହି ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ବା ଦୁଇ ଭଉଣୀ ହଉଛନ୍ତି ଜାଙ୍କଲିନ ଓ ସୋମଲିନ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଅଭିନେତ୍ରୀ ବା ଦୁଇ ଭଉଣୀ ବହୁତ ଲୋକପ୍ରିୟ ଅଟନ୍ତି , ହଁ ବନ୍ଧୁ ଗତ କିଛି ଦିନ ତଳେ ଜାଙ୍କଳିନୀ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଙ୍କୁ ଭଲ ପାଇ ବିବାହ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଙ୍କ ବିବାହ ପରେ ଅରବିନ୍ଦ ଙ୍କ ସହ ହାଇଦ୍ରାବାଦ ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଦୁଇ ଭଉଣୀ ଏକ ରିଆଲିଟି ସୋ ରେ ଭାଗ ନେଇଥିଲେ ଓ ତେବେ ଏହି ରିଆଲିଟି ସୋ ରେ ଜାଙ୍କଳିନୀ ବିଜେତା ହୋଇଥିଲେ । ତେବେ ବିଜେତା ହବା ପରେ ଜାଙ୍କଳିନୀ ଓ ସୋମଳିନ ଏକ ଧାରାବାହିକ ରେ ଏକାଠି ହୋଇ ଅଭିନୟ କରିଥିଲେ ଓ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଥିଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋମାଳିନୀ ଙ୍କ ବହୁ ଗୁଡିଏ ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଫଟୋ ରେ ସୋମାଳିନୀ ପୁରା ହ-ଟ ଲୁକ ରେ ନଜର ଆସିଛନ୍ତି , ତେବେ ଆପଣ ମାନେ ଏହି ହ-ଟ ଲୁକ ର କିଛି ଫଟୋ ଦେଖି ପାରୁଥିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ