Breaking News

ହେ ପ୍ରଭୁ! ଅକ୍ଷୟ କୁମାର Akhsay Kumar ଙ୍କୁ ନେଇ ଆସିଲା ବହୁତ ବଡ ଦୁଃ-ଖ ଖବର, ଶୁଣିଲେ ଆଖିରେ ଲୁହ ଆସିଯିବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ଦୁଃଖ ର ଖବର ଆସିଛି ବଲିଉଡ ଇଣ୍ଡଷ୍ଟ୍ରି ରୁ , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଦୁଃ-ଖ ରେ ଭାଙ୍ଗି ପଡିଛନ୍ତି ସୁପର ଷ୍ଟାର ଅକ୍ଷୟ କୁମାର କାରଣ ଗତ କାଲି ତାଙ୍କ ମା ଅରୁଣା ଭାଟିଆ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ ହୋଇଯାଇଛି , ଏହି ସୂଚନା ଟି ଅକ୍ଷୟ ତାଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଛନ୍ତି ।


ତେବେ ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ଗତକିଛି ଦିନ ହେଲା ଅରୁଣା ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ଓ ଏହାରି ଭିତରେ ଅକ୍ଷୟ ଲଣ୍ଡନ ରେ ଶୁଟିଙ୍ଗ ସେଟ ସାରି ମୁମ୍ବାଇ ଆସିଥିଲେ । ତେବେ ପରବର୍ତ୍ତୀ ସମୟ ରେ ସେ ଅକ୍ଷୟ ତାଙ୍କ ମା ଙ୍କୁ ଆଇସିଇଉ ରେ ଭର୍ତ୍ତି କରିଥିଲେ କିନ୍ତୁ ସେ ଗତକାଲି ସକାଳେ ତାଙ୍କ ଚିକିତ୍ସାଧୀନ ଅବସ୍ଥା ରେ ସେ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ସୂଚନା ଟି ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କ ମା ଙ୍କ ଫଟୋ କୁ ପୋଷ୍ଟ କରିବା ସହିତ ଲେଖିଥିଲେ ଆଜି ମୋତେ ଯେତିକି ଯନ୍ତ୍ରଣା ହଉଛି ତାହା କୁ ସହ୍ୟ କରାଯାଇ ପାରିବ ନହିଁ ।

ଆଜି ମୋ ମା ଅରୁଣା ଭାଟିଆ ଶାନ୍ତିପୂର୍ଣ୍ଣ ପରିବେଶ ରେ ଏହି ଦୁନିଆ କୁ ଛାଡି ସେ ମୋ ବାପା କ ସହିତ ଅନ୍ୟ ଏକ ଦୁନିଆ ରେ ଅଛନ୍ତି ଓ ବର୍ତ୍ତମାନ ସମୟ ରେ ଆମ ପରିବାର ବହୁ କଷ୍ଟଦାୟକ ରେ ଗତି କରୁଛି , ସେଥିପାଇଁ ମୁଁ ଆପଣ ଙ୍କ ପ୍ରାର୍ଥନା କୁ ଆବଶ୍ୟକ କରୁଛି । ତେବେ ଏହି ପୋଷ୍ଟ ପରେ ତାଙ୍କର ବହୁ ପ୍ରଶଂସକ ଓ ଅଭିନେତା ,ଅଭିନେତ୍ରୀ ମାନେ ତାଙ୍କ ମା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ଅକ୍ଷୟ ଗତ କିଛି ଦିନ ତଳେ ତାଙ୍କ ମା ଙ୍କ ଦେହ ଅସୁସ୍ଥ ଥିବା ରୁ ସେ ତାଙ୍କ ପ୍ରଶଂସକ ମାନ ଙ୍କୁ କହିଥିଲେ ତାଙ୍କ ମା ବେଇକି ସୁସ୍ଥ ହୋଇଯିବ ପାଇଁ ପ୍ରାର୍ଥନା କରନ୍ତୁ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.