Breaking News

ରାସ୍ତା କଡରେ ପଡିଥିବା ଅସୁସ୍ଥ ବୃ-ଦ୍ଧ ବ୍ୟକ୍ତିଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ ଅନୁଭବ (Anubhav Mohanty) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି , ତେବେ ଅଭିନେତା ମାନେ ନିଜ ରିଲ ଲାଇଫ ରେ ଜବରଦସ୍ତ ଅଭିନୟ ଦେଖିଆ ବେସ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ ଅଛନ୍ତି । ତେବେ କଣ ଆପଣ ମାନେ ଜାଣିଛନ୍ତି କି ଏହି ଅଭିନେତା ମାନ ଙ୍କୁ ମଧ୍ୟ ରୁ ବହୁ କମ ଅଭିନେତା ଅଛନ୍ତି ଯିଏ କି ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫ ରେ ଲୋକ ମାନ ଙ୍କ ସେବା କରିବା ବା ସାହାର୍ଯ୍ୟ କରି ରିଅଲ ରେ ହିରୋ ହୋଇ ଯାଇଛନ୍ତି । ହଁ ବନ୍ଧୁ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଆମେ ଆପଣ ଙ୍କୁ ଜଣାଇବୁ । ଏହି ଅଭିନେତା ଜଣକ ପୂର୍ବ ରୁ ଲୋକ ମାନ ଙ୍କ ସେବା କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କର ଏମିତି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି ଯାହାକି ବେସ ପ୍ରଶଂସୀୟ କାର୍ଯ୍ୟ ଅଟେ ।


ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଯିଏ କି ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ସାଂସଦ ଅଟନ୍ତି । ତାହେଲେ ଆପଣ ମାନେ ନିଶ୍ଚୟ ଅନୁଭବ ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ବହୁ ସାରା ଚଳଚିତ୍ର ରେ , ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି କିନ୍ତୁ ଅନୁଭବ ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ର ସାଂସଦ ଅଟନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନୁଭବ ଏକ ସାହାର୍ଯ୍ୟ ବେସ ସୋସିଆଲ ମିଡିଆ ରେ ବେସ ଭାଇରାଲ ଲାଗିଛି । ଏହି ଭିଡିଓ ରେ ଜଣେ ଅସୁସ୍ଥ ବୃ-ଦ୍ଧ ଲୋକ ଙ୍କୁ ଅନୁଭବ ତାଙ୍କୁ ଉଠାଇ ନିଜ ଗାଡି ରେ ବସାଇ ମେଡିକାଲ କୁ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଏହି ଦୃଶ୍ୟ ରେ ଅନୁଭବ ବୃ-ଦ୍ଧ ଲୋକ ଙ୍କୁ ସାହାର୍ଯ୍ୟ କରୁଥିବା ସମୟ ରେ ତାଙ୍କ ଚାରି ପାଖ ରେ ବହୁ ଲୋକ ଉପସ୍ଥିତ ଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *