Breaking News

ଦେଖନ୍ତୁ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ (Rachna Banerjee) କେମିତି ଗଣେଶ ପୂଜା ପାଳନ କରିଲେ

ଦର୍ଶକ ବନ୍ଧୁ ବଙ୍ଗୀୟ ସୁନ୍ଦରୀ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ରେବେ ଦିନ ଥିଲା ଯେବେ ଏହି ବଙ୍ଗୀୟ ଅଭିନେତ୍ରୀ ଜଣକ ଦିନେ ଓଡିଆ ଇଣ୍ଡଷ୍ଟ୍ରୀ ରେ ରାଜ କରୁଥିଲେ କିନ୍ତୁ କିଛି କାରଣ ରୁ ସେ ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରୀ ଛାଡି ଦେଇଛନ୍ତି , ତାହେଲେ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେ ସେ କିପରି ଗଣେଷ ଚତୁର୍ଥୀ କୁ ପାଳନ କରିଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଣ ଓଡିଆ ଅଭିନେତ୍ରୀ ଦିନେ ଓଡିଆ ଇଣ୍ଡଷ୍ଟ୍ରୀ ବହୁ ନାମ ଅର୍ଜନ କରିଥିଲେ , ସେ ପ୍ରଥମେ ଭାଇ ହବ ଭଗାରି ରେ ସିଦ୍ଧାନ୍ତ ଙ୍କ ବିପକ୍ଷ ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରିଥିଲେ । ତା ପରେ ସେ ବହୁସାରା ଫିଲ୍ମ ରେ ଅଭିନୟ କରିବା ପରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ୨୦୦୨ ମସିହା ପର୍ଯ୍ୟନ୍ତ ନମ୍ବର 1 ହିରୋଇନ ହୋଇପାରିଥିଲେ । ସିଦ୍ଧାନ୍ତ ଓ ରଚନା ଙ୍କ ଯୋଡି ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ ।


ତେବେ ରଚନା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ ଓ ପରବର୍ତ୍ତୀ ସମୟ ରେ କିଛି ବିବାଦ ଯୋଗୁ ପରସ୍ପର କୁ ଛାଡପତ୍ର ଦେଇଥିଲେ ଓ ଛାଡପତ୍ର ଦେବା ପରେ ରଚନା ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି କୁ ଛାଡି ନିଜ ରାଜ୍ୟ କୁ ଚାଲି ଯାଇଥିଲେ । ତେବେ ବର୍ତ୍ତମାନ ସମୟ ରେ ରଚନା ଶ୍ରୀ ଗଣେଷ ଠାକୁର ଙ୍କ ପୂଜା ବେସ ଧୁମଧାମ ରେ କରିଛନ୍ତି ଓ ପୂଜା କରୁଥିବା ସମୟ ର କିଛି ଭିଡିଓ ବା ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *