ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଖାଇ ରେ ଏକ ନୂଆ ଭେଟି ଆଣିଛନ୍ତି ସରକାର କୃଶକ ମାନ ଙ୍କ ପାଇଁ । ହଁ ବନ୍ଧୁ ଗତ କାଲି ନୂଆ ଖାଇ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ର 37 ଲକ୍ଷ 12 ହଜାର 914 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଙ୍କୁ କାଳିଆ ଯୋଜନା ରେ 742.58 କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ହଁ ବନ୍ଧୁ ସମସ୍ତ କୃଶକ ଆକାଉଣ୍ଟ କୁ 2000 ହଜାର ଜମା କରାଯାଇଛି ।
ହଁ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ମୁଖୁମନ୍ତ୍ରୀ ନିଜେ କହିଛନ୍ତି ଯେ ଚାଷୀ ମାନ ଙ୍କ ସମସ୍ଯା ହେଉଛି ଆମ ମାନ ଙ୍କ ସମସ୍ଯା ସେଥିପାଇଁ ଚାଷୀ ର ସମସ୍ଯା କୁ କେବେ ହେଲେ ଅଣଦେଖା କରାଯିବ ନହିଁ , ଖାଲି ସେତିକି ନୁହେଁ ସାର ଅଭାବ କୁ ଦୂର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ସହ ଯୋଗାଯୋଗ ରଖୁଛନ୍ତି । ତେବେ ବନ୍ଧୁଗଣ ସରକାର ସଦା ସର୍ବଦା ଚାଷୀ ମାନ ଙ୍କ ପାଖ ରେ ଅଛନ୍ତି ବୋଲି କହିଛନ୍ତି । ତେବେ ସରକାର କହିଛନ୍ତି ଯେ ଅଗଷ୍ଟ ମାସ ରେ ଭଲ ବର୍ଷା ନହୋଇଥିବାରୁ ସେପ୍ଟେମ୍ବର ମାସ ରେ ଭଲ ବର୍ଷା ହୋଇଛି ଓ ଆଗକୁ ମଧ୍ୟ ସ୍ଥିତି ରେ ଉନ୍ନତି ଆସିବ ବୋଲି କହିଛନ୍ତି ।
ତେବେ ବନ୍ଧୁଗଣ ଏହି ନୂଆ ଭେଟି ଦବା ପୂର୍ବ ରୁ ରାଜ୍ୟ ସରକାର ସମସ୍ତ କୃଶକ ମାନ ଙ୍କୁ ନୂଆ ଖାଇ ର ଶୁଭେଚ୍ଛା ଜଣାଇଥିଲେ ଓ କହିଥିଲେ ଯେ ନୂଆଖାଇ ହେଉଛି ମାଟି ପର୍ବ ଓ କୃଶକ ମାନେ ହଉଛନ୍ତି ଏହି ମାଟି ର ପୂଜାରୀ । ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଶକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଖୁସି ଅଛନ୍ତି ବୋଲି କହିଥିଲେ । ତାହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ଆମ ରାଜ୍ୟ ଭୂମିହିନ ଚାଷୀ ମାନ ଙ୍କୁ ସାହାର୍ଯ୍ୟ କରି ଏକ ନମ୍ବର ହୋଇ ପାରିଛି ଓ ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀ ଙ୍କୁ ମଧ୍ୟ ସହାୟ କରି ବେସ ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ଭାବେ ପରିଚିତ ହୋଇପାରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ