Breaking News

ରାତିଅଧରେ ହଠାତ ଘରେ ବୁଲିବୁଲି ବଇଁଶି ବଜାଇଲେ ହିରୋ ବାବୁଶାନ୍ (Babushaan), ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ଏମିତି ଏକ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ପାଖ ରେ ଅନେକ କଳା ରହିଛି । ହଁ ବନ୍ଧୁ ପ୍ରଥମେ ଏହି ଲୋକ ପ୍ରିୟ ଅଭିନେତା ଜଣକ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ଲୋକ ପ୍ରିୟ ହୋଇଥିଲେ ଓ ପରବର୍ତ୍ତୀ ସମୟ ରେ ତାଙ୍କ ସୁ ମଧୁର କଣ୍ଠ ରେ ଗୀତ ଗାଈ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇଥିଲେ । ତାହେଲେ ଏହି ଅଭିନେତା ଙ୍କ ବର୍ତ୍ତମାନ ସମୟ ରେ ଆଉ ଏକ କଳା ଲୋକ ଲୋଚନ କୁ ଆସିଛି , ତେବେ ଆସନ୍ତୁ ଏହି ଅଭିନେତା ଜଣକ କିଏ ଜାଣିବା ଓ ତାଙ୍କର କେଉଁ କଳା ବର୍ତ୍ତମାନ ସମୟ ରେ ଦେଖିବାକୁ ମିଳିଛି ସେ ବିଷୟ ରେ ମଧ୍ୟ ଜାଣିବା ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି , ତାହେଲେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ଦେଖିଥିବେ । ତେବେ ବାବୁଷାନ ହେଉଛନ୍ତି ଏମିତି ଏକ ଅଭିନେତା ଯିଏ କି ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିଥିଲେ ମଧ୍ୟ ନିଜ ଅଭିନୟ ଢଙ୍ଗ ରେ ହାସ୍ୟ ଅଭିନେତା ଙ୍କ ଭଳି ଅଭିନୟ ଦେଖାଇ ଦର୍ଶକ ମାନ ଙ୍କୁ ବେସ ହସାଇଥାନ୍ତି ।

ବାବୁଷାନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ହିରୋଇନ ଙ୍କ ସହିତ ଅଭିନୟ କରି ସାରିଲେଣି । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କର ଅଭିନୟ ,ନାଚ ଓ ଗୀତ ନିଶ୍ଚୟ ଦେଖିଥିବେ , ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଆଉ ଏକ କଳା ଲୋକ ଲୋଚନ କୁ ଆସିଛି ଓ ଏହା ବର୍ତ୍ତମାନ ସମୟ ରେ ବେସ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ବାବୁସାନ ଭଲ ବଇଁଶି ବଜାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ବଂଶୀ ବଜାଇବା ରେ ବି ପାରଙ୍ଗମ ଅଛନ୍ତି ବାବୁଷାନ ମହାନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.