Breaking News

ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଦେଖନ୍ତୁ ଆନିଶା (Aanisha) ଓ ସୁଭାଶିଷ (Subhashis) କେମିତି ତାଙ୍କ ଝିଅ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଅନିଶା ଓ ସୁଭାସିସ ଙ୍କୁ , ତେବେ ବନ୍ଧୁଗଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ପ୍ରଥମେ ଶୁଟିଙ୍ଗ ସେଟ ଏକାଠି ହୋଇ ଅଭିନୟ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଦୁଇ ଯୋଡି ଅଭିନୟ କରୁ କରୁ ପରସ୍ପର କୁ ଭଲପାଇ ବସିଥିଲେ ଓ ଭଲ ପାଇବା କିଛି ଦିନ ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ବିବାହ ପରେ ସୁଭାସିସ ଓ ଅନିଶା ନିଜ ଅଭିନୟ ଜାରି ରଖିଥିଲେ , ଏହି ଦୁଇ ଯୋଡି ନଜର ଆସିଥିଲେ ମଧ୍ୟ ଅଲଗା ଅଲଗା ଧାରାବାହିକ ଓ ଚଳଚିତ୍ର ରେ ନଜର ଆସିଥିଲେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କ ଗତ କିଛି ଦିନ ତଳେ ଏକ କ-ନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ନିଜ ଝିଅ ଫଟୋ କୁ ଅନିଶା ତାଙ୍କ ସୋସିଆଲ ମିଡିଆ ରେ ତାଙ୍କ ପ୍ରଶଂସକ ପାଇଁ ସେୟାର କରିଥିଲେ, ଅନିଶା ଓ ସୁଭାସିସ ନିଜ ଝିଅ ନାମ ଭିୟୋନା ଶର୍ମା ଦେଇଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୁଭାସିସ ତାଙ୍କ ଶୁଟିଙ୍ଗ ସେଟ ରୁ ଆସି ନିଜ ଝିଅ ସହିତ ଖେଳୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ଅନିଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ସବୁଠାରୁ ବଡ କଥା ହେଲା ଯେ ସୁଭାସିସ ତାଙ୍କ ଝିଅ ସାଥିରେ ଖେଳୁଥିବା ସମୟ ରେ ତାଙ୍କ ଝିଅ ଭିୟୋନା ହସୁଥିବା ର ନଜର ଆସିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୁଭାସିସ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ରେ ମୁଖ୍ୟ ଅଭିନେତା ଚସରିତର ରେ ଅଭିନୟ କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.