Breaking News

ACF ସୌମ୍ୟ ମାମଲାରେ ଫୁଣି ଥରେ ମୂଳରୁ ହେବକି ଜେରା !

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାରଳାଖେମୁଣ୍ଡି ମୃତ ଏସିଏଫ ଙ୍କୁ ନେଇ ଆସିଯାଇଛି ଏକ ବଡ ଖବର ଯେ ପୁଣି ଥରେ କ୍ରାଇମବ୍ରାଞ୍ଚ ତାର ଜେରା ପ୍ରଥମ ରୁ ଆରମ୍ଭ କରିବ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂର୍ବ ରୁ କ୍ରାଇମବ୍ରାଞ୍ଚ 15 ରୁ 20 ଜଣ ଙ୍କୁ ଜେରା କରିଛି । ତେବେ ଏହି ଜେରା ରେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ରେ ସୌମ୍ୟ ଙ୍କ ପଡୋଶୀ ଏସିଏଫ ଗୌରି ଶଙ୍କର ଓ ଭାସ୍କର ରାଓ ଙ୍କୁ ଜେରା କରିଥିଲା ।

ତେବେ ଏସିଏଫ ଭାସ୍କର ରାଓ କଣ ପାଇଁ ସୌମ୍ୟ ଙ୍କ ମୃତ୍ୟୁ ମାମଲା କୁ ନେଇ ଗଣ ମାଧ୍ୟମ ନିକଟ ରେ ପ୍ରକାଶ କରୁ ନାହାଁନ୍ତି । ବାରମ୍ବାର କହୁଛନ୍ତି ମୁଁ କିଛି ଦେଖି ନହିଁ କିଛି ଜାଣି ନହିଁ ଓ ମୁଁ ପ୍ରତ୍ଯକ୍ଷ ଦର୍ଶୀ ନୁହେଁ ଓ ଯାହା ଶୁଣିବା କଥା ଆପଣ ମାନେ ପୋଲିସ ଓ କ୍ରାଇମବ୍ରାଞ୍ଚ ଠାରୁ ଶୁଣି ସାରିଛନ୍ତି ସେଥିପାଇଁ ମୁଁ କିଛି କହିବାକୁ ଚାହୁଁନହିଁ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଭାସ୍କର ରାଓ ହଉଛନ୍ତି ସୌମ୍ୟ ଙ୍କ ଘନିଷ୍ଠ ବନ୍ଧୁ ।

ତେବେ ରୋଷେୟା ମିଥୁନ, ଭାଷ୍କର ଓ ସୌମ୍ୟ ଙ୍କ ପାଇଁ ଗୋଟାଏ ଜାଗା ରେ ରୋଷେଇ କରୁଥିଲେ , ତେବେ ସୌମ୍ୟ ଙ୍କ ଘର ଠାରୁ ଭାସ୍କର ଙ୍କ ଘର ଦୂରତା ମାତ୍ର 6 ଫୁଟ ରାସ୍ତା ର ଦୂରତା । ସୌମ୍ୟ ଙ୍କ ମୃତ୍ୟୁ ସମୟ ରେ ଭାସ୍କର ହଉଛନ୍ତି ତୃତୀୟ ପ୍ରତକ୍ଷଦର୍ଶୀ । ହଁ ବନ୍ଧୁ ରୋଷେୟା ଭାସ୍କର ଙ୍କ ପାଖ କୁ ଖାଇବା ନେଇକି ଯାଇଥିବା ସମୟ ରେ ଏସିଏଫ ସୌମ୍ୟ ବଡ ପାଟି କରିବାରୁ ଭାସ୍କର ଆସିଥିଲେ ଓ ସେ ସଙ୍ଗେ ଡ଼ିଏଫଓ ଙ୍କୁ ଫୋନ କରି ଜଣାଇଥିଲେ ।

ତେବେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ସେହିଦିନ ଠାରୁ ଭାସ୍କର ସରକାର ଦେଇଥିବା ଘରେ ନ ରହି ଏକ ଗେଷ୍ଟ ହାଉସ ରେ ରହୁଥିଲେ , ତେବେ ଭାସ୍କର ହଉଛନ୍ତି ସେହି ପ୍ରତକ୍ଷଦର୍ଶୀ ଯିଏ କି ସବୁକିଛି ଜାଣିଛନ୍ତି କିନ୍ତୁ କିଛି ବି କହୁ ନାହାଁନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *