ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଇପିଏଲ କୁ ନେଇ ଏକ ବଡ ସୂଚନା ମିଳିଛି ଯେ ଆଇପିଏଲ ଆଗାମୀ ଦିନ ମାନେ 2022 ରେ ଆଇପିଏଲ ଟିମ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ହଁ ବନ୍ଧୁ ଆଗାମୀ ବର୍ଷ ଏହି ଆଇପିଏଲ ମ୍ଯାଚ ରେ ଆଉ ଦୁଇ ଟି ଟିମ ଯୋଗ ଦବା କୁ ଯାଉଛନ୍ତି । ତେବେ ପୂର୍ବ ରୁ 8 ଟି ଟିମ ଥିଲେ ଓ ଏହି 2 ଟି ଟିମ କୁ ମିଶାଇ 10 ଟିମ ହବ ।
ତେବେ ବନ୍ଧୁଗଣ ଏହି ସୂଚନା ଟି ବିସିସିଆଇ ସୂଚନା ଦବା 6 ଟି ରାଜ୍ୟ ର ଷଟଲିଷ୍ଟ ଦେଇଛି ଓ ସବୁଥି ବଡ କଥା ହେଲା ଯେ ଏହି ଲିଷ୍ଟ ରେ ଆମ ଓଡିଶା ର ନାମ ରହିଛି , ତେବେ ଆସନ୍ତୁ ଜାଣିବା ଆମ ଓଡିଶା ସହିତ ଆଉ କେଉଁ 5 ଟି ରାଜ୍ୟ ର ନାମ ରହିଛି ଆସନ୍ତୁ ଜାଣିବା , ଏହି ଟି ରାଜ୍ୟ ହେଲା ଅହମ୍ମବାଦ ,ଲକ୍ଷ୍ନୌ ,ଗୌହାଟି,ରାଁଚୀ ଓ ଧର୍ମଶାଳା । ତେବେ ଯାହା ସୂଚନା ମିଳିଛି ଯେ ଏହି 6 ଟି ରାଜ୍ୟ କୁ ବିକଳ୍ପ କରିବା ପାଇଁ ଫ୍ରିଞ୍ଚଆଇଜ କୁ ଦିଆଯିବ ।
ତେବେ ଫ୍ରିଞ୍ଚଆଇଜ ଏହି 6 ଟି ରାଜ୍ୟ ମଧ୍ୟ ରୁ ଦୁଇ ଟି ଟିମ କିଣିବ ଓ ଏହି ଦୁଇ ଟିମ ଆସନ୍ତା ବର୍ଷ ଆଇପିଏଲ ରେ ସାମିଲ ହୋଇ ଏହାର ସଂଖ୍ୟା 10 କୁ ପହଞ୍ଚିବ । ତେବେ ନିଲାମ ତାରିଖ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରା ଯାଇ ନହିଁ କିନ୍ତୁ ଯାହା ସୂଚନା ମିଳିଛି ଯେ ଏହି ଦୁଇ ଟି ଟିମ ପାଇଁ 2 ହଜାର କୋଟି ଟଙ୍କା ସ୍ଥିର କାଯାଇଛି ବୋଲି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ