ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଅନିଶା ଓ ସୁଭାସିସ ଙ୍କୁ , ତେବେ ବନ୍ଧୁଗଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ପ୍ରଥମେ ଶୁଟିଙ୍ଗ ସେଟ ଏକାଠି ହୋଇ ଅଭିନୟ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଦୁଇ ଯୋଡି ଅଭିନୟ କରୁ କରୁ ପରସ୍ପର କୁ ଭଲପାଇ ବସିଥିଲେ ଓ ଭଲ ପାଇବା କିଛି ଦିନ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ତେବେ ବିବାହ ପରେ ସୁଭାସିସ ଓ ଅନିଶା ନିଜ ଅଭିନୟ ଜାରି ରଖିଥିଲେ , ଏହି ଦୁଇ ଯୋଡି ନଜର ଆସିଥିଲେ ମଧ୍ୟ ଅଲଗା ଅଲଗା ଧାରାବାହିକ ଓ ଚଳଚିତ୍ର ରେ ନଜର ଆସିଥିଲେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କ ଗତ କିଛି ଦିନ ତଳେ ଏକ କ-ନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ନିଜ ଝିଅ ଫଟୋ କୁ ଅନିଶା ତାଙ୍କ ସୋସିଆଲ ମିଡିଆ ରେ ତାଙ୍କ ପ୍ରଶଂସକ ପାଇଁ ସେୟାର କରିଥିଲେ, ଅନିଶା ଓ ସୁଭାସିସ ନିଜ ଝିଅ ନାମ ଭିୟୋନା ଶର୍ମା ଦେଇଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୁଭାସିସ ତାଙ୍କ ଶୁଟିଙ୍ଗ ସେଟ ରୁ ଆସି ନିଜ ଝିଅ ସହିତ ଖେଳୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ଅନିଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ସବୁଠାରୁ ବଡ କଥା ହେଲା ଯେ ସୁଭାସିସ ତାଙ୍କ ଝିଅ ସାଥିରେ ଖେଳୁଥିବା ସମୟ ରେ ତାଙ୍କ ଝିଅ ଭିୟୋନା ହସୁଥିବା ର ନଜର ଆସିଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୁଭାସିସ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ରେ ମୁଖ୍ୟ ଅଭିନେତା ଚସରିତର ରେ ଅଭିନୟ କରୁଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ