ଦର୍ଶକ ବନ୍ଧୁ ଆପଣ ମାନେ ସଦା ସର୍ବଦା ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ କିଛି ନା କିଛି କାରଣ ରୁ ସୋସିଆଲ ମିଡିଆ ରେ ବେସ ଭାଇରାଲ ହୋଇଥାନ୍ତି , ହଁ ବନ୍ଧୁ ବହୁ ବ୍ୟକ୍ତି ନିଜ ଚ୍ଯାନେଲ ର ଟିଆରପି ବଢାଇବା ପାଇଁ ରିଲ ଲାଇଫ ର ଘଟଣା କୁ ନେଇ ନିଜ କଥା ମାଧ୍ୟମ ରେ ରିଅଲ ଲାଇଫ କରି ବେସ ଭାଇରାଲ କରିଥାନ୍ତି । ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଜଣେ ଅଭିନେତ୍ରୀ ଙ୍କ ରିଲ ଲାଇଫ ର ଘଟଣା କୁ ନେଇ ରିଅଲ ଲାଇଫ ରେ ଘଟିଛି ବୋଲି ମିଛ ପ୍ରଚାର ହୋଇଛି । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ଘଟଣା ଟି କଣ ।
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖୁଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ । ତାହେଲେ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ ର ଲୋକ ପ୍ରିୟତା ବର୍ତ୍ତମାନ ସମୟ ରେ ବେସ ଅଧିକ ଓ ଲୋକ ପ୍ରିୟତା ହବା ପଛ ରେ ଏହି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନ ଜବରଦସ୍ତ ଅଭିନୟ ଫଳ ରେ ଏହା ଆଜି ସମ୍ଭବ ହୋଇପାରିଛି । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ।
ତେବେ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଛି ଓ ସେ ବର୍ତ୍ତମାନ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଘରେ ଘରେ ଶ୍ରଦ୍ଧା ନାମ ରେ ବେସ ପରିଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶ୍ରଦ୍ଧା ଙ୍କ କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି , ତେବେ ଏହି ଭିଡିଓ ରେ ଶ୍ରଦ୍ଧା ପନିପରିବା କାଟୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି ହଉଛି ଶୁଟିଙ୍ଗ ସେଟ ସମୟ ର , ରିଅଲ ଲାଇଫ ରେ ନୁହେଁ ଏହା ରିଲ ଲାଇଫ । ତେବେ ରିଅଲ ଲାଇଫ ରେ ଏ ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ