Breaking News

ଶାଶୁ ଘରେ ପ୍ରଥମ ଥର ରୋଷେଇ କରିଲେ କୁଆଁରୀ ବୋହୂ ର ଶ୍ରଦ୍ଧା (Priyanka Rath) ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ସଦା ସର୍ବଦା ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ କିଛି ନା କିଛି କାରଣ ରୁ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି , ହଁ ବନ୍ଧୁ ବହୁ ବ୍ୟକ୍ତି ନିଜ ଚ୍ଯାନେଲ ର ଟିଆରପି ବଢାଇବା ପାଇଁ ରିଲ ଲାଇଫ ର ଘଟଣା କୁ ନେଇ ନିଜ କଥା ମାଧ୍ୟମ ରେ ରିଅଲ ଲାଇଫ କରି ବେସ ଭାଇରାଲ କରିଥାନ୍ତି । ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଜଣେ ଅଭିନେତ୍ରୀ ଙ୍କ ରିଲ ଲାଇଫ ର ଘଟଣା କୁ ନେଇ ରିଅଲ ଲାଇଫ ରେ ଘଟିଛି ବୋଲି ମିଛ ପ୍ରଚାର ହୋଇଛି । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ଘଟଣା ଟି କଣ ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖୁଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ । ତାହେଲେ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ ର ଲୋକ ପ୍ରିୟତା ବର୍ତ୍ତମାନ ସମୟ ରେ ବେସ ଅଧିକ ଓ ଲୋକ ପ୍ରିୟତା ହବା ପଛ ରେ ଏହି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନ ଜବରଦସ୍ତ ଅଭିନୟ ଫଳ ରେ ଏହା ଆଜି ସମ୍ଭବ ହୋଇପାରିଛି । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ତେବେ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି ଓ ସେ ବର୍ତ୍ତମାନ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଘରେ ଘରେ ଶ୍ରଦ୍ଧା ନାମ ରେ ବେସ ପରିଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶ୍ରଦ୍ଧା ଙ୍କ କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି , ତେବେ ଏହି ଭିଡିଓ ରେ ଶ୍ରଦ୍ଧା ପନିପରିବା କାଟୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି ହଉଛି ଶୁଟିଙ୍ଗ ସେଟ ସମୟ ର , ରିଅଲ ଲାଇଫ ରେ ନୁହେଁ ଏହା ରିଲ ଲାଇଫ । ତେବେ ରିଅଲ ଲାଇଫ ରେ ଏ ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *