Breaking News

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା ପୀଡିତ ଙ୍କ ମୃ-ତ୍ୟୁ ହୋଇଛି , ହଁ ବନ୍ଧୁ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃ-ତ୍ୟୁ-ବ-ର-ଣ କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୁ-ଷ୍କୁ-ର୍ମ-କା-ରି ଦୁ-ଷ୍କ-ର୍ମ କରିବା ପରେ ତାଙ୍କ ସ-ମ୍ବେ-ଦ-ନ-ଶୀ-ଳ ଅ-ଙ୍ଗ ରେ ର-ଡ ପୁରାଇଥିଲେ । ତେବେ ଆସନ୍ତୁ ସଂପୂର୍ଣ୍ଣ ଖବର ଟି ଜାଣିବା ,

ତେବେ ବନ୍ଧୁଗଣ ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଭୋର ସାଢେ 3 ଟା ସମୟ ରେ ପୋଲିସ ସୂଚନା ମିଳିଥିଲା ଯେ ଖୈରାନୀ ରାସ୍ତା ରେ ଜଣେ ଯୁ-ବ-ତୀ ର-କ୍ତା-କ୍ତ ହବା ସହ ଅ-ଚେ-ତ ହୋଇ ପଡିଛି ବୋଲି , ତେବେ ଏହି ସୂଚନା ଟି ପାଇବା ପରେ ପୋଲିସ ଘଟଣାସ୍ଥଳେ ପହଞ୍ଚି ପୀ-ଡ଼ି-ତା ଙ୍କୁ ନେଇ ଏକ ମେଡିକାଲ ରେ ଭ-ର୍ତ୍ତି କରିଥିଲେ । ତେବେ ବନ୍ଧୁଗଣ ପୋଲିସ କୁ ଜଣେ ୱାଚମ୍ୟାନ ସୂଚନା ଦେଇଥିଲେ ଯେ ମୋହନ ଚୌହାନ ନାମକ ଜଣେ ବ୍ୟକ୍ତି ଯାହାଙ୍କ ବୟସ 45 ବର୍ଷ ହବ ତେବେ ଏହି ବ୍ୟକ୍ତି ଜଣକ ସେହି ପୀ-ଡି-ତା ଦୁ-ଷ୍କ-ର୍ମ କରି ମା-ଡ ମାରୁଥିବାର ଦେଖିଥିଲେ ।

ତେବେ ପୋଲିସ ସିସିଟିଭି ରୁ ଚେକ କରି ତାକୁ କୁର୍ଲା ଆଞ୍ଚଲ ରୁ ଗି-ର-ଫ କରିଛି , ତେବେ ଏହୁ ଦୁ-ଷ୍କ-ର୍ମ-କ-ରି ବ୍ୟକ୍ତି ଙ୍କ ଉପରେ ଆଇପିସି ଧାରା 376 ମାନେ ଦୁ-ଷ୍କ-ର୍ମ ଓ ହ-ତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରୁଥିବାରୁ ଧାରା 307 ରୁଜୁ କରି ତାର ତଦନ୍ତ କରୁଛି ପୋଲିସ ॥

About admin

Check Also

ତାଲିବାନର ଏହି ସବୁ କୁ-କ-ର୍ମ ଦେଖନ୍ତୁ ଯାହାକୁ ଦେଖିଲେ ଆପଣ ବି ଡ-ରି ଯିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସମଗ୍ର ଆଫଗାନିସ୍ଥାନ ଙ୍କୁ କବଳିତ କରିଛି ତାଲିବାନ ଓ …

Leave a Reply

Your email address will not be published. Required fields are marked *