Breaking News

ଏଥର IPL ନିଲାମୀ ପକ୍ରିୟାରେ ଭାଗ ନେବ ଦୁଇଟି ନୂଆ ଟିମ, ଏଥର ଓଡିଶାରୁ କଟକ ସାମିଲ, ଜାଣନ୍ତୁ କଟକ କଣ IPL ଖେଳିପାରିବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଇପିଏଲ କୁ ନେଇ ଏକ ବଡ ସୂଚନା ମିଳିଛି ଯେ ଆଇପିଏଲ ଆଗାମୀ ଦିନ ମାନେ 2022 ରେ ଆଇପିଏଲ ଟିମ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ହଁ ବନ୍ଧୁ ଆଗାମୀ ବର୍ଷ ଏହି ଆଇପିଏଲ ମ୍ଯାଚ ରେ ଆଉ ଦୁଇ ଟି ଟିମ ଯୋଗ ଦବା କୁ ଯାଉଛନ୍ତି । ତେବେ ପୂର୍ବ ରୁ 8 ଟି ଟିମ ଥିଲେ ଓ ଏହି 2 ଟି ଟିମ କୁ ମିଶାଇ 10 ଟିମ ହବ ।

ତେବେ ବନ୍ଧୁଗଣ ଏହି ସୂଚନା ଟି ବିସିସିଆଇ ସୂଚନା ଦବା 6 ଟି ରାଜ୍ୟ ର ଷଟଲିଷ୍ଟ ଦେଇଛି ଓ ସବୁଥି ବଡ କଥା ହେଲା ଯେ ଏହି ଲିଷ୍ଟ ରେ ଆମ ଓଡିଶା ର ନାମ ରହିଛି , ତେବେ ଆସନ୍ତୁ ଜାଣିବା ଆମ ଓଡିଶା ସହିତ ଆଉ କେଉଁ 5 ଟି ରାଜ୍ୟ ର ନାମ ରହିଛି ଆସନ୍ତୁ ଜାଣିବା , ଏହି ଟି ରାଜ୍ୟ ହେଲା ଅହମ୍ମବାଦ ,ଲକ୍ଷ୍ନୌ ,ଗୌହାଟି,ରାଁଚୀ ଓ ଧର୍ମଶାଳା । ତେବେ ଯାହା ସୂଚନା ମିଳିଛି ଯେ ଏହି 6 ଟି ରାଜ୍ୟ କୁ ବିକଳ୍ପ କରିବା ପାଇଁ ଫ୍ରିଞ୍ଚଆଇଜ କୁ ଦିଆଯିବ ।

ତେବେ ଫ୍ରିଞ୍ଚଆଇଜ ଏହି 6 ଟି ରାଜ୍ୟ ମଧ୍ୟ ରୁ ଦୁଇ ଟି ଟିମ କିଣିବ ଓ ଏହି ଦୁଇ ଟିମ ଆସନ୍ତା ବର୍ଷ ଆଇପିଏଲ ରେ ସାମିଲ ହୋଇ ଏହାର ସଂଖ୍ୟା 10 କୁ ପହଞ୍ଚିବ । ତେବେ ନିଲାମ ତାରିଖ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରା ଯାଇ ନହିଁ କିନ୍ତୁ ଯାହା ସୂଚନା ମିଳିଛି ଯେ ଏହି ଦୁଇ ଟି ଟିମ ପାଇଁ 2 ହଜାର କୋଟି ଟଙ୍କା ସ୍ଥିର କାଯାଇଛି ବୋଲି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *