Breaking News

ଫେସବୁକ ପ୍ରେମ ଆରମ୍ଭ ହୋଇଥିଲା, ୮ ବର୍ଷ ପରେ ସମ୍ପର୍କରେ ଫାଟ, ଅଲଗା ହେଲେ ଧାୱନ-ଆୟେଶା (Shikhar Dhawan-Ayesha Mukherjee)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଯେ ଆମ ଭାରତୀୟ କ୍ରିକେଟ ଦଳ ର ଆଗ ଧାଡି ର କ୍ରିକେଟର ଶିଖର ଧୱନ ବର୍ତ୍ତମାନ ସମୟ ରେ ନିଜ ପତ୍ନୀ ଆୟଶା ମୁଖାର୍ଜୀ ଙ୍କ ଠାରୁ ଅଲଗା ହୋଇଛନ୍ତି । ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । 9 ବର୍ଷ ପରେ ଅଲଗା ହୋଇ ଯାଇଛନ୍ତି ପରସ୍ପର ଠାରୁ , ତେବେ ଏହି ଖବର ଟି ଆୟଶା ନିଜେ ତାଙ୍କ ଇନଷ୍ଟାଗ୍ରାମ ରେ ଅକୁଣ୍ଠ ରେ ପୋଷ୍ଟ କରିଛନ୍ତି ।

ତେବେ ବନ୍ଧୁଗଣ ଏହାର କାରଣ ବର୍ତ୍ତମାନ ସମୟ ରେ ସ୍ପଷ୍ଟ ଭାବେ ଜଣା ପଡି ନହିଁ , ତେବେ ବନ୍ଧୁଗଣ ଏହି ଦୁଇ ଯୋଡି 2012 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ଉଭୟ ଙ୍କ ର 7 ବର୍ଷ ପୁଅ ରହିଛି ଯାହାର ନାମ ଜୋରାଭାର । ତେବେ ବନ୍ଧୁଗଣ ଆୟଶା ଅଷ୍ଟ୍ରେଲିଆ ରହୁଥିଲେ ମଧ୍ୟ ତାଙ୍କର ଜନ୍ମ ଭାରତ ରେ । ତାହେଲେ ବନ୍ଧୁଗଣ ଆୟଶା ଓ ଧୱନ ଦୁହେଁ ପ୍ରଥମେ ସୋସିଆଲ ମିଡିଆ ଆକାଉଣ୍ଟ ମାନେ ଫେସବୁକ ରେ ସମ୍ପର୍କ ହୋଇଥିଲା ।

ତେବେ ଏହି ଦୁଇ ଯୋଡି ଙ୍କ ମଝି ରେ ମଧ୍ୟସ୍ଥି ଭାରତ ର ପୂର୍ବତନ ସ୍ପିନର ହରଭଜନ ସିଂହ ଥିଲେ , ହଁ ବନ୍ଧୁ ଉଭୟ ଙ୍କୁ ସାକ୍ଷାତ କରାଇବା ରେ ହରଭଜନ ଭୂମିକା ବେସ ଗୁରୁତ୍ଵପୂର୍ଣ୍ଣ ରହିଥିଲା । ତେବେ ସାକ୍ଷାତ ପରେ ଉଭୟ ପରସ୍ପର କୁ ଭଲପାଇ ବସିଥିଲେ ଓ 2012 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ସେମାନ ଙ୍କ 2014 ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ଦୁଇ ଯୋଡି ଅଲଗା ହୋଇଯାଇଛନ୍ତି , ତେବେ ଅଲଗା ହବା ର କାରଣ ସ୍ପଷ୍ଟ ଭାବେ ଜଣା ପଡି ନହିଁ କିନ୍ତୁ ଏହି ସୂଚନା ଟି ଆୟଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *