Breaking News

ଦେଖନ୍ତୁ ଭିଡିଓ – ସିରିଏଲ ଛାଡିଲା ପରେ କଲେଜ ଗଲେ ରାଧିକା (Mitali) ?

ଦର୍ଶକ ବନ୍ଧୁ ଆପଣ ମାନେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ନିଶ୍ଚୟ ଦେଖିଥିବେ । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ରାଧିକା ଙ୍କୁ ଆପଣ ମାନେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ରାଧିକା ଅଭିନୟ ଜଗତ ରୁ ଦୂରେଇ ଯିବା ପରେ କଲେଜ ଯାଉଥିବା ର ଖବର ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତେବେ ଏହା ପଛ ରେ କଣ ରହିଛି ସତ୍ୟାସତ୍ୟ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ନୂଆ ବୋହୁ ର ମୁଖ୍ୟ ଅଭିନେତ୍ରୀ ରାଧିକା ଙ୍କ ପ୍ରକୃତ ନାମ ହଉଛି ମିତାଳି ସର୍ଘାରିୟା , ତାହେଲେ ମିତାଳି ଜବରଦସ୍ତ ଅଭିନୟ ଆପଣ ମାନେ ନିଶୟ ଏହି ଧାରାବାହିକ ରେ ଦେଖିଥିବେ । ତେବେ ବନ୍ଧୁଗଣ ଏହି ଧାରାବାହିକ ଟି ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିବାରୁ ଏହି ଧାରାବାହିକ ଟି ବନ୍ଦ ନକରି ଏହାକୁ 18 ବର୍ଷ ଆଗକୁ ନେଇ ଯାଇଛନ୍ତି । ତେବେ ଏହି ଧାରାବାହିକ ରୁ ରାଧିକା ବାହାରି ଯାଇଛନ୍ତି ଓ ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କ ଝିଅ ନଜର ଆସୁଛନ୍ତି ।

ତେବେ ରାଧିକା ଏହି ଧାରାବାହିକ ରୁ ବାହାରିବା ପରେ ଆଉ କୌଣସି ଧାରାବାହିକ ରେ ନଜର ଆସି ନାହାଁନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଯେ ରାଧିକା ବର୍ତ୍ତମାନ ସମୟ ରେ କଲେଜ ଯାଉଛନ୍ତି ଓ କଲେଜ ର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି , ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି କଲେଜ ଫଟୋ ହେଉଛି 4 ବର୍ଷ ତଳ ର ଫଟୋ ଓ ଏହି ଫଟୋ କୁ ରାଧିକା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ।



ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ସାତ୍ଵିକ ଙ୍କ ଏକ ଧାରାବାହିକ ଆସିବାକୁ ଯାଉଛି ଓ ଏହାର ନାମ ରହିଛି ସମ୍ପର୍କ ଜନ୍ମ ଜନ୍ମ ର , ତେବେ ଏହି ଧାରାବାହିକ ରେ ସାତ୍ଵିକ ଙ୍କ ସହ ରାଧିକା ପୁଣି ଥରେ ନଜର ଆସିବେ ବୋଲି ସୂଚନା ମିଳିଛି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *