Breaking News

ଭିଡିଓ ଦେଖନ୍ତୁ – ବିବାହର ୬ମାସ ପରେ ହନିମୁନ ରେ ଗଲେ ସବ୍ୟସଚୀ ଅର୍ଚିତା (Sabyasachi Archita)

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ଯୋଡି ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ କି ଓଡିଆ ଇଣ୍ଡଷ୍ଟ୍ରି ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ରିଅଲ ଲାଇଫ ରେ ପରସ୍ପର କୁ ବିବାହ କରି ଭଲ ପାଇ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହବା ପରେ ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ଓ ସାମାଜିକ କାମ ରେ ବ୍ୟସ୍ତ ରହୁଛନ୍ତି ତେବେ ଏହି ଦୁଇ ଯୋଡି ହଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଭାବେ ବେସ ପରିଚିତ । ଆପଣ ମାନେ ମଧ୍ୟ ଏହି ଦୁଇ ଯୋଡି ଙ୍କୁ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ତାହେଲେ ଏହି ଦୁଇ ଯୋଡି ଅଭିନୟ କରିବା ସମୟ ରେ ପରସ୍ପର କୁ ଭଲପାଇ ଥିଲେ ଓ ପରବର୍ତ୍ତୀ ସମୟ ରେ ମାନେ ଗତ କିଛି ମାସ ତଳେ ଏହି ଦୁଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।


ତେବେ ବିବାହ ପୂର୍ବ ରୁ ସବ୍ୟସାଚୀ କାରୋନା ସମୟ ରେ ବହୁ ଲୋକ ଙ୍କୁ ସାହାର୍ଯ୍ୟ କରୁଥିଲେ ଓ ବିବାହ ପରେ ଅର୍ଚ୍ଚିତା ମଧ୍ୟ ସବ୍ୟସାଚୀ ଙ୍କୁ ସାହାର୍ଯ୍ୟ କରିବା ଶପଥ ନେଇଥିଲେ । ତେବେ ପ୍ରଥମ ଲହର ଠୁ ଧରିକି ଦ୍ଵିତୀୟ ଲହର ସରିଯାଇଥିଲେ ମଧ୍ୟ ସେମାନେ ତାଙ୍କ ସାହାର୍ଯ୍ୟ ଜାରି ରଖିଛନ୍ତି ଓ ଏହି ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି ତେବେ , ଏହି ବ୍ୟସ୍ତ ବହୁଳ ଜିବନ ରେ ଟିକେ ନିଜ ମନ ଖୁସି ଦେବା ପାଇଁ ଉଭୟ ମିଶି ସମୁଦ୍ର ବେଳାଭୂମି ରେ ଏକାଠି ହୋଇ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.