ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଯୋଡି ବର୍ଷା ଓ ଅନୁଭବ ପରସ୍ପର ଠାରୁ ଅଲଗା ଅଛନ୍ତି ନିଜ ପାରିବାରିକ ବିବାଦ କୁ ନେଇ । ତେବେ ହି ବିବାଦ ର ସମାଧାନ ପାଇଁ କୋର୍ଟ ଦ୍ଵାରସ୍ଥ ହୋଇଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ସେମାନ ଙ୍କ ସମାଧାନ କରି ପାରିନାହିଁ । ତେବେ ବନ୍ଧୁଗଣ ଏହାରି ଭିତରେ ଏକ ଖୁସି ର ଖବର ଆସିଯାଇଛି ବର୍ଷା ଙ୍କ ପ୍ରଶଂସକ ପାଇଁ ।
ହଁ ବନ୍ଧୁ ଖୁବ ଶୀଘ୍ର ଟିଭି ପରଦା ରେ ନଜର ରେ ଆସିବାକୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ , ତେବେ ବନ୍ଧୁଗଣ ବର୍ଷା ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଯାଉଛି ଓ ଏହି ସୂଚନା ଟି ବର୍ଷା ତାଙ୍କ ପ୍ରଶଂସକ ମାନ ଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି । ତେବେ ବନ୍ଧୁଗଣ ଗତ ମଙ୍ଗଳବାର ଦିନ ଏହାର ଶୁଭ ମୂହୁର୍ତ୍ତ ହୋଇଛି କଟକ ଠାରେ ଓ ବର୍ତ୍ତମାନ ସମୟ ରେ ତାଙ୍କ ଶୁଟିଙ୍ଗ ସେଟ ଆରମ୍ଭ ହୋଇଯାଇଛି ।
ତେବେ ଏହି ଚଳଚିତ୍ର ର ନାମ ହଉଛି ବିଜୟିନୀ ଓ ଏହି ଚଳଚିତ୍ର ଟି ନାରୀ ମାନ ଙ୍କ ସଶକ୍ତିକରଣ ଉପରେ ଆଧାରିତ ଓ ଏହି ଫିଲ୍ମ ପ୍ରଡ୍ୟୁସର କାର୍ଯ୍ୟ ଟି ବର୍ଷା ନିଜେ ସମ୍ଭାଳିଛନ୍ତି । ତେବେ ଏହି ଚଳଚିତ୍ର ରେ ବର୍ଷା, ଦେବାଶିଷ ମହାପାତ୍ର ,ପ୍ରଜ୍ଞା,ସଙ୍କରା ଙ୍କ ଭଳି ବହୁ ଲୋକ ପ୍ରିୟ ଅଭିନେତା ମାନେ ନଜର ଆସିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ