Breaking News

ଦେଖନ୍ତୁ ଭିଡିଓ – ଶୁଟିଙ୍ଗ ଚାଲିଥିବା ବେଳେ ଗୋଡ ଖସି ତଳେ ପଡିଗଲେ କୁଆଁରୀ ବୋହୂର ଶ୍ରଦ୍ଧା (Priyanka Rath)

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଶୁଟିଙ୍ଗ ହଉଥିବା ଚଳଚିତ୍ର ବା ଧାରାବାହିକ ରେ ବେଳେ ବେଳେ ଶୁଟିଙ୍ଗ ଚାଲିଥିବା ସମୟ ରେ କଳାକାର ମାନେ ତାଙ୍କ ଅଭିନୟ କରୁଥିବା ସମୟ ରେ ଏମିତି କିଛି ଘଟି ଥାଏ ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ ଓ ଆଉ କିଛି ଦୃଶ୍ୟ ହସାଇବ, ହଁ ବନ୍ଧୁ ରିଲ ଲାଇଫ ରେ କଳାକାର ମାନେ ଅଭିନୟ କରୁଥିବା ସମୟ ରେ ତାଙ୍କ ଅଜଣାତ ରେ ଏମିତି କିଛି ଘଟି ଯାଇ ଥାଏ ଯାହା ସୋସିଆଲ ମିଡିଆ ରେ ବେଶ ଭାଇରାଲ ହବା ରେ ଲାଗିଥାଏ , ତେବେ ବର୍ତ୍ତମାନ ସମୟ ରେ ତରଙ୍ଗ ଟିଭି ର ଏକ ଧାରାବାହିକ ଚାଲିଥିବା ସମୟ ରେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଅଭିନୟ କରୁଥିବା ସମୟ ରେ ଏମିତି କିଛି ଘଟିଲା ଯାହା ଆପଣ ମାନେ ଜାଣିବା ପରେ ହସିବାକୁ ଲାଗିବେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ନିଶ୍ଚୟ ଦେଖୁଥିବେ । ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରଦ୍ଧା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତାହେଲେ ଶ୍ରଦ୍ଧା ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ନିଜେ ଲୋକ ପ୍ରିୟ ହବା ସହ ଧାରାବାହିକ ଟି କୁ ମଧ୍ୟ ବେସ ଲୋକ ପ୍ରିୟ କରାଇ ପାରିଛନ୍ତି । ଶ୍ରଦ୍ଧା ବର୍ତ୍ତମାନ ଘରେ ଘରେ ପରିଚିତ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୁଆଁରୀ ବୋହୁ ଧାରାବାହିକ ର ଶୁଟିଙ୍ଗ ସେଟ ଚାଲୁ ଥିବା ସମୟ ରେ ଶ୍ରଦ୍ଧା ପାଣି ମାଧ୍ୟମ ରେ ଘର ସଫା କରୁଥିଲେ ତେବେ ଏହି ଶୁଟିଙ୍ଗ ରେ ଶ୍ରଦ୍ଧା ତାଙ୍କ ଜେଜେମା କୁ ସିଡି ରୁ ଖସି ଯାଇ ଯାଉଥିବା ସମୟ ରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଶ୍ରଦ୍ଧା ତରତର ହୋଇ ଆସୁଥିବା ସମୟ ରେ ତାଙ୍କ ଗୋଡ ଖସଡି ଯିବା ରୁ ସେ ସେହିସ୍ଥାନ ରେ ପିଚା ମାଡି ହୋଇ କି ଫୋପାଡି ହୋଇକି ପଡିଲେ ଯାହା କି ରିଅଲ ଲାଇଫ ର ଅଟେ ଓ ଏହି ଦୃଶ୍ୟ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.