Breaking News

କିଛି ଦିନ ତଳେ ଓଡିଆ ପୁଅ Abhishek Mohapatra ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ, ହେଲେ ଏବେ କେମିତି ଅଛନ୍ତି Amrit Pradhan (ଅମ୍ରିତ ପ୍ରଧାନ), ସାରା ଓଡିଶାବାସୀ ତାଙ୍କୁ ଦିନେ ସାହାର୍ଯ୍ୟର ହାତ ବଢାଇଥିଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଭଲ ଖବର ଆସିଛି ଅମ୍ରିତ ପ୍ରଧାନ ଙ୍କୁ ନେଇ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟନ୍ତ୍ରଣ କୁ ଆସୁଛି ଓ ବର୍ତ୍ତମାନ ସମୟ ରେ ତାଙ୍କୁ ସ୍ସୁ ଭେଣ୍ଟିଲେଟର ଆବଶ୍ୟକ ପଡୁ ନହିଁ , ତେବେ ବର୍ତ୍ତମାନ ଇକମୋ ଚିକିତ୍ସା 100 ପ୍ରତିଶତ ବଦଳ ରେ 70 ଦରକାର ପଡୁଛି । ସବୁଠାରୁ ବଡ କଥା ହେଲା ଯେ ବର୍ତ୍ତମାନ ସମୟ ରେ ଅମ୍ରିତ ଖାଦ୍ୟ ଦେବାକୁ ଚେଷ୍ଟା ଚାଲିଛି ଓ ଯଦି ଖାଦ୍ୟ ଦବା ରେ ସୁବିଧା ହୁଏ ତାହେଲେ ଶରୀର ରୁ ଖାଦ୍ୟ ନଲି ବାହାରି କରି ଦିଆଯିବ ।


ତେବେ ବନ୍ଧୁଗଣ ଅମ୍ରିତ ଘର ହଉଛି ବ୍ରହ୍ମପୁର ବସୁଦେବନଗର ର ତେବେ ସେ ଗତ ମାସ 4 ତାରିଖ ରେ ତାଙ୍କ ଏମ୍ସ ହସ୍ପିଟାଲ ରେ ଏୟାର ଆମ୍ବୁଲାନ୍ସ ମାଧ୍ୟମ ରେ ଚେନ୍ନାଇ ନିଆ ଯାଇଥିଲା , ତେବେ ବର୍ତ୍ତମାନ ସମୟ ରେ ଅମ୍ରିତ ସୁସ୍ଥ ଅଛନ୍ତି ଓ ଏହି ଖବର ଟି ତାଙ୍କ ଦାଦା ଦେଇଛନ୍ତି ଯେ ବର୍ତ୍ତମାନ ସମୟ ରେ ଔ ଭେଣ୍ଟିଲେଟର ଦରକାର ପଡୁ ନହିଁ ଓ ଏକମୋ ଚିକିତ୍ସା 70 ପ୍ରତିଶତ ଆବଶ୍ୟକ ପଡୁଛି । ତେବେ ସେ ବର୍ତ୍ତମାନ ସମୟ ରେ ପୂର୍ବ ଅପେକ୍ଷା ବହତ ଭଲ ରେ ଅଛନ୍ତି ଓ ସେଠାକାର ଡାକ୍ତର ମାନେ କହିଛନ୍ତି ଏକମୋ ଚିକିତ୍ସା ମାଧ୍ୟମ ରେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ତେବେ ବନ୍ଧୁଗଣ ଡାକ୍ତର ମାନେ ପ୍ରଥମେ କହିଥିଲେ ଯେ 15 ଦିନ ଚିକିତ୍ସା ଚାଲିବ ବୋଲି କିନ୍ତୁ ବର୍ତ୍ତମାନ ସମୟ ରେ କହିଛନ୍ତି ଯେ ଆଉ ଦୁଇ ମାସ ଚିକିତ୍ସା ହବ ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ । ତାହେଲେ ଆପଣ ମାନେ ନିଶ୍ଚୟ ଏହି ଅମ୍ରିତ ଙ୍କୁ ଜାଣିଥିବେ ସେ  କୌଣସି ଅଭିନେତା ବା ନେତା ନୁହଁନ୍ତି ବରଂ ସେ ବ୍ରହ୍ମପୁର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି କିନ୍ତୁ କାରୋନା ସମୟ ରେ ଘରେ ରହି ବହୁ ଲୋକ ସାହାର୍ଯ୍ୟ କରିଥିଲେ ।

ତେବେ ପରବର୍ତ୍ତୀ ସମୟ ରେ ତାଙ୍କ ମା ସଂକ୍ରମିତ ହବ ପରେ ତାଙ୍କ ବାପା ସଂକ୍ରମିତ ହୋଇଥିଲେ ଓ ସେମାନ ଙ୍କ ସେବା କରି ପରବର୍ତ୍ତୀ ସମୟ ରେ ଅମ୍ରିତ କାରୋନା ରେ ସଂକ୍ରମିତ ହୋଇଥିଲେ । ତେବେ ସେ ସଂକ୍ରମିତ ହବା ପରେ ତାଙ୍କ ଫୁସଫୁସ ବହୁ ପରିମାଣ ରେ କ୍ଷତି ଗ୍ରସ୍ତ ହୋଇଥିଲା ଓ ସେଥିପାଇଁ ତାଙ୍କୁ ଇକ୍ମୋ ଚିକିତ୍ସା ପାଇଁ ଏମ୍ସ ରୁ ଚେନ୍ନାଇ ନିଆଯାଇଥିଲା , ତେବେ ବର୍ତ୍ତମାନ ସମୟ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ପରିବର୍ତ୍ତନ ହଉଛି କିନ୍ତୁ ଦୁଃ-ଖ ର ଖବର ଯେ ଆମର ଆଉ ଜଣେ ଓଡିଆ ପୁଅ ଅଭିଷେକ ଇକମୋ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *