Breaking News

ହାଇଦ୍ରାବାଦରେ ଅରବିନ୍ଦ ଓ ଜାଙ୍କଲିନ (Janklin) କେମିତି ମଜା ମସ୍ତି କରୁଛନ୍ତି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ହଁ ବନ୍ଧୁ କେତେବେଳେ ନିଜ ପ୍ରଶଂସକ ପାଇଁ ଲାଇଭ ଆସୁଛନ୍ତି ତ ଆଉ କେତେବେଳେ ସୋସିଆଲ ମିଡିଆ କିଛି ଫଟୋ ବା ଭିଡିଓ ପୋଷ୍ଟ କରି ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଥାନ୍ତି । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ଯେଉଁ ସ୍ଥାନ ରେ ଥିଲେ ମଧ୍ୟ ସୋସିଆଲ ମିଡିଆ ରେ ନିଜ ପ୍ରଶଂସକ ପାଇଁ ବେସ ଆକ୍ଟିଭ ରହୁଛନ୍ତି ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଓଡିଶା କୁ ଛାଡି ବର୍ତ୍ତମାନ ସମୟ ରେ ହାଇଦ୍ରାବାଦ ରେ ରହୁଛନ୍ତି ଓ ସେଠି ରହି ମଧ୍ୟ ସୋସିଆଲ ମିଡିଆ ରେ ବେସ ରହୁଛନ୍ତି । ତେବେ ଏହି ଦୁଇଜୋଡି ହେଲେ ଅରବିନ୍ଦ ଓ ଜାଙ୍କଳିନୀ , ତାହେଲେ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପରକୁ ଭଲପାଇ ଥିଲେ ଓ ଭଲପାଇବା ର ତିନି ବର୍ଷ ପରେ ଏହି ଦୁଇ ଯୋଡି ସାତ ଜନ୍ମ ର ସାଥି ହୋଇଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଏହି ଦୁଈ ଯୋଡି ହାଇଦ୍ରାବାଦ ରେ ଅଛନ୍ତି ଓ ସେ କଣ ପାଇଁ ହାଇଦ୍ରାବାଦ ଯାଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡି ନହିଁ କି ସେ କେବେ ଫେରିବେ ତାହା ମଧ୍ୟ ସ୍ପଷ୍ଟ ଜଣା ପଡି ନହିଁ । ତେବେ ଏହି ଦୁଇ ଯୋଡି ହାଇଦ୍ରାବାଦ ରେ ରହୁଛନ୍ତି ଓ ସେଠାରେ ବହୁସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ସେମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *