Breaking News

ମାତ୍ର ୧୩ ବର୍ଷ ବୟସରେ ହସ୍‌ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର, ତା ପାଇଁ ସହାୟତାର ହାତ ବଢାନ୍ତୁ ଓ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ

ଦର୍ଶକ ବନ୍ଧୁ ମାତ୍ର 13 ବର୍ଷ ବୟସ ରୁ ତୁଷାର ନାମକ ଜଣେ ଛୋଟ ପିଲା ର ଫୁସଫୁସ 70 ପ୍ରତିଶତ ନ-ଷ୍ଟ ହୋଇଯାଇଛି । ତେବେ ଏହି କୁ-ନି ବାଳକ ର ଚିକିତ୍ସା କରିବା ପାଇଁ ପ୍ରାୟ 10 ଲକ୍ଷ ଟଙ୍କା ଆବଶ୍ୟକ । ବନ୍ଧୁଗଣ ଏହି ଛୋଟ ପିଲା ଟି ବାପା ହଉଛନ୍ତି ଜଣେ ପିଇଟି ମାଷ୍ଟର । ତେବେ ତୁଷାର ରୋଗ କୁ ଜାଣିବା ପରେ ମାତ୍ର ଦୁଇ ଦିନ ରେ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ଓ ଆର୍ଥିକ ଅଭାବ ରୁ ସେ ଆପଣ ଙ୍କୁ ସାହାର୍ଯ୍ୟ ନିବେଦନ କରିଛନ୍ତି ।

ତେବେ ତୁଷାର ହଉଛନ୍ତି ବରଗଡ ଜିଲ୍ଲା ବିଜେପୁର ର ଜୋଖିପାଳି ଗ୍ରାମ ର , ତାହେଲେ ବାପା ମା ବହୁତ ଖୁସି ହୋଇଯାଇଥିଲେ ଯେବେ ପୁଅ ତୁଷାର ଜନ୍ମ ହୋଇଥିଲା ଓ ସେମାନେ ବହୁତ ଖୁସି ହୋଇଯାଥିଲେ । ପରବର୍ତ୍ତୀ ସମୟ ରେ ତୁଷାର ବଡ ହବା କୁ ଲାଗିଲା ଓ ବାପା ଙ୍କ ସହିତ ସଦା ସର୍ବଦା ସ୍କୁଲ ଯାଉଥିଲା ଓ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିଲା ଓ ଭଲ ପାଠ ପଢୁଥିଲା ମଧ୍ୟ ।

ତେବେ ଗତ ଦୁଇ ତାରିଖ ଦିନ ତୁଷାର କୁ ଜ୍ଵର ହୋଇଥିଲା କିନ୍ତୁ ଆଉ କମି ନଥିଲା ସେଥିପାଇଁ ପରୀକ୍ଷା ହବା ରୁ ଜଣା ପଡିଥିଲା ଯେ ତାର ଅକ୍ସିଜେନ ଲେବୁଲ କମି ଯାଇଛି ଓ ସେ ତାର ଚିକିତ୍ସା ବର୍ତ୍ତମାନ ସମୟ ରେ ଭୁବନେଶ୍ବର ର ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି ହବା ପରେ ସିଟି ସ୍କାନ ହୋଇଥିଲା ଓ ଏହି ସ୍କାନ ପରେ ଜଣା ପଡିଥିଲା ଯେ ତୁଷାର ଫୁସଫୁସ 70 ପ୍ରତିଶତ ନ-ଷ୍ଟ ହୋଇଯାଇଛି ଓ ତାର ଉତ୍ତମ ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ ହେବ ଏତେ ଟଙ୍କା ଖର୍ଚ୍ଚ କରିବା ପରିବାର ପକ୍ଷ ରେ ଅସମ୍ଭବ ସେଥିପାଇଁ ପରିବାର ଲୋକ ଆପଣ ଙ୍କୁ ସାହାର୍ଯ୍ୟ ନିବେଦନ କରିଛନ୍ତି । ଯଦି ଆପଣ କିଛି ଅର୍ଥ ସାହାର୍ଯ୍ୟ କରି ତୁଷାର ଙ୍କ ଜିବନ ବଞ୍ଚାଇବାକୁ ଚାହୁଁ ଛନ୍ତି ତାହେଲେ ଏହି ନମ୍ବର ରେ ସହଯୋଗ ହାତ ବଢାଇ ପାରିବେ ।

Name- girish Chandra sa
Bank ac :30541740650
IFSC code – SBIN0018479
Branch- Ghess SBI branch

phone pay and g pay – 7750897453(shitam sa)

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *