Breaking News

ଶିଖର ଧାୱନ Shikhar Dhawan ସ୍ତ୍ରୀଙ୍କ ଠାରୁ ଅଲଗା ହେବା ପରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ Mithali Raj ଙ୍କୁ ବିବାହ କରିବେ!

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଭାରତୀୟ କ୍ରିକେଟ ଦଳର ଓପନର ଖେଲରି ଶିଖର ଧୱନ ଓ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀ ମଧ୍ୟ ରେ ଛାଡପତ୍ର ହୋଇ ଯାଇଛି , ତେବେ ଏହି ସୂଚନା ଟି ଆୟଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି । ଆୟଶା କହିଥିଲେ ଆଗରୁ ଗୋଟିଏ ଥର ଛାଡପତ୍ର ଦେଇଥିଲେ ଓ ବର୍ତ୍ତମାନ ସମୟ ରେ ଦ୍ଵିତୀୟ ଥର ପାଇଁ ଛାଡପତ୍ର ହୋଇଛି ।


ତେବେ ଅଷ୍ଟ୍ରେଲିଆ ଆୟଶା 2012 ରେ ଭାରତୀୟ ର କ୍ରିକେଟ ଖେଲାରି ଶିଖର ଧୱନ ଙ୍କୁ ବିବାହ କରିଥିଲେ , ସବୁଠାରୁ ବଡ କଥା ହେଲା ଆୟଶା ଧୱନ ଏନକେ ଠାରୁ 11 ବର୍ଷ ବଡ । ତେବେ ଆୟଶା ପ୍ରଥମ ବିବାହ ରେ ତାଙ୍କର ଦୁଇ ଝିଅ ଅଛନ୍ତି ଓ ପରବର୍ତ୍ତୀ ସମୟ ରେ ଧୱନ ଙ୍କୁ ବିବାହ କରିବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଓ ଯାହାର ନାମ ଜୋରାବାର ରଖା ଯାଇଥିଲା । ତେବେ ବିବାହ ର 9 ବର୍ଷ ପରେ ଲଗା ହୋଇଯାଇଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଭାରତୀୟ ମହିଳା କ୍ରିକେଟ ଦଳ ଅଧିନାୟକ ମିତଳି ରାଜ ବର୍ତ୍ତମାନ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ବନ୍ଧୁ ଆପଣ ମାନେ ମିତଳି ରାଜ ଙ୍କ ଚର୍ଚ୍ଚା ବିଷୟ କଥା ଟି ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ତାହେଲେ ଆସନ୍ତୁ ଜାଣିବା ଏହି ଚର୍ଚ୍ଚା ର ବିଷୟ ଟି କଣ ରହିଛି , ତେବେ ବନ୍ଧୁଗଣ ଧୱନ ଙ୍କ ଛାଡପତ୍ର ପରେ ମହିଳା କ୍ରିକେଟ ଦଳ ଅଧିନାୟକ ମିତାଳି ରାଜ କହିଛନ୍ତି ଯେ ଶିଖର ଧୱନ ଜଣେ ଭଲ ଖେଲାରି ହବା ସହିତ ଭଲ ମଣିଷ ବି ମଧ୍ୟ , ସେଥିପାଇଁ ସେ ଆଉ ଥରେ ବିବାହ କରିଲେ ଚଲିବ କାରଣ ତାଙ୍କ ବୟସ ସେତେ ଅଧିକ ବି ହୋଇନାହିଁ ।

ତାହେଲେ ମିତାଳି ରାଜ ଙ୍କ ଏହି କଥା ରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଧୱନ ବିବାହ କରିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି ମିତାଳି ରାଜ , ସବୁଠୁ ବଡ କଥା ହେଲା ଯେ ଏହି ସୂଚନା ଟି ତାଙ୍କ ପ୍ରଶଂସକ ମାନେ ଜାଣିବା ପରେ ସେମାନେ ମଧ୍ୟ ଏହି ପ୍ରତିକ୍ରିୟା ରଖିଥିଲେ ଓ ତାଙ୍କ ଏହି ପ୍ରତିକ୍ରିୟା ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ସେମାନ ଙ୍କ ପ୍ରଶଂସକ ମାନେ ମଧ୍ୟ ସେମାନେ ଏକାଠି ହୁଅନ୍ତୁ ବୋଲି ବେସ ଇଚ୍ଛୁକ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *