ଦର୍ଶକ ବନ୍ଧୁ ଆପଣ ନିଶ୍ଚୟ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ କେମିତି କହିବି କହ । ତେବେ ଏହି ଧାରାବାହିକ ଟି କୁ ଦର୍ଶକ ମାନେ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ନନ୍ଦିନ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ନନ୍ଦିନୀ ଙ୍କ ପ୍ରକୃତ ନାମ ହଉଛି ସୁପ୍ରିୟା । ତାହେଲେ ବର୍ତ୍ତମାନ ସମୟ ରେ ନନ୍ଦିନୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି ଯେ ସେ ଆଉ କେମିତି କହିବି କହ ଧାରାବାହିକ ରେ ନଜର ଆସିବେ ନହିଁ ।
ହଁ ବନ୍ଧୁ ଏହି ଭଳି କିଛି ଖବର ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି , ତାହେଲେ ଏହି ଖବର ବିଷୟ ରେ କଣ ରହିଛି ସତ୍ୟାସତ୍ୟ ଆସନ୍ତୁ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ସୁପ୍ରିୟା ଙ୍କୁ ଏହି ଧାରାବାହିକ ରେ ଦେଖିବା ପୂର୍ବ ରୁ ତାଙ୍କୁ ଆପଣ ମାନେ କିଛି ଚଳଚିତ୍ର ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତାହେଲେ ବର୍ତ୍ତମାନ ସମୟ ରେ ସୁପ୍ରିୟା କେମିତି କହିବି କହ ଧାରାବାହିକ ରେ ଅଭିନୟ କରୁଛନ୍ତି ଓ ତାଙ୍କ ସହିତ ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ସିଦ୍ଧାନ୍ତ ମହାପତ୍ର ମଧ୍ୟ ନଜର ଆସୁଛନ୍ତି ।
ତେବେ ବନ୍ଧୁଗଣ ଏହି ଧାରାବାହିକ ରେ ଅଭିନୟ କରୁଥିବା ନନ୍ଦିନି ବା ସୁପ୍ରିୟା ଏହି ଧାରାବାହିକ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳିବ ନାହିଁ ଓ ତାଙ୍କ ବଦଳ ରେ ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ କୁକୀଜ ସ୍ଵାଇଁ ଅଭିନୟ କରିବେ ବୋଲି ସୋସିଆଲ ମିଡିଆ ରେ ସୂଚନା ମିଳିଛି , ତେବେ ଏହି ସୂଚନା ମିଳିବ ସହିତ ସିଦ୍ଧାନ୍ତ ଓ କୁକୀଜ ଙ୍କ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଖବର ଟି ପଛ ରେ କଣ ରହିଛି ସତ୍ୟାସତ୍ୟ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡି ନହିଁ କିନ୍ତୁ ଆଗାମୀ ଦିନ ମାନ ଙ୍କ ଭିତରେ ନିଶ୍ଚୟ ଜଣା ପଡିଯିବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ