Breaking News

ଭିଡିଓ ଦେଖନ୍ତୁ – ସ୍ଵାମୀ ଚନ୍ଦନଙ୍କ (Tushar) ସହ କିପରି ଗଣେଶ ପୂଜା କରିଲେ ସ୍ତ୍ରୀ ମାହି (Mahi)

ଦର୍ଶକ ବନ୍ଧୁ ଆଜି ଆମେ ଏମତି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯେଉଁମାନେ ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇଥିଲେ ଓ ପରବର୍ତ୍ତୀ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କିନ୍ତୁ ବିବାହ ପରେ ଆଉ ତାଙ୍କ ଅଭିନୟ ଦେଖିବାକୁ ମିଲୁନି । ତେବେ ଏହି ଦୁଇ ଯୋଡ଼ି ହେଉଛନ୍ତି ଚନ୍ଦନ ଓ ମାହି । ତାହେଲେ ଆଜି ଆମେ ଜାଣିବା ଏହି ଦୁଇ ଲୋକ ପ୍ରିୟ ଯୋଡି ନିଜ ଘରେ କିପରି ଗଣେଶ ପୂଜା ପାଳନ କରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଦୁଇ ଯୋଡ଼ି ଙ୍କୁ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିବା ର । ଏହି ଦୁଇ ଯୋଡ଼ି ବହୁ ଗୁଡ଼ିଏ ଧାରାବାହିକ ରେ ଅଭିନୟ କରିବା ସହିତ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଛନ୍ତି। ଚନ୍ଦନ ଓ ମାହି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ବେଶ୍ ଲୋକ ପ୍ରିୟତା ହାସଲ କରିବା ସହିତ ଘରେ ଘରେ ପରିଚିତ । ତେବେ ଚନ୍ଦନ ଓ ମାହି ଅଲଗା ଅଲଗା ଧାରାବାହିକ ରେ ନଜର ଆସିଥିଲେ ମଧ୍ୟ ଏହି ଦୁଇ ଯୋଡି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ , ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେମାନେ ତାଙ୍କ ବିବାହ ପର ଠାରୁ ଆଉ କୌଣଷି ଧାରାବାହିକ ରେ ନଜର ଆସି ନାହାଁନ୍ତି ।

କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଚର୍ଚ୍ଚା ର ବିଷୟ ର ପାଲଟିଛି ଏହି ଦୁଇ ଙ୍କ ଏକ ଭିଡିଓ ଓ ଏହି ଭିଡିଓ ରେ ଦୁଇ ଯୋଡି ଏକାଠି ତାଙ୍କ ଘରେ ଗଣେଶ ଠାକୁର ପୂଜା କର୍ମ କାର୍ଯ୍ୟ ବେସ ଧୁମଧାମ ରେ ପାଳନ କରୁଥିବା ର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.