ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ଏମିତି ଏକ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ପାଖ ରେ ଅନେକ କଳା ରହିଛି । ହଁ ବନ୍ଧୁ ପ୍ରଥମେ ଏହି ଲୋକ ପ୍ରିୟ ଅଭିନେତା ଜଣକ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ଲୋକ ପ୍ରିୟ ହୋଇଥିଲେ ଓ ପରବର୍ତ୍ତୀ ସମୟ ରେ ତାଙ୍କ ସୁ ମଧୁର କଣ୍ଠ ରେ ଗୀତ ଗାଈ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇଥିଲେ । ତାହେଲେ ଏହି ଅଭିନେତା ଙ୍କ ବର୍ତ୍ତମାନ ସମୟ ରେ ଆଉ ଏକ କଳା ଲୋକ ଲୋଚନ କୁ ଆସିଛି , ତେବେ ଆସନ୍ତୁ ଏହି ଅଭିନେତା ଜଣକ କିଏ ଜାଣିବା ଓ ତାଙ୍କର କେଉଁ କଳା ବର୍ତ୍ତମାନ ସମୟ ରେ ଦେଖିବାକୁ ମିଳିଛି ସେ ବିଷୟ ରେ ମଧ୍ୟ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି , ତାହେଲେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ଦେଖିଥିବେ । ତେବେ ବାବୁଷାନ ହେଉଛନ୍ତି ଏମିତି ଏକ ଅଭିନେତା ଯିଏ କି ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିଥିଲେ ମଧ୍ୟ ନିଜ ଅଭିନୟ ଢଙ୍ଗ ରେ ହାସ୍ୟ ଅଭିନେତା ଙ୍କ ଭଳି ଅଭିନୟ ଦେଖାଇ ଦର୍ଶକ ମାନ ଙ୍କୁ ବେସ ହସାଇଥାନ୍ତି ।
ବାବୁଷାନ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ହିରୋଇନ ଙ୍କ ସହିତ ଅଭିନୟ କରି ସାରିଲେଣି । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କର ଅଭିନୟ ,ନାଚ ଓ ଗୀତ ନିଶ୍ଚୟ ଦେଖିଥିବେ , ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଆଉ ଏକ କଳା ଲୋକ ଲୋଚନ କୁ ଆସିଛି ଓ ଏହା ବର୍ତ୍ତମାନ ସମୟ ରେ ବେସ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ବାବୁସାନ ଭଲ ବଇଁଶି ବଜାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ବଂଶୀ ବଜାଇବା ରେ ବି ପାରଙ୍ଗମ ଅଛନ୍ତି ବାବୁଷାନ ମହାନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ