ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା ପୀଡିତ ଙ୍କ ମୃ-ତ୍ୟୁ ହୋଇଛି , ହଁ ବନ୍ଧୁ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃ-ତ୍ୟୁ-ବ-ର-ଣ କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୁ-ଷ୍କୁ-ର୍ମ-କା-ରି ଦୁ-ଷ୍କ-ର୍ମ କରିବା ପରେ ତାଙ୍କ ସ-ମ୍ବେ-ଦ-ନ-ଶୀ-ଳ ଅ-ଙ୍ଗ ରେ ର-ଡ ପୁରାଇଥିଲେ । ତେବେ ଆସନ୍ତୁ ସଂପୂର୍ଣ୍ଣ ଖବର ଟି ଜାଣିବା ,
ତେବେ ବନ୍ଧୁଗଣ ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଭୋର ସାଢେ 3 ଟା ସମୟ ରେ ପୋଲିସ ସୂଚନା ମିଳିଥିଲା ଯେ ଖୈରାନୀ ରାସ୍ତା ରେ ଜଣେ ଯୁ-ବ-ତୀ ର-କ୍ତା-କ୍ତ ହବା ସହ ଅ-ଚେ-ତ ହୋଇ ପଡିଛି ବୋଲି , ତେବେ ଏହି ସୂଚନା ଟି ପାଇବା ପରେ ପୋଲିସ ଘଟଣାସ୍ଥଳେ ପହଞ୍ଚି ପୀ-ଡ଼ି-ତା ଙ୍କୁ ନେଇ ଏକ ମେଡିକାଲ ରେ ଭ-ର୍ତ୍ତି କରିଥିଲେ । ତେବେ ବନ୍ଧୁଗଣ ପୋଲିସ କୁ ଜଣେ ୱାଚମ୍ୟାନ ସୂଚନା ଦେଇଥିଲେ ଯେ ମୋହନ ଚୌହାନ ନାମକ ଜଣେ ବ୍ୟକ୍ତି ଯାହାଙ୍କ ବୟସ 45 ବର୍ଷ ହବ ତେବେ ଏହି ବ୍ୟକ୍ତି ଜଣକ ସେହି ପୀ-ଡି-ତା ଦୁ-ଷ୍କ-ର୍ମ କରି ମା-ଡ ମାରୁଥିବାର ଦେଖିଥିଲେ ।
ତେବେ ପୋଲିସ ସିସିଟିଭି ରୁ ଚେକ କରି ତାକୁ କୁର୍ଲା ଆଞ୍ଚଲ ରୁ ଗି-ର-ଫ କରିଛି , ତେବେ ଏହୁ ଦୁ-ଷ୍କ-ର୍ମ-କ-ରି ବ୍ୟକ୍ତି ଙ୍କ ଉପରେ ଆଇପିସି ଧାରା 376 ମାନେ ଦୁ-ଷ୍କ-ର୍ମ ଓ ହ-ତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରୁଥିବାରୁ ଧାରା 307 ରୁଜୁ କରି ତାର ତଦନ୍ତ କରୁଛି ପୋଲିସ ॥
Check Also
ପରିବାରର ବୋଝ ମୋତେ ଦେଇଗଲ, କେମିତି ଚଳେଇବି ପରିବାର, ମତେ ଏବେ କିଏ Hero କରିବ ଦେଖନ୍ତୁ ପୁରା ଭିଡ଼ିଓ
ନମସ୍କାର ବନ୍ଧୁଗଣ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ତାଙ୍କୁ କହୁଛି ବାପା …