Breaking News

ଦେଖନ୍ତୁ ଭିଡିଓ – ଶାଶୁ ଓ ସ୍ଵାମୀଙ୍କ ସହ ମିଶି କେମିତି ଗଣେଶ ପୂଜା କରିଲେ ଅଭିନେତ୍ରୀ ଝିଲ୍ଲିକ (Jhilik)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ଯେଉଁ ମାନେ କି ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଛି ଅଭିନେତା ଶିଶୁ କଳାକାର ଭାବେ ପରିଚିତ ଓ ଅନ୍ୟ କିଛି ଅଭିନେତ୍ରୀ କିଛି ରିଆଲଟି ସୋ ରେ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଜଣେ ବଙ୍ଗୀୟ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏ କି ଅଭିନୟ କରିବା ପାଇଁ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ , ତେବେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତେବେ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଯିଏ କି ଓଡିଶା କୁ ଅଭିନୟ କରିବା ପାଇଁ ଆସିଥିଲେ ଓ ଅଭିନୟ କରି ବେସ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ ହୋଇଥିଲେ । ତେବେ ଝିଲ୍ଲିକ ଓଡିଶା ଆସି ସବୁକିଛି ପାଇଥିଲେ ଯେମିତି ଲୋକ ମାନ ଙ୍କ ଭଲ ପାଇବା , ନିଜର ଅଭିନୟ ପାଇଁ ଭଲ ଅର୍ଥ ଉପାର୍ଜନ ଓ ସବୁଠୁ ବଡ କଥା ହେଲା ଯେ ସେ ତାଙ୍କ ଜୀବନ ସାଥି ଙ୍କୁ ମଧ୍ୟ ପାଇଥିଲେ । ହଁ ବନ୍ଧୁ ସେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ , ତେବେ ବିବାହ ପରେ ଶାଶୁଘରେ ବେସ ଖୁସି ରେ ଅଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଆମ ଓଡିଆ ଘର ବ୍ୟବହାର ଓ ଆଚାର ବିଷୟ ରେ ବେସ ପାରଙ୍ଗମ ହୋଇ ସାରିଛନ୍ତି ଓ ସବୁଠୁ ବଡ କଥା ହେଲା ଯେ ସେ ସମସ୍ତ ଠାକୁର ମାନ ଙ୍କ ରୀତିନୀତି ବିଷୟ ରେ ସବୁକିଛି ଜାଣିଛନ୍ତି ଝିଲ୍ଲିକ , ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଗଣେଶ ଠାକୁର ଙ୍କ ପୂଜା ନିଜ ଶାଶୁଘରେ ଶାଶୁ ଓ ସ୍ଵାମୀଙ୍କ ସହ ମିଶି ରୀତିନୀତି ଅନୁଯାୟୀ ପୂଜା ଟି କୁ ସଂପୂର୍ଣ୍ଣ କରିଛନ୍ତି ଓ ଏହି ପୂଜା କରୁଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *