Breaking News

ଅନୁଭବ ଓ ବର୍ଷାଙ୍କ (Varsha) ବିବାଦ ପରେ ବର୍ଷା ଦେଲେ ଖୁସି ଖବର ! ଶୀଘ୍ର ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ବର୍ଷା ଓ ଅନୁଭବ ପରସ୍ପର ଠାରୁ ଅଲଗା ଅଛନ୍ତି ନିଜ ପାରିବାରିକ ବିବାଦ କୁ ନେଇ । ତେବେ ହି ବିବାଦ ର ସମାଧାନ ପାଇଁ କୋର୍ଟ ଦ୍ଵାରସ୍ଥ ହୋଇଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ସେମାନ ଙ୍କ ସମାଧାନ କରି ପାରିନାହିଁ । ତେବେ ବନ୍ଧୁଗଣ ଏହାରି ଭିତରେ ଏକ ଖୁସି ର ଖବର ଆସିଯାଇଛି ବର୍ଷା ଙ୍କ ପ୍ରଶଂସକ ପାଇଁ ।


ହଁ ବନ୍ଧୁ ଖୁବ ଶୀଘ୍ର ଟିଭି ପରଦା ରେ ନଜର ରେ ଆସିବାକୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ , ତେବେ ବନ୍ଧୁଗଣ ବର୍ଷା ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଯାଉଛି ଓ ଏହି ସୂଚନା ଟି ବର୍ଷା ତାଙ୍କ ପ୍ରଶଂସକ ମାନ ଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି । ତେବେ ବନ୍ଧୁଗଣ ଗତ ମଙ୍ଗଳବାର ଦିନ ଏହାର ଶୁଭ ମୂହୁର୍ତ୍ତ ହୋଇଛି କଟକ ଠାରେ ଓ ବର୍ତ୍ତମାନ ସମୟ ରେ ତାଙ୍କ ଶୁଟିଙ୍ଗ ସେଟ ଆରମ୍ଭ ହୋଇଯାଇଛି ।

ତେବେ ଏହି ଚଳଚିତ୍ର ର ନାମ ହଉଛି ବିଜୟିନୀ ଓ ଏହି ଚଳଚିତ୍ର ଟି ନାରୀ ମାନ ଙ୍କ ସଶକ୍ତିକରଣ ଉପରେ ଆଧାରିତ ଓ ଏହି ଫିଲ୍ମ ପ୍ରଡ୍ୟୁସର କାର୍ଯ୍ୟ ଟି ବର୍ଷା ନିଜେ ସମ୍ଭାଳିଛନ୍ତି । ତେବେ ଏହି ଚଳଚିତ୍ର ରେ ବର୍ଷା, ଦେବାଶିଷ ମହାପାତ୍ର ,ପ୍ରଜ୍ଞା,ସଙ୍କରା ଙ୍କ ଭଳି ବହୁ ଲୋକ ପ୍ରିୟ ଅଭିନେତା ମାନେ ନଜର ଆସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.