ଦର୍ଶକ ବନ୍ଧୁ ପାରଳାଖେମୁଣ୍ଡି ମୃ-ତ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ହବା ର 2 ମାସ ହୋଇଥିଲେ ମଧ୍ୟ ମୃ-ତ୍ୟୁ ପଛ ର ରହସ୍ୟ କଣ ତାହା ଏ ପର୍ଯ୍ଯନ୍ତ ଜଣା ପଡି ନହିଁ । ତେବେ ସବୁଠାରୁ ବଡ କଥା ହେଲା ଯେ ଗତକାଲି ବିଧାନ ସଭା ରେ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ପ୍ରସଙ୍ଗ ଉଠିଥିଲା ।
ତେବେ ପାରଳାଖେମୁଣ୍ଡି ର ବିଧାୟକ ନାରାୟଣ ରାଓ ବିଧାନ ସଭା ରେ ମୃ-ତ ଏସିଏଫ ସୌମ୍ୟ ରଞ୍ଜନ ମୃ-ତୁ କୁ ନେଇ କହିଛନ୍ତି ଯେ ଏହି ଷ-ଡ-ଯ-ନ୍ତ୍ର ରେ ଥିବା ଡ଼ିଏଫଓ ,ବିଦ୍ୟାଭାରତି ଓ ରୋଷେୟା ଙ୍କୁ କ୍ରାଇମବ୍ରାଞ୍ଚ ତାର ତଦନ୍ତ କରିଥିଲା ତାହା ପୁଣି ଥାନା ବଦଳ ରେ ସେମାନ ଙ୍କ ଘର କୁ ଯାଇ , ତେବେ ପୂର୍ବ ରୁ ପୋଲିସ ଏହାର ତଦନ୍ତ କରୁଥିଲେ କିନ୍ତୁ ସନ୍ତୁଷ୍ଟ କଲା ଭଳି ତଦନ୍ତ ହୋଇ ନଥିଲା , ତେବେ ସେଥିପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆଗେଇ ଆସିଛନ୍ତି ଓ ପ୍ରଥମେ ପ୍ରଥମେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ବେସ ଭଲ ଭାବ ରେ କରୁଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ ସେ ମଧ୍ୟ ବିଦ୍ୟାଭାରତି ଜେରା କରିବା ପାଇଁ ବହୁତ ସମୟ ନେଇଥିଲେ ଓ କାହା ନିର୍ଦ୍ଦେଶ ପାଇଁ ଅପେକ୍ଷା କରିଥିଲେ ।
ତେବେ ଏହି ନିର୍ଦ୍ଦେଶ କଥା ଶୁଣି ସାଧାରଣ ଲୋକ କ୍ରାଇମବ୍ରାଞ୍ଚ ଙ୍କୁ ପୋଲିସ ସହ ତୁଳନା କରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ନାରାୟଣ ରାଓ ଡ଼ିଏଫଓ ସଂଗ୍ରାମ ବେହେରା ଙ୍କ ନାମ ରେ ଆଣିଛନ୍ତି ଏକ ବଡ ଅଭିଯୋଗ , ହଁ ବନ୍ଧୁ ଏହି ଅଭିଯୋଗ ଟି ପୂର୍ବ ରୁ ବିଧାୟକ ଚିଠି ଲେଖି ଜଣାଇଥିଲେ ମଧ୍ୟ ସରକାର କିଛି କରି ନଥିଲେ । ଡ଼ିଏଫଓ ଙ୍କ ନାମ ରେ ର-କ୍ତ-ଚ-ନ୍ଦ-ନ କାଠ ହାଇଦ୍ରାବାଦ,ଆନ୍ଧ୍ରପ୍ରଦେଶ,ଚେନ୍ନାଇ ଭଳି ଅନେକ ରାଜ୍ୟ କୁ ଚାଳନ ହେଉଛି ଏହି କଥା ସରକାର ଜାଣିଥିଲେ ମଧ୍ୟ କିଛି ଆକ୍ସନ ନେଇ ନଥିଲେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଯେବେ ସ୍ଥାନୀୟ ଲୋକେ ଯେତେବେଳେ ଦୁଇ ରୁ 3 ଟି ଚନ୍ଦନ ଗଛ କାଟି କି ନେଉଥିଲେ ସେତେବେଳେ ଡ଼ିଏଫଓ ସେମାନ ଙ୍କୁ ଗି-ର-ଫ କରୁଥିଲେ କିନ୍ତୁ ବର୍ତ୍ତମାନ ବଡ ବଡ ଗାଡି ରେ ଚନ୍ଦନ କାଠ ଲୋଡ ହୋଇ ବାହାର ରାଜ୍ୟ କୁ ଚାଳନ କରୁଛନ୍ତି ଡ଼ିଏଫଓ ।
ତେବେ ପାରଲାଖେମୁଣ୍ଡି ବିଧାୟକ ନିଜେ କହିଛନ୍ତି ଯେ ପୂର୍ବ ରୁ ଡ଼ିଏଫଓ ଙ୍କ ଏହି ଚନ୍ଦନ କାଠ ଙ୍କୁ ସିଜ କରିଥିଲେ ଏସିଏଫ ସୌମ୍ୟ କିନ୍ତୁ ପରବର୍ତ୍ତୀ ସମୟ ରେ ସିଜ ହୋଇଥିବା ଗାଡି କୁ ଗିରଫ କରିବା ବଦଳ ରେ ତାଙ୍କୁ ଛାଡି ଦିଆଯାଇଥିଲା ଓ ସେବେଠାରୁ ଏସିଏଫ ଙ୍କ ବଡ ଶ-ତ୍ରୁ ଥିଲେ ଡ଼ିଏଫଓ । ସେଥିପାଇଁ ଏସିଏଫ ଙ୍କ ମୃ-ତ୍ୟୁ ପଛ ରେ ଡ଼ିଏଫଓ ଙ୍କ ହାତ ରହିଛି ଓ ଡ଼ିଏଫଓ ଙ୍କୁ ବଞ୍ଚାଇବି ଉପରୁ ସୁରକ୍ଷା ମିଳୁଛି ବୋଲି ବିଧାୟକ ନିଜେ କହିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ