ଦର୍ଶକ ବନ୍ଧୁ ଆଜି ଆମେ ଏମତି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେଉଁମାନେ ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇଥିଲେ ଓ ପରବର୍ତ୍ତୀ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କିନ୍ତୁ ବିବାହ ପରେ ଆଉ ତାଙ୍କ ଅଭିନୟ ଦେଖିବାକୁ ମିଲୁନି । ତେବେ ଏହି ଦୁଇ ଯୋଡ଼ି ହେଉଛନ୍ତି ଚନ୍ଦନ ଓ ମାହି । ତାହେଲେ ଆଜି ଆମେ ଜାଣିବା ଏହି ଦୁଇ ଲୋକ ପ୍ରିୟ ଯୋଡି ନିଜ ଘରେ କିପରି ଗଣେଶ ପୂଜା ପାଳନ କରିଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଦୁଇ ଯୋଡ଼ି ଙ୍କୁ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିବା ର । ଏହି ଦୁଇ ଯୋଡ଼ି ବହୁ ଗୁଡ଼ିଏ ଧାରାବାହିକ ରେ ଅଭିନୟ କରିବା ସହିତ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଛନ୍ତି। ଚନ୍ଦନ ଓ ମାହି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ବେଶ୍ ଲୋକ ପ୍ରିୟତା ହାସଲ କରିବା ସହିତ ଘରେ ଘରେ ପରିଚିତ । ତେବେ ଚନ୍ଦନ ଓ ମାହି ଅଲଗା ଅଲଗା ଧାରାବାହିକ ରେ ନଜର ଆସିଥିଲେ ମଧ୍ୟ ଏହି ଦୁଇ ଯୋଡି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ , ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେମାନେ ତାଙ୍କ ବିବାହ ପର ଠାରୁ ଆଉ କୌଣଷି ଧାରାବାହିକ ରେ ନଜର ଆସି ନାହାଁନ୍ତି ।
କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଚର୍ଚ୍ଚା ର ବିଷୟ ର ପାଲଟିଛି ଏହି ଦୁଇ ଙ୍କ ଏକ ଭିଡିଓ ଓ ଏହି ଭିଡିଓ ରେ ଦୁଇ ଯୋଡି ଏକାଠି ତାଙ୍କ ଘରେ ଗଣେଶ ଠାକୁର ପୂଜା କର୍ମ କାର୍ଯ୍ୟ ବେସ ଧୁମଧାମ ରେ ପାଳନ କରୁଥିବା ର ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ