Breaking News

ଅଭିନେତ୍ରୀ ଝିଲ୍ଲିକ (Jhillik) କରୋନା ରୁ ସୁସ୍ଥ ହେବା ପରେ ସ୍ଵାମୀଙ୍କ ସହ ରୋମାଣ୍ଟିକ ଭିଡିଓ ଭାଇରାଲ ହେଲା ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ଯେଉଁ ମାନେ କି ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବା ପାଇଁ ନିଜ ରାଜ୍ୟ ଛାଡି ଚାଲି ଆସିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକପ୍ରିୟ ହୋଇ ପାରିଛନ୍ତି ଓ ତେବେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏ କି ଅଭିନୟ କରିବା ପାଇଁ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ , ତେବେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତେବେ ଏହି ଅଭିନେତ୍ରୀ ଜଣକ ଓଡିଶା କୁ ଅଭିନୟ ପାଇଁ ଆସିଥିଲେ ଓ ସବୁକିଛି ପାଇଥିଲେ ଯେମିତି ଲୋକ ମାନ ଙ୍କ ଭଲ ପାଇବା , ନିଜର ଅଭିନୟ ପାଇଁ ଭଲ ଅର୍ଥ ଉପାର୍ଜନ ଓ ସବୁଠୁ ବଡ କଥା ହେଲା ଯେ ସେ ତାଙ୍କ ଜୀବନ ସାଥି ଙ୍କୁ ମଧ୍ୟ ପାଇଥିଲେ । ତାହେଲେ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ , ଯିଏ କି ଜଣେ ବଙ୍ଗୀୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟ ରେ ଓଡିଆ ବୋହୁ । ତେବେ ଆପଣ ମାନେ ତାଙ୍କୁ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।


କାରଣ ସେ ଗତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ , ତେବେ ବିବାହ ପରେ ଶାଶୁଘରେ ବେସ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତକିଛିଦିନ ତଳେ ଝିଲ୍ଲିକ କରୋନା ରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେ କରୋନା ରୁ ସୁସ୍ଥ ହୋଇ ଯାଇଛନ୍ତି ଓ ସୁସ୍ଥ ହବା ପରେ ନିଜ ସ୍ଵାମୀ ଙ୍କ ସହ ବୁଲିବାକୁ ଯାଇଛନ୍ତି । ତେବେ କରୋନା ରୁ ସୁସ୍ଥ ହବା ସୂଚନା ଟି ଝିଲ୍ଲିକ ନିଜେ ଜଣାଇବା ସହିତ କିଛି ମଜାମସ୍ତି ଭିଡିଓ ପୋଷ୍ଟ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *