Breaking News

ମାଳିକା ଦେଲା ବଡ ପ୍ରମାଣ – ତୃତୀୟ ବିଶ୍ଵ ଯୁ-ଦ୍ଧ ହେବ ଏବଂ ଏହା ପରେ ଭାରତର ପ୍ରଧାନମନ୍ତ୍ରୀ ଅ ଅକ୍ଷର ରେ ହେବେ, ଜାଣନ୍ତୁ କିଏ ସେ ବ୍ୟକ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ମାଳିକା ରେ ଲେଖା ହେଇଥିବା ସମସ୍ତ ଘଟଣା , ଆଜି କାଲି ଦୁନିଆ ରେ ତାହା ଘଟିବା ରେ ଲାଗିଛି । ହଁ ବନ୍ଧୁ ଯାହା ଘଟଣା ଘଟି ଯାଉଛି ତାହା ମାଳିକା ରେ ଲେଖା ହୋଇଥିବା ସମସ୍ତ ଘଟଣା ସହିତ ବେଶ ମେଳକ ହଉଛି । ସେହିଭଳି ଘଟି ଯାଉଥିବା ସମସ୍ତ ଘଟଣା ବିଷୟ ରେ ଉଲ୍ଲେଖ ନହିଁ ସତ କିନ୍ତୁ ସେହି ଭଳି ଘଟଣା ର ଉଦାହରଣ ଲେଖା ହୋଇଛି ।

ଯେମିତି କି ଆମେ କହୁଛେ ଯେ କରୋନା ଭାଇରସ କିନ୍ତୁ ମାଳିକା ରେ କରୋନା ବିଷୟ ରେ ଲେଖା ହୋଇନି ସତ କିନ୍ତୁ ତାର ଉଦାହାରଣ ରେ ଲେଖା ହେଇଛି ମହାମାରୀ ଆସିବ ଘରେ ଘରେ ତାଟି , କବାଟ, ପଡିବ ଓ ଲୋକ ମାନେ ମୁହଁ ରେ ତୁଣ୍ଡି ବାନ୍ଧିବେ , ତାହେଲେ ଏହା କଣ କରୋନା ସହ ବେଶ ମେଳକ ହେଉଛି । ଖାଲି ସେତିକି ନୁହେଁ ଆହାରି ମଧ୍ୟ ସତ୍ୟ ହୋଇଛି ଯେ ପଥର ରେ ପଦ୍ମ ଫୁଟୁଛି,ତୁଲସୀ ଗଛ ରେ ମନ୍ଦାର ଫୁଲ ଫୁଟିବା ଭଳି ଅନେକ କିଛି ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ସମସ୍ତ ଦୃଶ୍ୟ ବିଷୟ ରେ ମାଳିକା ରେ ବର୍ଣ୍ଣିତ ଅଛି ।

ତେବେ ବନ୍ଧୁଗଣ ଆପଣ ମାନେ ପଞ୍ଚସଖା ଙ୍କ ବିଷୟ ରେ ଜାଣିଥିବେ , କିନ୍ତୁ ଆଜି ଆମେ ମହାପୁରୁଷ ଅଭିରାମ ପରମହଂସ ଙ୍କ ର କିଛି ଚେତାବନୀ କଥା ବିଷୟ ରେ ଜାଣିବା , ହଁ ବନ୍ଧୁ ଅଭିରାମ ପରମହଂସ ମାଳିକା ରେ ଭାରତ ର ସ୍ଥିତି ଆଗାମୀ ଦିନ ମାନ ଙ୍କ ଭିତରେ କେମିତି ରହିବ ତାହା ଉଲ୍ଲେଖ ଅଛି ,

ତେବେ ଅଭିରାମ ଙ୍କ ଏହି ମାଳିକା ରେ ବର୍ଣ୍ଣିତ ଅଛି ଯେ ଯେବେ ସବୁ ଦେଶ ମିଶି କି ଭାରତ ଉପରେ ଆକ୍ରମଣ କରିବେ ସେତେବେଳେ ତୃତୀୟ ବିଶ୍ଵ ଯୁ-ଦ୍ଧ ଆରମ୍ଭ ହବ କିନ୍ତୁ ଭାରତ ର କିଛି ବି କ୍ଷତି ହବ ନହିଁ କାରଣ ଭାରତ ହଉଛି ଭାରତ ହେଉଛି ତପସ୍ଵୀ ମାନ ଙ୍କ ର ଦେଶ ସେଥିପାଇଁ ବେସୀ କିଛି କ୍ଷତି ହବ ନହିଁ , ତେବେ ଆହୁରି ବର୍ଣ୍ଣିତ ଅଛି ଭାରତ ର ଆଗାମୀ ଦିନ ର ପ୍ରଧାନ ମନ୍ତ୍ରୀ ଙ୍କ ନାମ ଅ ଅକ୍ଷର ରୁ ଆରମ୍ଭ ହବ ।


ତେବେ ଆହୁରି ଉଲ୍ଲେଖ ଅଛି ଯେ ଦିନ ଆସିବ ପଶୁ ମାନେ ହସ ଖୁସି ରେ ବଞ୍ଚୁଥିବା ସମୟ ରେ ମଣିଷ ମାନେ ଭୟବିତ ହୋଇ ହୋଇ ବଞ୍ଚିବେ । ପୃଥିବୀ ରେ ଅରାଜକ ବଢିବା ରେ ଲାଗିବ ଓ ପ୍ରଶାସନ ମାନ ଙ୍କ ମୁଣ୍ଡ ମଧ୍ୟ ସେହି ସମୟ ରେ ଦିଗହର ହୋଇଯିବେ ଯେମିତି କି ଗତ କିଛି ଦିନ ତଳେ କରୋନା ପାଇଁ ସବୁ କିଛି ବନ୍ଦ ଥିଲା । ସବୁଠୁ ବଡ କଥା ହେଲା ଯେ ଆଗାମୀ ଦିନ ମାନ ଙ୍କ ଭିତରେ ଜଣେ ଶାସକ ଆସିବେ ଯାହା ଙ୍କ ନାମ ଅ ଅକ୍ଷର ରୁ ଆରମ୍ଭ ହବ । ତେବେ ଧାର୍ମିକ ମାନେ ମୁକ୍ତି ପାଇବେ ଓ ଅଧର୍ମୀ ମାନେ ସାସ୍ଥି ପାଇବେ ବୋଲି ଉଲ୍ଲେଖ ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ବର୍ଣ୍ଣିତ କାପ୍ତା ମଠ, ଆଗ କୁକଳ୍କୀଲୀଳା ସମୟରେ ଏହି ମଠର ମହିମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ମାଳିକା ରେ ବର୍ଣ୍ଣିତ ଥିବା କାପ୍ତା ମଠ ବିଷୟ ରେ ଜାଣିବା , …

Leave a Reply

Your email address will not be published. Required fields are marked *